Odisha Link
Bridging the Missing Links in Odisha
Browsing Tag

GOVERNER

ସଙ୍କଟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ,…

ମୁମ୍ବାଇ: ମହାମାରୀ କରୋନା ଭାଇରସ୍‌ ଦିନକୁ ଦିନ ଭାରତରେ କାୟା ବିସ୍ତାର କରିବାରେ ଲାଗିଛି। ଏହି ଭାଇରସ୍‌ ଦ୍ବାରା ସବୁଠୁ ପ୍ରଭାବିତ ରାଜ୍ୟ ହେଉଛି ମହାରାଷ୍ଟ୍ର। ଏହାରି ମଧ୍ୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଆସନକୁ ନେଇ ଚର୍ଚ୍ଚା ଜୋର ଧରିଛି। ରାଜ୍ୟପାଳଙ୍କ ଦ୍ୱାରା ଉଦ୍ଧବ…

କରୋନା: ବିଶ୍ଵବିଦ୍ୟାଳୟ ଶିକ୍ଷାକୁ ସଠିକ…

ଭୁବନେଶ୍ବର: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବିଶ୍ୱର ସର୍ବବୃହତ ଛାତ୍ରସଙ୍ଗଠନ, ଏହି ଜରୁରୀକାଳୀନ ପରିସ୍ଥିତିରେ ରାଜ୍ୟର ବିଶ୍ୱବିଦ୍ୟାଳୟରେ ଶିକ୍ଷାକୁ ସଠିକ ମାର୍ଗରେ ପରିଚାଳନା କରିବା ପାଇଁ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଦାବିବାତ୍ର ଦେଇଛି। କରୋନା ଭାଇରସର ପ୍ରଭାବ ରାଜ୍ୟର…

କରୋନା ମୁକାବିଲା: ୩୪ ଲକ୍ଷ ୨୦ ହଜାର…

ଭୁବନେଶ୍ବର: ମହାମାରୀ କୋଭିଡ-୧୯ ବା କରୋନା ଭାଇରସ୍‌ ମୁକାବିଲା ପାଇଁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସହାୟତାର ହାତ ବଢ଼ାଇଛନ୍ତି। ସେ ଆଜି ଉଭୟ ପିଏମ କେୟାର୍ସ ଫଣ୍ଡ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ସହାୟତା ପ୍ରଦାନ କରିଛନ୍ତି। ଆଜି ରାଜ୍ୟପାଳ ମୋଟ୍ ୩୪ ଲକ୍ଷ ୨୦ ହଜାର ଟଙ୍କାର ସହାୟତା ପ୍ରଦାନ…

ରାଜ୍ୟପାଳଙ୍କୁ ଭେଟିଲେ କମଲନାଥ, କହିଲେ…

ଭୋପାଲ: ମଧ୍ୟପ୍ରଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ଆଜି ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ କମଲନାଥ। ରାଜ୍ୟପାଳ ଲାଲାଜୀ ଟଣ୍ଡନଙ୍କୁ ଏକ ପତ୍ର ଦେଇ ବିଜେପି ବିଧାୟକଙ୍କୁ ନେଇ କିଣା ବିକା କରୁଥିବା ଅଭିଯୋଗ କରିଛନ୍ତି କମଲନାଥ। ଏଥିସହିତ ଆଗାମୀ ବିଧାନସଭା ଅଧିବେଶନରେ ବହୁମତ…

ସାଧାରଣତନ୍ତ୍ର ଦିବସ: ଭୁବନେଶ୍ବରରେ…

ଭୁବନେଶ୍ବର: ଆଜି ୭୧ତମ ସାଧାରଣତନ୍ତ୍ର ଦିବସ ସମଗ୍ର ଦେଶରେ ପାଳିତ ହୋଇଯାଇଛି। ସେହିପରି ରାଜ୍ୟ ରାଜଧାନୀ ଭୁବନେଶ୍ୱର ସ୍ଥିତ ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବ ପାଳିତ ହୋଇଛି। ଏଥିରେ ରାଜ୍ୟପାଳ ଗଣେଣୀ ଲାଲ୍‌ ପତାକା ଉତ୍ତୋଳନ କରିଥିଲେ। ଏଥିସହ ସେ ମିଳିତ ପରେଡ୍‌ରେ ଅଭିବାଦନ…

