Odisha Link
Bridging the Missing Links in Odisha
Daily Archives

November 11, 2019

ଏନସିପିକୁ କାଲି ୮.୩୦ ଯାଏଁ ସମୟ ଦେଲେ…

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ନାଟକୀୟ ମୋଡ। ରାଜ୍ୟପାଳଙ୍କ ଆମନ୍ତ୍ରଣ ପାଇ ରାଜଭବନ ଗଲା ଏନ୍‌ସିପି ଟିମ୍। ଅଜିତ ପାଓ୍ବାର, ଧନଞ୍ଜୟ ମୁଣ୍ଡେ ଏବଂ ଅନ୍ୟ ବିଧାୟକ ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି। ଏନ୍‌ସିପି ପ୍ରତିନିଧୀ ରାଜ୍ୟପାଳଙ୍କୁ ସାକ୍ଷାତ କରି ସାରିବା ପରେ କହିଛନ୍ତି ଯେ, ରାଜ୍ୟପାଳ ଆମକୁ…

ଆସନ୍ତାକାଲି ପୁରୀରୁ ଚାଲିବ ଦୁଇଟି…

ଭୁବନେଶ୍ବର: ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା। ଏହି ଅବସରରେ ମହାପ୍ରଭୁ ରାଜରାଜେଶ୍ୱର ବେଶରେ ଦର୍ଶନ ଦେବେ। ମହାପ୍ରଭୁଙ୍କର ଏହି ବେଶ ଦର୍ଶନ କରିବା ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ। ଏହାକୁ ଲକ୍ଷ୍ୟକରି ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। କାର୍ତ୍ତିକ…

ଏନସିପିକୁ ରାଜ୍ୟପାଳଙ୍କ ଡାକରା

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ନାଟକୀୟ ମୋଡ। ସରକାର ଗଠନ ପାଇଁ ବିଜେପି ଓ ତାପରେ ଶିବସେନା ବିଫଳ ହେବା ପରେ ରାଜ୍ୟପାଳ ରାଜ୍ୟପାଳ ଭଗତ ସିଂ କୋସ୍ୟାରୀ କିଛି ସମୟ ପୂର୍ବରୁ ଏନସିପିକୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରିଛନ୍ତି। ଆବଶ୍ୟକ ସଂଖ୍ୟା ପ୍ରମାଣ ଲାଗି ଏନସିପିକୁ ୨୪ ଘଣ୍ଟା ସମୟ ପ୍ରଦାନ…

ନାଚିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

ବାଲେଶ୍ବର: ସଂକୀର୍ତ୍ତନ ଦଳରେ ମିଶି ନାଚିଲେ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀ। ଗତକାଲି ଥିଲା ପ୍ରତାପ ଷଡଙ୍ଗୀଙ୍କ ଜନ୍ମଦିନ। ସେଥିପାଇଁ ସେ ରାମନ୍ଦିରକୁ ଯାଇଥିଲେ। ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦ ନେବା ପରେ ସେଠାରେ ଆୟୋଜିତ ହେଉଥିବା ସଂକୀର୍ତ୍ତନରେ ସାମିଲ୍‌ ହୋଇଥିଲେ।…

୨ଦିନ ସମୟ ମାଗିଲା ଶିବସେନା, ରାଜ୍ୟପାଳ…

ମୁମ୍ବାଇ: ମହାରାଷ୍ଟ୍ରରେ ରାଜନୀତିରେ ଘଡିକେ ଘୋଡା ଛୁଟୁଛି।ମହାରା‌ଷ୍ଟ୍ର ରାଜନୀତିରେ ସୁପରଓଭର ଜାରି । ଆଜି ଯାଏଁ ଶେଷ ହେଲା ନାହିଁ ମହାରାଷ୍ଟ୍ରର କ୍ଷମତା ନାଟକ। ଏବେବି ମହାରାଷ୍ଟ୍ରରେ ସରକାର ଗଠନ ନେଇ ଏବେ ମଧ୍ୟ ସସପେନ୍ସ ଲାଗି ରହିଛି। ଗୋଟିଏ ପଟେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ କରିବାକୁ…

