Odisha Link
Bridging the Missing Links in Odisha
Browsing Tag

GOVERNER

ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ସୁଶାନ୍ତ…

ଓଏଲ୍‌ ବ୍ୟୁରୋ: ରାଜ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଇଛନ୍ତି ବରିଷ୍ଠ ସାମ୍ବାଦିକ ସୁଶାନ୍ତ ମହାନ୍ତି। ସୋମବାର ରାଜଭବନରେ ଅନୁଷ୍ଠିତ ଶପଥ ପାଠ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲୋ ସୂଚନାଥାଉକି, ବରିଷ୍ଠ ସାମ୍ବାଦିକ ସୁଶାନ୍ତ କୁମାର ମହାନ୍ତିଙ୍କୁ…

୮ ରାଜ୍ୟରେ ନୂଆ ରାଜ୍ୟପାଳ

ନୂଆଦିଲ୍ଲୀ: ୮ ରାଜ୍ୟରେ ନୂଆ ରାଜ୍ୟପାଳ। ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। କର୍ଣ୍ଣାଟକ ରାଜ୍ୟପାଳ ହେଲେ ଥାୱରଚନ୍ଦ ଗେହଲଟ। ମିଜୋରାମ ରାଜ୍ୟପାଳ ହେଲେ ହରିବାବୁ କମ୍ଭଂପତି, ମଂଗୁଭାଇ ଛଗନଭାଇ ପଟେଲ ହେଲେ ମଧ୍ୟପ୍ରଦେଶ ରାଜ୍ୟପାଳ, ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ହେଲେ…

ରାଜ୍ୟ ସରକାରଙ୍କ ଲକ୍ଷ୍ୟ ‘ସୁସ୍ଥ…

ଭୁବନେଶ୍ୱର: ଆଜି ଷୋଡ଼ଶ ବିଧାନସଭାର ଷଷ୍ଠ ଅଧିବେଶନ ଆରମ୍ଭ ହୋଇଛି। ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନିଜର ଅଭିଭାଷଣ ରଖିଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି ‘ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା’ ରାଜ୍ୟ ସରକାରଙ୍କ ଲକ୍ଷ୍ୟ। ଏହାଛଡ଼ା ସେ କହିଛନ୍ତି ଯେ, ସ୍ୱାସ୍ଥ୍ୟ ଭିତ୍ତିଭୂମିର…

ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ

ଭୁବନେଶ୍ୱର: ଆଜି ଠାରୁ ଷୋଡଶ ବିଧାନସଭାର ଷଷ୍ଠ ଅଧିବେଶନ। ବଜେଟ ଅଧିବେଶନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ମନ୍ତ୍ରୀ ଓ ବିଧାୟକ ଉପସ୍ଥିତ ଅଛନ୍ତି। ବିଧାନସଭାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଗାର୍ଡ଼ ଅଫ ଅନର ସହ ସ୍ୱାଗତ କରାଯାଇଛି। ବିଧାନସଭାର ବଜେଟ୍‌…

ରାଜ୍ୟପାଳଙ୍କୁ କରୋନା

ଭୁବନେଶ୍ବର: ରାଜ୍ୟପାଳଙ୍କୁ କରୋନା। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ କରୋନା। ରାଜ୍ୟପାଳ ଏବଂ ତାଭ୍କ ପତ୍ନୀ ଉଭୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟପାଳ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ତାଙ୍କ ସସ୍ପଂର୍ଶରେ…

ରାଜ୍ୟ ସୂଚନା କମିଶନର ଭାବେ ଶପଥ ନେଲେ…

ଭୁବନେଶ୍ୱର: ବୁଧବାର ରାଜ୍ୟ ସୂଚନା କମିଶନର ଭାବେ ବିକ୍ରମ ସେନାପତି ଓ ଦିଲ୍ଲୀପ କୁମାର ବିଶୋଇ ଶପଥ ଗ୍ରହଣ କରିଛନ୍ତି।ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସୂଚନା କମିଶନର ଦ୍ୱୟଙ୍କୁ ଶପଥ ପାଠ କରାଇଛନ୍ତି। ଆଜି ଅପରାହ୍ନରେ ରାଜଭବନର ଅଭିଷେକ ହଲ୍‌ରେ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ…