ସାଧାରଣତନ୍ତ୍ର ଦିବସ: ପତାକା ଉତ୍ତୋଳନ…

ଭୁବନେଶ୍ୱର: ଚଳିତବର୍ଷ ବଦଳିଲା ରାଜ୍ୟର ସାଧାରଣତନ୍ତ୍ର ଦିବସର ରୂପରେଖ। ଦିଳ୍ଲୀ ଢାଞ୍ଚାରେ ଏଥର ଭୁବନେଶ୍ବରରେ ପରେଡ ଅନୁଷ୍ଠିତ ହେବ। ଏଥର ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସରେ ଅଭିବାଦନ ଗ୍ରହଣ କରିବେ ରାଜ୍ୟପାଳ। ଦିଲ୍ଲୀରେ ରାଷ୍ଟ୍ରପତି ଅଭିବାଦନ ଗ୍ରହଣ କରିବା ଭଳି ରାଜ୍ୟରେ ରାଜ୍ୟପାଳ ସମ୍ମିଳିତ…

ପଶ୍ଚିମବଙ୍ଗ: ହଟହଟା ହେଲେ ରାଜ୍ୟପାଳ

କୋଲକାତା: ଛାତ୍ରଛାତ୍ରୀଙ୍କ ଆକ୍ରୋଶର ଶିକାର ହେଲେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧାନକର। ନାଗରିିକତା ସଂଶୋଧନ ଆଇନ୍‌ ବିରୋଧରେ ଯାଦବପୁର ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଆକ୍ରୋଣ ଶିକାର ହୋଇଛନ୍ତି ରାଜ୍ୟପାଳ। ରାଜ୍ୟପାଳ ଜଗଦୀପ ବିଶ୍ୱବିଦ୍ୟାଳୟର ବାର୍ଷିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ।…

ପଶ୍ଚିମବଙ୍ଗ: ବିଧାନସଭାରେ ପହଞ୍ଚିଲେ…

କୋଲକାତା: ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ମଧ୍ୟରେ ଥିବା ବିବାଦ ଏବେ ତୀବ୍ର ରୂପ ଧାରଣ କରିଛି। ଆଜି ରାଜ୍ୟର ପ୍ରଥମ ନାଗରିକ ରାଜ୍ୟପାଳ ଜଗଦୀପ ଧନଖରଙ୍କୁ ବିଧାନସଭା ମନା କରିଛନ୍ତି ପଶ୍ଚିମବଙ୍ଗର ମମତା ସରକାର। ଏଭଳି ଘଟଣା ଭାରତୀୟ ରାଜନୀତିରେ ପ୍ରଥମ ଥର ପାଇଁ ଘଟିଛି। ବିଧାନସଭାକୁ ଆଜି…

ବିଶ୍ୱ, ବିଶ୍ୱବିଦ୍ୟାଳୟ ଓ ବିଶ୍ୱ ମାନବ…

ଭୁବନେଶ୍ବର: ଭାରତୀୟ ସଂସ୍କୃତି ଓ ପରମ୍ପରାରେ ନାରୀମାନଙ୍କୁ ଉଚ୍ଚ ସ୍ଥାନ ଦିଆଯାଇଛି। ଜଗତଜନନୀ ଓ ଜନନୀ ପରସ୍ପର ସଂପର୍କିତ ବୋଲି ବିଚାର କରାଯାଇଛି। ବାସ୍ତବରେ ନାରୀମାନଙ୍କୁ ଈଶ୍ୱର ଏକ ମହତ୍ତର ଚେତନାର ପରି ପ୍ରକାଶ ପାଇଁ ପୃଥିବୀକୁ ପ୍ରେରଣ କରିଥାନ୍ତି। ଯେଉଁ ସମାଜରେ ନାରୀମାନଙ୍କର ଅନ୍ତର୍ନିହିତ…

ମହାରାଷ୍ଟ୍ର: ରାଜ୍ୟପାଳଙ୍କ ସହ…

ମୁମ୍ବାଇ: ମହାରାଷ୍ଟ୍ରରେ ଚାଲିଛି ରାଷ୍ଟ୍ରପତି ଶାସନ। ଏହାରି ମଧ୍ୟରେ ଶିବସେନା, କଂଗ୍ରେସ ଓ ଏନସିପି ସରକାର ଗଠନ କରିବା ପାଇଁ ପାଗ ଭିଡୁଛନ୍ତି। ଅପରପକ୍ଷେ ବିଜେପି ସରକାର ଗଠନ କରିବା ପାଇଁ ମଧ୍ୟ ପାଗ ଭିଡୁଥିବା ଖବର ପ୍ରକାଶ ପାଇଛି। ଶନିବାର ଅପରାହ୍ନରେ କୃଷକ ସମସ୍ୟାକୁ ନେଇ ଶିବସେନା, କଂଗ୍ରେସ ଓ…