Odisha Link
Bridging the Missing Links in Odisha
Daily Archives

November 11, 2019

ଓ.ଟି.ଡି. ସି.ର ପକ୍ଷରୁ ବୋଇତ ବନ୍ଦାଣ…

ଭୁବନେଶ୍ବର : ଆଗାମି ୧୨ ତାରିଖ ମଙ୍ଗଳ ବାର ପାଳିତ ହେବାକୁ ଯାଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏହି ଉପଲକ୍ଷେ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ସକାଳ ୮ଟାରେ ଜରାଶ୍ରମ ଅନ୍ତେବାସୀଙ୍କ ସହିତ ଓ.ଟି.ଡି. ସି.ର ଭୁବନେଶ୍ବର ପାନ୍ଥ ନିବାସ ଠାରେ ବୋଇତ ବନ୍ଦାଣ ଉତ୍ସବ ପାଳିତ ହେବ । ପାଖାପାଖି ୩୫୪୦ ଜଣ…

ମହାରାଷ୍ଟ୍ର: ଶିବସେନାକୁ ବାହ୍ୟ ସମର୍ଥନ…

ମୁମ୍ବାଇ: ଦୀର୍ଘଦିନ ଧରି ଲାଗି ରହିଥିବା ମହାରାଷ୍ଟ୍ର ରାଜନୀତିରେ ନୂଆ ମୋଡ଼। ମହାରାଷ୍ଟ୍ରରେ କିଏ ଗଢ଼ିବ ସରକାର ନେଇ ଯେଉଁ ସଙ୍କଟ ଦେଖାଯାଇଥିଲା ତାହା ଏବେ ଟଳିଛି। ଶିବସେନାକୁ ବାହାରୁ ସମର୍ଥନ କରିବାକୁ କଂଗ୍ରେସ ଘୋଷଣା କରିଛନ୍ତି। ମିଳିଥିବା ସୂଚନା ମୁତାବିକ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେଙ୍କ ସହ…

୧୬ରେ ପୁଣି ବର୍ଷା ସମ୍ଭାବନା

ଭୁବନେଶ୍ବର: ୧୬ରୁ ପୁଣି ଦକ୍ଷିଣ ଓଡ଼ିଶାରେ ଆରମ୍ଭ ହୋଇଯିବ ବର୍ଷା । ବଦଳିବ ଓଡ଼ିଶାର ପାଗ। ଏଥିସହ ରାତିର ତାପମାତ୍ରା ପୁଣିଥରେ ବଢ଼ିପାରେ । ବାତ୍ୟା ‘ବୁଲ୍‌ବୁଲ୍‌’ ସ୍ଥଳ ଭାଗକୁ ଛୁଇଁବା ପରେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏଭଳି ପୂର୍ବାନୁମାନ କରିଛନ୍ତି। ତାଙ୍କ କହିବାନୁଯାୟୀ,…

ମହାରାଷ୍ଟ୍ର: ବିଜେପି-ଶିବସେନା…

ମୁମ୍ବାଇ: କଥାରେ ଅଛି ସମ୍ପର୍କର ପଶାପାଲିରେ ରାଜନୀତି। ଏଥିସହିତ କେହି କେହି କୁହନ୍ତି ରାଜନୀତିରେ ସବୁକିଛି ସମ୍ଭବ। ଏସବୁ କଥାର ଜ୍ବଳନ୍ତ ଉଦାହରଣ ହେଉଛି ମହାରାଷ୍ଟ୍ର ରାଜନୀତି। ମହାରାଷ୍ଟ୍ର ରାଜନୀତିର ଘଡ଼ିକେ ଘୋଡା ଛୁଟୁଛି। କିଲ ସରକାର ଗଢ଼ିବ ଏପର୍ଯ୍ୟନ୍ତ ହୋଇ ପାରିନି ଚୂଡ଼ାନ୍ତ। ୧୯୮୯ରେ ବିଜେପି ସହ…

ହସ୍ପିଟାଲ୍ ରେ ଲତା ମଙ୍ଗେସକର

ଭୁବନେଶ୍ବର : ସୁରର ରାଗିଣୀ ଲତା ମଙ୍ଗେସକର ଅନେକ ଗୀତ ଗାଇ ଲୋକଙ୍କ ମନ କିଣି ନେଇଛନ୍ତି । ସେ ୧୦୦୦ରୁ ଉର୍ଦ୍ଧ ହିନ୍ଦି ଗୀତରେ କଣ୍ଠ ଦାନ କରିବା ସହ ଭାରତ ରତ୍ନ ସମ୍ମାନର ସମ୍ମାନିତ ହୋଇଛନ୍ତି । ଲତା ମଙ୍ଗେସକର ୧୯୨୯ ମସିହା ୨୮ ସେପ୍ଟେମ୍ବର ରେ ଇନ୍ଦୋରର ଏକ ମରାଠି ପରିବାରରେ ଜନ୍ମଗ୍ରହଣ କରିଥିଲେ ।…

