Odisha Link
Bridging the Missing Links in Odisha
Browsing Tag

Ganjam Collector

ଗଞ୍ଜାମ: ସରକାରୀ କର୍ମଚାରୀଙ୍କୁ ସଦର…

ଗଞ୍ଜାମ: ରାଜ୍ୟରେ ପୁଣି ବଢ଼ୁଛି କରୋନା ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳ ସରକାରୀ କର୍ମଚାରୀଙ୍କ ଲାଗି ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଗଞ୍ଜାମ ଜିଲ୍ଲାର ସରକାରୀ କର୍ମଚାରୀଙ୍କୁ ସଦର ମହକୁମା ଛାଡ଼ିବାକୁ ମନା କରାଯାଇଛି। ଜରୁରୀ କାମରେ ଯିବାକୁ ଥିଲେ ବିଭାଗୀୟ ଅନୁମତି ନେବା…

ସୁରତ ଓ ମୁମ୍ବାଇ ଫେରନ୍ତାଙ୍କୁ ହୋମ…

ବ୍ରହ୍ମପୁର: ପୁଣି ଅଣାୟତ୍ତ ହେଲାଣି କରୋନା। କରୋନା ସଂକ୍ରମଣ ହାର ଦିନକୁ ଦିନ ବଢ଼ିବାରେ ଲାଗିଥିବା ବେଳେ ଆଜି ଗଞ୍ଜାମ ଜିଲ୍ଲାରୁ ୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କରୋନାର ଦ୍ୱିତୀୟ ଲହରୀକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଛି। ସୁରତ ଓ ମୁମ୍ବାଇରୁ…

ଶନିବାର ମାସ୍କ ପିନ୍ଧିବା ପାଇଁ କଡ଼ା…

ବ୍ରହ୍ମପୁର: ଦେଶର କିଛି ଅଞ୍ଚଳରେ ପୂର୍ବ ଅପେକ୍ଷା କରୋନା ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି। ଏହାକୁ ନଜରରେ ରଖି ରାଜ୍ୟ ସରକାର କରୋନା କଟକଣା କଡ଼ାକଡ଼ି କରିବାକୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ନଜରରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ଅନେକ ସତର୍କତାମୂଳକ ପଦକ୍ଷେପ…

ଗଞ୍ଜାମ ଜିଲ୍ଲାବାସୀଙ୍କୁ ସତର୍କ…

‌ବ୍ରହ୍ମପୁର: ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ୍ ଚିହ୍ନଟ ହେବା ପରେ ପୁଣି ଥରେ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି କରୋନା। ଏପରି ସ୍ଥିତିରେ କରୋନା ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାବାସୀଙ୍କୁ ଆଗୁଆ ସତର୍କ ନିର୍ଦ୍ଦେଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ। ଜିଲ୍ଲାପାଳ ବିଜୟ…

ବାଣ ମାକେର୍ଟକୁ ଲାଇସେନ୍ସ ନେଇ ବିଚାର…

ଗଞ୍ଜାମ: ଗ୍ରୀନ୍ ଓ କୋଭିଡ ମୁକ୍ତ ଦୀପାବଳୀ ପାଇଁ ଏକ ଆହ୍ୱାନ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ଅମୃତା କୁଲାଙ୍ଗେ। ବାଣ ମାକେର୍ଟ ନଖୋଲିବାକୁ ଜିଲ୍ଲାପାଳ ଗଞ୍ଜାମବାସୀଙ୍କୁ ନିବେଦନ କରିଛନ୍ତି। ଜିଲ୍ଲାପାଳ କହିଛନ୍ତି ଯେ,‘ ବାଣ ମାର୍କେଟ ଖୋଲିବା ପାଇଁ ଯେଉଁ ଗାଇଡଲାଇନ୍ ରହିଛି ତାହା ଉପରେ ଅନୁଧ୍ୟାନ ହେବ।…

କରୋନା ମୁକାବିଲା: ଗଞ୍ଜାମରେ…

ଗଞ୍ଜାମ: ଗଞ୍ଜାମରେ କରୋନା ମୁକାବିଲା ପାଇଁ 'ଜିରୋ ଆକ୍ଟିଭ୍‌ କେସ୍'‌ ମିଶନ୍‌ ଆରମ୍ଭ। କରୋନା ମୁକାବିଲା ନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ କୁଲାଙ୍ଗେ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଏବେ ଗଞ୍ଜାମରେ ପ୍ରତିଦିନ ୯ରୁ ୧୦ ହଜାର ସାମ୍ପଲ୍‌ ଟେଷ୍ଟ କରୁଛୁ। ଅନେକ ଦିନ ପରେ ଗଞ୍ଜାମରେ ପଜିଟିଭ୍‌…

ଗଞ୍ଜାମରେ ହେବନି ଗଣେଶ ପୂଜା

ଗଞ୍ଜାମ: କରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ଗଞ୍ଜାମରେ ହେବନି ଗଣେଶ ପୂଜା। ପୂଜା ଉପରେ ରୋକ ଲାଗାଇଛନ୍ତି ଗଞ୍ଜାମ ଜିଲ୍ଲାପାଳ। ଏନେଇ ଜିଲ୍ଲାପାଳ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଅତି ଜରୁରୀ କାମ ନଥିଲେ ଘରୁ ନ ବାହାରିବାକୁ ଲୋକଙ୍କୁ ପରାମର୍ଶ ଦେବା ସହ କରୋନା ସଂକ୍ରମଣ ରୋକିବାକୁ ଲୋକଙ୍କ ସହଯୋଗ…

ସାଇକେଲରେ ବଜାର ବୁଲିଲେ ଜିଲ୍ଲାପାଳ

ବ୍ରହ୍ମପୁର: ସାଇକେଲରେ ବଜାର ବୁଲିଛନ୍ତି ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ। ସାଇକେଲରେ ଛତ୍ରପୁର ବୁଲି ସେଠାକାର ସ୍ଥିତି ପରଖିବା ସହ ଲୋକଙ୍କ ଭଲମନ୍ଦ ବୁଝିଛନ୍ତି ଜିଲ୍ଲାପାଳ। ଜିଲାପାଳ ବଜାର ବୁଲିବା ସହ ପଲିଥିନ ବ୍ୟବହାର କରୁଥିବା ଓ ରାସ୍ତା ଉପରେ ଆବର୍ଜନା ପକାଉଥିବା ବ୍ୟକ୍ତିଙ୍କୁ ତାଗିଦ…

ବିଲରେ ଧାନ ରୋଇଲେ ଜିଲ୍ଲାପାଳ

ବ୍ରହ୍ମପୁର : ନିଜ ଦୁଃଖ, ଅସୁବିଧା ଜଣାଇବାକୁ ସାଧାରଣ ଲୋକେ ଯାହାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଲାଇନ ଲଗାଇଥାନ୍ତି। ତାଙ୍କୁ କିଛି ସମୟ ପାଇଁ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ବିଭିନ୍ନ ଯୋଜନାର ଅନୁଧ୍ୟାନ କରିବାକୁ ଗ୍ରାମାଞ୍ଚଳ ପରିଦର୍ଶନ କରୁଥିବା ଜିଲ୍ଲାପାଳ ସ୍ୱଇଚ୍ଛାରେ କାଦୁଅ ବିଲରେ ପଶିଲେ। ଆଉ…