Odisha Link
Bridging the Missing Links in Odisha
Browsing Tag

Commissionerate Police

ଇରାନୀ ଗ୍ୟାଙ୍ଗକୁ ଧରିଲା କମିଶନରେଟ୍‌…

ଓଏଲ୍‌ ବ୍ୟୁରୋ : ଇରାନୀ ଗ୍ୟାଙ୍ଗକୁ ଧରିବାରେ ସଫଳତା ହାସଲ କରିଛି କମିଶନରେଟ୍‌ ପୋଲିସ। ସ୍ପେସାଲ ସ୍କ୍ବାଡ୍ କବ୍ଜା କରିଛି ନୂତନ ପଦ୍ଧତି ଆପଣେଇ ଲୁଟ କରୁଥିବା ଇରାନୀ ଗ୍ୟାଙ୍ଗକୁ। ଇରାନୀ ଗ୍ୟାଙ୍ଗକୁ ରାୟପୁରରେ ପୁଲିସ ବାନ୍ଧିଥିବାବେଳେ ତାଙ୍କ ନିକଟରୁ ୫ଟି ବାଇକ ଓ ୧୭ଟି ସୁନା ଚେନ ଜବତ କରାଯାଇଥିବା…

ହାଇଦର୍ ଫେରାର ଘଟଣା: ବ୍ୟବହାର ହୋଇଥିବା…

କଟକ: ହାଇଦର ଫେରାର ବେଳେ ବ୍ୟବହାର କରିଥିବା କାରକୁ କଟକ ଆଣିଛି କମିଶନରେଟ ପୁଲିସ। ହାଇଦର ଏହି କାରରେ ଓଡ଼ିଶାରୁ ତେଲେଙ୍ଗାନା ପଳାଇଥିଲା। ହାଇଦରକୁ ତେଲେଙ୍ଗାନା ପୁଲିସ ଗିରଫ କରିବା ପରେ ତାକୁ ବିମାନ ଯୋଗେ ଓଡ଼ିଶା ଅଣାଯାଇଥିଲା । ହେଲେ ହାଇଦର ଯେଉଁ କାରରେ ଫେରାର ହୋଇଥିଲା ତାହା ତେଲେଙ୍ଗାନା ପୁଲିସ…

ଅମାନିଆଙ୍କ ପ୍ରତି କଡ଼ା…

ଭୁବନେଶ୍ବର: ନିୟମ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅମାନିଆଙ୍କୁ ସାବାଡ଼ କରିବାକୁ ଟୁଇନ ସିଟିରେ ପଇଁତରା ମାରିବ ପୋଲିସ। ଆଜି ନାଇଟ୍ କର୍ଫ୍ୟୁ ସମ୍ବନ୍ଧରେ ପ୍ରେସମିଟ୍ କରି ଏଭଳି କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। କୋଭିଡ୍ ସଂକ୍ରମଣକୁ ଦେଖି ଆଜିଠୁ ସାରା ରାଜ୍ୟରେ…

କାଲି ଜାଗର, ଟ୍ରାଫିକ୍‌ କଟକଣା ଜାରି କଲା…

ଭୁବନେଶ୍ବର: ରାତି ପାହିଲେ ପାଳିତ ହେବ ମହାଶିବରାତ୍ରୀ। ଏହାକୁ ନଜରର ରଖି ଜାଗର ପାଇଁ କଟକଣା ଲଗାଇଛନ୍ତି ରାଜ୍ୟ ସରକାର। ମନ୍ଦିର ଓ ବାହରେ ଭକ୍ତଙ୍କ ଗହଳିକୁ ବାରଣ କରାଯିବା ସହ ମେଳା ସବୁକୁ ମନା କରାଯାଇଛି। କଟକଣାକୁ ଅବମାନନା କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସମସ୍ତ ଜିଲ୍ଲାପାଳ ଓ…

ଲୁଟେରାଙ୍କୁ ଧରିବ ‘ସ୍ପେଶାଲ ୨୬’ ଟିମ୍

ଭୁବନେଶ୍ବର: ରାଜଧାନୀରେ ଦିନକୁ ଦିନ ଲୁଟେରାଙ୍କ ଆତଙ୍କରାଜ ବଢ଼ିବାରେ ଲାଗିଛି। ଏବେ ଲୁଟେରାଙ୍କୁ ସାବାଡ଼ ପାଇଁ ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରାଯାଇଛି। ଆଇନଶୃଙ୍ଖଳା ପରିସ୍ଥିତି, ଚୋରି, ଡକାୟତି ଆଦି ରୋକିବା ପାଇଁ କମିସନରେଟ୍ ପୋଲିସ୍ ପକ୍ଷରୁ ସ୍ୱତନ୍ତ୍ର ଟିମ୍ ‘ସ୍ପେଶାଲ ୨୬’ ଗଠନ କରାଯାଇଛି। ୨୪ଟି…