ରାଜସ୍ଥାନ ରାଜନୀତି: ରାଜ୍ୟପାଳ ଡାକିଲେ…

ଜୟପୁର: ରାଜସ୍ଥାନ ରାଜନୈତିକ ନାଟକରେ ନୂଆ ମୋଡ଼। ଚାଲିଥିବା ହାଇଭୋଲଟେଜ ଡ୍ରାମା ମଧ୍ୟରେ ରଜ୍ୟପାଳ କଲରାଜ ମିଶ୍ର ଡାକିଛନ୍ତି ବିଧାନସଭା ଅଧିବେଶନ। ରାଜ୍ୟ କ୍ୟାବିନେଟ ପକ୍ଷରୁ ରାଜ୍ୟପାଳ କଲରାଜ ମିଶ୍ର ଅଧିବେଶନ ଡାକିଛନ୍ତି। ଏଥିସହ ବିଧାନସଭା ବିଳମ୍ବରେ ହେଉ ବୋଲି ରାଜ୍ୟପାଳ ଚାହୁଁଥିବା କଥାକୁ…

ରାଜସ୍ଥାନ ରାଜନୀତି: ମୁହାଁମୁହିଁ…

ଜୟପୁର: ରୋଚକ ମୋଡ଼ରେ ରାଜସ୍ଥାନ ରାଜନୀତି। ଘଡ଼ିକେ ଘଡ଼ି ମୋଡ଼ ବଦଳାଉଛି ରାଜସ୍ଥାନ ରାଜନୀତି। ଆଜି ସଚିନ୍‌ ପାଇଲଟ୍‌ ଆଣ୍ଡ କୋ ଟିମ୍‌କୁ ହାଇକୋର୍ଟଙ୍କ ରାୟ ପରେ ଆଶ୍ବସ୍ଥି ମିଳିଛି। ଏପରିକି ହାଇକୋର୍ଟଙ୍କ ରାୟ ପରେ ନୂଆ ମୋଡ଼ରେ ରାଜସ୍ଥାନ ରାଜନୀତି। ଏପରିକି ରାଜ୍ୟପାଳ କାଲରାଜ ମିଶ୍ର ଓ ମୁଖ୍ୟମନ୍ତ୍ରୀ…

ପରଲୋକରେ ମଧ୍ୟପ୍ରଦେଶର ରାଜ୍ୟପାଳ ଲାଲଜୀ…

ଭୋପାଳ: ଆଉ ନାହାନ୍ତି ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନ। ଆଜି ସକାଳୁ ତାଙ୍କର ପରଲୋକ ହୋଇଛି। ଲାଲଜୀଙ୍କ ମୃତ୍ୟୁ ସମ୍ପର୍କରେ ତାଙ୍କ ପୁଅ ଆଶୁତୋଷ ଟଣ୍ଡନ ଟୁଇଟ ଯୋଗେ ସୂଚନା ଦେଇଛନ୍ତି। ସେ ଟ୍ବିଟ୍‌ କରି ଲେଖିଛନ୍ତି, ‘ବାପା ଆଉ ନାହାନ୍ତି’।ମୃତ୍ୟୁବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା।…

ରାଜ୍ୟପାଳଙ୍କୁ ଦାବି ପତ୍ର ପ୍ରଦାନ

ଭୁବନେଶ୍ୱର : ସବୁ ଦିନ ଭଳି ଆଜି ମଧ୍ୟ ବିବାଦ ଘେରରେ ଛନ୍ଦି ହୋଇଛି ଉତ୍କଳ ବିଶ୍ୱବିଦ୍ୟାଳୟ। କେବେ ଛାତ୍ର ରାଜନିତୀକୁ ନେଇ ବିବାଦ ଉପଜିଥାଏ ତ ଆଉ କେତେ ବେଳେ ବିଶ୍ୱବିଦ୍ୟାଳୟ କତ୍ତୁପକ୍ଷକଙ୍କ କାର୍ଯ୍ୟ କଳାପକୁ ନେଇ ବିବାଦ ଉପଜି ଥାଏ। ନିର୍ମାଣ କାର୍ଯ୍ୟରେ ଅନିୟମିତତା ନେଇ ମଙ୍ଗଳବାର ରାଜ୍ୟପାଳଙ୍କୁ…