Odisha Link
Bridging the Missing Links in Odisha
Browsing Tag

GOVERNER

ଏନସିପିକୁ କାଲି ୮.୩୦ ଯାଏଁ ସମୟ ଦେଲେ…

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ନାଟକୀୟ ମୋଡ। ରାଜ୍ୟପାଳଙ୍କ ଆମନ୍ତ୍ରଣ ପାଇ ରାଜଭବନ ଗଲା ଏନ୍‌ସିପି ଟିମ୍। ଅଜିତ ପାଓ୍ବାର, ଧନଞ୍ଜୟ ମୁଣ୍ଡେ ଏବଂ ଅନ୍ୟ ବିଧାୟକ ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି। ଏନ୍‌ସିପି ପ୍ରତିନିଧୀ ରାଜ୍ୟପାଳଙ୍କୁ ସାକ୍ଷାତ କରି ସାରିବା ପରେ କହିଛନ୍ତି ଯେ, ରାଜ୍ୟପାଳ ଆମକୁ…

ଏନସିପିକୁ ରାଜ୍ୟପାଳଙ୍କ ଡାକରା

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ନାଟକୀୟ ମୋଡ। ସରକାର ଗଠନ ପାଇଁ ବିଜେପି ଓ ତାପରେ ଶିବସେନା ବିଫଳ ହେବା ପରେ ରାଜ୍ୟପାଳ ରାଜ୍ୟପାଳ ଭଗତ ସିଂ କୋସ୍ୟାରୀ କିଛି ସମୟ ପୂର୍ବରୁ ଏନସିପିକୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରିଛନ୍ତି। ଆବଶ୍ୟକ ସଂଖ୍ୟା ପ୍ରମାଣ ଲାଗି ଏନସିପିକୁ ୨୪ ଘଣ୍ଟା ସମୟ ପ୍ରଦାନ…

ମହାରାଷ୍ଟ୍ର: ସରକାର ଗଢିବାକୁ ବିଜେପିକୁ…

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଆଜି ପାଓ୍ବାର ପ୍ଲେ ସରିଜଯାଇଛି। ଫଳରେ ମହାରାଷ୍ଟ୍ର ମହାନାଟକରେ ନୂଆ ମୋଡ ଆସିଛି। ସରକାର ଗଢିବାକୁ ବିଜେପିକୁ ନିମନ୍ତ୍ରଣ କଲେ ରାଜ୍ୟପାଳ । ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଅଚଳାବସ୍ଥାର ଅବସାନ ହେବାର ଆଶା ଦେଖାଦେଇଛି। ରାଜ୍ୟପାଳ ଭଗତ ସିଂ କୋସ୍ୟାରୀ ଏକକ…

ମହାରାଷ୍ଟ୍ର: ଇସ୍ତଫା ଦେଲେ ଫଡନାଭିସ୍

ମୁମ୍ବାଇ: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଦେବେନ୍ଦ୍ର ଫଡନାଭିସ୍। ରାଜ୍ୟପାଳ ଭଗତ ସିଂ କୌସିୟାରୀଙ୍କୁ ଭେଟି ସେ ଇସ୍ତଫା ପତ୍ର ଦେଇଛନ୍ତି। ଇସ୍ତଫା ପତ୍ର ଦେବା ପରେ ଫଡନାଭିସ୍‌ ଗଣମାଧ୍ୟମକୁ କହିଛନ୍ତି ଯେ, ଇସ୍ତଫା ପତ୍ର ରାଜ୍ୟପାଳ ଗ୍ରହଣ କରିଛନ୍ତି। ଇସ୍ତଫା ପତ୍ର ଦେବା ସମୟରେ ଫଡନାଭିସ୍‌ଙ୍କ…

ମହାରାଷ୍ଟ୍ର: ରାଜ୍ୟପାଳଙ୍କୁ ଭେଟିଲେ…

ମୁମ୍ୱାଇ: ମହାରାଷ୍ଟ୍ର ରାଜନୀତି ଏବେ ଭେଟାଭେଟି ରାଜନୀତିରେ ପରିଣତ ହେଲାଣି। କାରଣ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ ଅମିତ ଶାହଙ୍କୁ ସାକ୍ଷାତ କରିଥିବା ବେଳେ ଏନସିପି ନେତା ଶରଦ ପାଓ୍ବାର ସୋନିଆଙ୍କୁ ସାକ୍ଷାତ କରିବେ। ଅପରପକ୍ଷେ ଶିବସେନା ନେତା ସଞ୍ଜୟ ରାଉତ ଏବଂ ରାମଦାସ କଦମ ଆଜି ମହାରାଷ୍ଟ୍ର…