ସୁରଜଙ୍କ ସ୍ମୃତିରେ: ଅଙ୍ଗଦାନ କରୁଥିବା…

ଭୁବନେଶ୍ବର: ଅଙ୍ଗଦାନ କରି ଅମର ହୋଇଥିବା ଓଡ଼ିଆ ପୁଅ ସୁରଜଙ୍କ ନାମରେ ଏଣିକି ଦିଆଯିବ ପୁରସ୍କାର। ଆଗାମୀ ଦିନରେ ରାଜ୍ୟରେ ସ୍ୱଇଚ୍ଛାରେ ଅଙ୍ଗଦାନ କରୁଥିବା ବ୍ୟକ୍ତି ଓ ସଂସ୍ଥାକୁ ମିଳିବ ‘ସୁରଜ ପୁରସ୍କାର’। ସୁରଜଙ୍କ ସ୍ମୃତିରେ ଏଭଳି ପୁରସ୍କାର ଦିଆଯିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ମୃତ…

ବୁଲବୁଲ କ୍ଷତିଗ୍ରସ୍ତ ଅଞ୍ଚଳ ପାଇଁ…

ଭୁବନେଶ୍ବର: ଆଜି ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ପରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ସାରି ଫେରିବା ପରେ ଲୋକସେବା ଭବନରେ ସମୀକ୍ଷା କରିଛନ୍ତି। କ୍ଷୟକ୍ଷତି ଓ ପୁନରୁଦ୍ଧାର ନେଇ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ମୁଖ୍ୟମନ୍ତ୍ରୀ…

ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳର…

ଭୁବନେଶ୍ବର: ଆଜି ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ପରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ସାରି ଫେରିବା ପରେ ଲୋକସେବା ଭବନରେ ସମୀକ୍ଷା କରିଛନ୍ତି । କ୍ଷୟକ୍ଷତି ଓ ପୁନରୁଦ୍ଧାର ନେଇ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ମୁଖ୍ୟମନ୍ତ୍ରୀ…

ଆବୁଧାବୀ ଠାରେ ଅନ୍ତର୍ଜାତୀୟ ପେଟ୍ରୋଲିୟମ…

ଆବୁଧାବୀ/ଭୁବନେଶ୍ୱର : ତୈଳ ଓ ଗ୍ୟାସ କ୍ଷେତ୍ରରେ ବିଶ୍ୱ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବା ଆମର ଲକ୍ଷ୍ୟ । ଏହି ମର୍ମରେ ୨୦୨୪ ସୁଦ୍ଧା ଭାରତ ରିଫାଇନିଂ, ପାଇପଲାଇନ ଏବଂ ଗ୍ୟାସ ଟର୍ମିନାଲରେ ୧୦୦ ବିଲିୟନ ପୁଞ୍ଜିନିବେଶ କରିବ । ଉର୍ଜା କ୍ଷେତ୍ରରେ ପୁଞ୍ଜିନିବେଶ କରିବା ପାଇଁ ଭାରତ ଉକ୍ରୃଷ୍ଟ ସ୍ଥାନ…

ମହାରାଷ୍ଟ୍ର: ଭାଙ୍ଗିଲା ୩୦ବର୍ଷର…

ମୁମ୍ବାଇ: ମହାରାଷ୍ଟ୍ର ପାଓ୍ବାର ପ୍ଲେରେ ବାଜିମାତ୍‌ ମାରିଲା ପରସ୍ପର ବିରୋଧୀ ଦଳ। ଅପରପକ୍ଷେ ୩୦ବର୍ଷର ସମ୍ପର୍କ ଛିନ୍ନ ହୋଇଛି। ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ଘୋଷଣାର ୧୮ ଦିନ ପରେ ସରକାର ଗଢ଼ିବା ନେଇ ସ୍ଥିତି ସ୍ପଷ୍ଟ ହୋଇଛି। ଶିବସେନା ନେତୃତ୍ୱରେ ମହାରାଷ୍ଟ୍ରରେ ସରକାର ହେବ ବୋଲି ସ୍ଥିର ହୋଇଛି।…