ସାଧାରଣତନ୍ତ୍ର ଦିବସ ପାଇଁ କମିଶନରେଟ…

ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସ ଅବସରରେ ସୁରକ୍ଷାକୁ ନେଇ କମିଶନରେଟ ପୋଲିସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ କମିଶନରେଟ ପୋଲିସ ପକ୍ଷରୁ ଗାଇଡଲାଇନ୍‌ ଜାରି କରାଯାଇଛି। ଏନେଇ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। କୋଭିଡ କଟକଣା ସମ୍ପର୍କରେ ଗୃହ ବିଭାଗ ଦ୍ୱାରା ଏକ ଚିଠି…

ହୃଦୟ ଜିଣିଲେ ଟ୍ରାଫିକ୍‌ ପୁଲିସ

ଭୁବନେଶ୍ବର: ଅନେକ ସମୟରେ ଆପଣ ପୁଲିସର ବର୍ବରତାର କାହାଣୀ ଶୁଣିଥିବେ ଓ ଦେଖିଥିବେ। କେଉଁଠି ଗରିବ ବ୍ୟବସାୟୀର ପରିବା ଟ୍ରଲି ଓଲଟାଇ ଦେଲେଣି ତ କେଉଁଠି ରାସ୍ତାକଡ଼ ପରିବା ଦୋକାନ ଉପରେ ଗାଡ଼ି ଚଢ଼େଇ ଦେଲେଣି, ପୁଣି କେଉଁଠି ବେଆଇନ ବ୍ୟବସାୟର ଅଭିଯୋଗ ଆଣି ମାଡ଼ ମାରିଲେଣି। ତେବେ ନାନାଦି ନକରାତ୍ମକ ଚିତ୍ର…

କମିସନରେଟ୍‌ ପୁଲିସରେ ୮୦ ପେଟୁଆ…

ଭୁବନେଶ୍ବର: ସାବାଡ଼ ହେବେ ପେଟୁଆ ପୁଲିସ୍‌ କର୍ମୀ। ଏକଥା ଆମେ କହୁ ନାହୁଁ ଖୋଦ୍‌ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଥିଲେ। ଏନେଇ ମଧ୍ୟ ଗତ ଜୁଲାଇ ମାସରେ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ ପୁଲିସ କମିଶନର। ନିର୍ଦ୍ଦେଶନାମା ଅନୁଯାୟୀ ଶାରୀରିକ ଫିଟ୍‌ ନଥିବା ପୁଲିସ କର୍ମୀଙ୍କୁ କମିସନରେଟ୍‌ ପୁଲିସରେ…

କମିଶନରେଟ୍ ପୋଲିସର ନୂଆ କାର୍ଯ୍ୟକ୍ରମ…

ଭୁବନେଶ୍ବର: କଟକ-ଭୁବନେଶ୍ୱରକୁ ଦାଦାବଟି ମୁକ୍ତ କରିବା ପାଇଁ ‘ଦାଦା ବଟିକୁ ନା’ ନାମରେ ଏକ ନୂଆ କାର୍ଯ୍ୟକ୍ରମ ଆରମ୍ଭ କରିଛି କମିଶନରେଟ୍ ପୋଲିସ୍। ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଢ଼ଙ୍ଗୀ। କମିଶନର କହିଛନ୍ତି ଯେ, ଦୈତନଗରୀରେ ଦାଦାବଟି ଆଦାୟକୁ ପ୍ରଶୟ ଦିଆଯିବ ନାହିଁ। ଏହାକୁ ବନ୍ଦ…

ମନ୍ଦିରରେ କୁକୁର ମଳ ଛାଡ଼ିବା ପଡ଼ିଲା…

ଭୁବନେଶ୍ବର: ସାମାଜିକ ଗଣମାଧ୍ୟମରେ ପ୍ରତିବାଦ ପରେ ଶେଷରେ ତତ୍ପର ହୋଇଛି କମିଶନରେଟ ପୁଲିସ। ପୁରୁଣା ଭୁବନେଶ୍ବର ବଣିଆ ସାହିରେ ଥିବା ବକ୍ରେଶ୍ୱର ମହାଦେବ ମନ୍ଦିର ପରିସରରେ ପୋଷା କୁକୁରକୁ ମଳତ୍ୟାଗ କରାଇବା ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି।…