ଗୋଆ: ରାଜ୍ୟପାଳ ଭାବେ ଶପଥ ନେଲେ ସତ୍ୟପାଲ…

ପାନାଜୀ: ଆଜି ଗୋଆର ନୂତନ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି ସତ୍ୟପାଲ ମଲ୍ଲିକ। ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ପ୍ରଦୀପ୍‌ ନନ୍ଦରାଜୋଗ୍‌ ନୂତନ ରାଜ୍ୟପାଳଙ୍କୁ ତାଙ୍କ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଗୋଆ ରାଜଭବନ ପରିସରରେ ଆୟୋଜିତ ଏକ ନିରାଡ଼ମ୍ବର ଉତ୍ସବରେ ରାଜ୍ୟପାଳ…

୫ ରାଜ୍ୟରେ ନୂଆ ରାଜ୍ୟପାଳ

ନୂଆଦିଲ୍ଲୀ: ଆଜି ୫ଟି ରାଜ୍ୟରେ ନୂତନ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ନିଯୁକ୍ତି ଦିଆଯାଇଛି। କଲରାଜ ମିଶ୍ରଙ୍କୁ ରାଜସ୍ଥାନର ରାଜ୍ୟପାଳଭାବେ ନିଯୁକ୍ତ କରାଯାଇଛି। ସେ ପୂର୍ବରୁ ହିମାଚଳ ପ୍ରଦେଶର ରାଜ୍ୟପାଳ ଥିଲେ। ସେହିପରି ମହାରାଷ୍ଟ୍ରର ରାଜ୍ୟପାଳଭାବେ ଭଗତ ସିଂହ…

ଆଜି ଆନ୍ଧ୍ର ରାଜ୍ୟପାଳ ଭାବେ ଶପଥ ନେବେ…

ଆନ୍ଧ୍ର ପ୍ରଦେଶ: ଆଜି ୨୩ ତମ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ ବିଶ୍ୱଭୂଷଣ ହରିଚନ୍ଦନ। ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜୁଲାଇ ୧୬ ତାରିଖରେ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ଭାବେ ନିଯୁକ୍ତି ପ୍ରଦାନ କରିଥିଲେ। ବିଶ୍ବଭୂଷଣ ୧୦ମ ଓଡ଼ିଆ…

୬ ରାଜ୍ୟର ରାଜ୍ୟପାଳ ବଦଳିଲେ

ନୂଆଦିଲ୍ଲୀ: ଆଜି ପୁଣି ଥରେ ଦେଶର ୬ଟି ରାଜ୍ୟର ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଆଜି କେନ୍ଦ୍ର ମଧ୍ୟପ୍ରଦେଶ , ଉତ୍ତର ପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ତ୍ରିପୁରା ଏବଂ ନାଗାଲାଣ୍ଡ ରାଜ୍ୟରେ ୬ଜଣ ରାଜ୍ୟପାଳଙ୍କୂୁ ନିଯୁକ୍ତି ଦିଆଯାଇଛି। ମଧ୍ୟ ପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ୍‌ ପଟେଲ୍‌ଙ୍କୁ ଉତ୍ତର…

ଆନ୍ଧ୍ର ରାଜ୍ୟପାଳ ଭାବେ ୨୪ରେ ଶପଥ ନେବେ…

ବିଜୟୱାଡ଼ା : ଆନ୍ଧ୍ର ରାଜ୍ୟପାଳ ଭାବେ ୨୪ରେ ଶପଥ ନେବେ ବିଶ୍ବଭୂଷଣ ହରିଚନ୍ଦନ। ସେଦିନ ପୂର୍ବାହ୍ନ ସାଢ଼େ ୧୧ଟାରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଚାଗରାଇ ପ୍ରବୀଣ କୁମାର ଏକ ସ୍ୱତନ୍ତ୍ର ଉତ୍ସବରେ ବିଶ୍ୱଭୂଷଣଙ୍କୁ ଶପଥ ପାଠ କରାଇବେ ବୋଲି ସରକାରୀ ଭାବେ ସୂଚନା ଦିଆଯାଇଛି। ବିଶ୍ୱଭୂଷଣ ୨୩ରେ…