Odisha Link
Bridging the Missing Links in Odisha

ଏନସିପିକୁ କାଲି ୮.୩୦ ଯାଏଁ ସମୟ ଦେଲେ ରାଜ୍ୟପାଳ

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ନାଟକୀୟ ମୋଡ। ରାଜ୍ୟପାଳଙ୍କ ଆମନ୍ତ୍ରଣ ପାଇ ରାଜଭବନ ଗଲା ଏନ୍‌ସିପି ଟିମ୍। ଅଜିତ ପାଓ୍ବାର, ଧନଞ୍ଜୟ ମୁଣ୍ଡେ ଏବଂ ଅନ୍ୟ ବିଧାୟକ ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି। ଏନ୍‌ସିପି ପ୍ରତିନିଧୀ ରାଜ୍ୟପାଳଙ୍କୁ ସାକ୍ଷାତ କରି ସାରିବା ପରେ କହିଛନ୍ତି ଯେ, ରାଜ୍ୟପାଳ ଆମକୁ ସରକାର ଗଠନ ପାଇଁ ଆମନ୍ତ୍ରର କରିଛନ୍ତି। କାଲି ରାତି ୮.୩୦ ମଧ୍ୟରେ ରିପୋର୍ଟ କରିବା ପାଇଁ ରାଜ୍ୟପା କହିଛନ୍ତି ବୋଲି କହିଛନ୍ତି ଏନ୍‌ସିପି ପ୍ରତିନିଧୀ ।

ଏଥିସହିତ ଏନ୍‌ସିପି କହିଛି ଯେ, ସହଯୋଗୀ କଂଗ୍ରେସ ସହ ଆଲୋଚନା କରି ଜଣାଇବୁ।

Comments are closed.