ଗ୍ୟାଙ୍ଗଷ୍ଟର ରାଜନେତା ଅତିକ ଅହମ୍ମଦକୁ…
ଓଏଲ୍ ବ୍ୟୁରୋ : ଉତ୍ତର ପ୍ରଦେଶ ଗ୍ୟାଙ୍ଗଷ୍ଟର ରାଜନେତା ଅତିକ ଅହମ୍ମଦକୁ ଆଜୀବନ କାରାଦଣ୍ଡ। ବିଏସପି ବିଧାୟକ ରାଜୁ ପାଲ ମର୍ଡର କେସର ମୁଖ୍ୟ ସାକ୍ଷୀ ଉମେଶ ପାଲ ଅପହରଣ ମାମଲାରେ ବଡ଼ ରାୟ। ମାଫିଆ ଆତିକ ଅହମ୍ମଦ, ଭାଇ ଅସରଫ ସମେତ ୨ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ପ୍ରୟାଗରାଜ ସ୍ପେଶାଲ…