ଗାନ୍ଧି ପରିବାରର ସୁରକ୍ଷା ଦାୟିତ୍ୱ…

ନୂଆଦିଲ୍ଲୀ: ଆଜିଠୁ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି, ପୁଅ ରାହୁଲ ଗାନ୍ଧି ଏବଂ ଝିଅ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ବର୍ତ୍ତମାନ ସିଆରପିଏଫ୍ ପକ୍ଷରୁ ସୁରକ୍ଷା ଯୋଗାଇଦିଆଯିବ। ପୂର୍ବରୁ ଏସ୍‌ପିଜି ସୁରକ୍ଷା ରହିଥିଲା। କେନ୍ଦ୍ର ସରକାର ଏହି ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରିଦେବା ପରେ ସୋମବାର…

ଅସହାୟ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ଚାଲିଥିବା ବ୍ୟବସ୍ଥାକୁ ନେଇ ବିଜେପିର ବରିଷ୍ଠ ନେତା ଖାରବେଳ ସ୍ବାଇଁ ରାଜ୍ୟ ସରକାଙ୍କୁ ଟାର୍ଗେଟ କରିଛନ୍ତି। ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ' ମୁଖ୍ୟମନ୍ତ୍ରୀ ଅସହାୟ ଥିଲେ, ଅଛନ୍ତି, ଆଗକୁ ରହିବେ'। ମନ୍ତ୍ରୀମାନଙ୍କ ସାହାସ ନାହିଁ ସଚିବଙ୍କ…

ଶିବସେନାର ବରିଷ୍ଠ ନେତା ଅସୁସ୍ଥ,…

ମୁମ୍ବାଇ: ଗୋଟିଏ ପଟେ ଶିବସେନା ସରକାର ଗଠନ କରିବା ପାଇଁ ଉଦ୍ୟମ ଚଲାଇଥିବା ବେଳେ ଶିବସେନାର ଟାଣୁଆ ତଥା ବରିଷ୍ଠ ନେତା ସଞ୍ଜୟ ରାଉତଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଛି। ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଞ୍ଜୟଙ୍କ ସ୍ୱାସ୍ଥ୍ୟବସ୍ଥା…

ଉତ୍କଳ ବିଶ୍ବବିଦ୍ୟାଳୟରେ ୪ ବର୍ଷିଆ ପିଜି…

ଭୁବନେଶ୍ବର: ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମର ଅବଧି ଦୁଇ ବର୍ଷ ଥିବା ବେଳେ ଉତ୍କଳ ବିଶ୍ବବିଦ୍ୟାଳୟ ଏଥିରେ ବ୍ୟତିକ୍ରମ ସାଜିଛି। ଏଠାରେ ପିଜି ପାଠ୍ୟକ୍ରମର ଅବଧିର ବାସ୍ତବିକ ଚିତ୍ର ଚାରି ବର୍ଷ ହୋଇଯାଇଛି। ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏମ୍‌ଏସ୍‌ସି ନର୍ସିଂ ପାଠ୍ୟକ୍ରମରେ ଏପରି ବ୍ୟତିକ୍ରମ…

ଚର୍ଚ୍ଚାରେ ରାନୁ ମଣ୍ଡଳଙ୍କର ଆଉ ଏକ…

ମୁମ୍ବାଇ : ଆଜି କାଲି ସୋସିଆଲ ମିଡ଼ିଆ ଦ୍ବାରା ଅନେକ ଲୋକ ଖୁବ୍ କମ ସମୟରେ ଭାଇରାଲ ହୋଇଯାଆନ୍ତି । ଓ ଅଳ୍ପ ସମୟରେ ସୁପରଷ୍ଟାର ବନିଯାଇଥାନ୍ତି । ସେହିପରି ସୋସିଆଲ ମିଡ଼ିଆ ଦ୍ୱାରା ରାତାରାତି ସୁପରଷ୍ଟାର ବନିଯାଇଥିଲେ ରାନୁ ମଣ୍ଡଳ । 'ଏକ ପ୍ୟାର କି ନଗମା ହେ' ଗୀତଟିକୁ ଗାଇ ସେ ଖୁବ ସମୟରେ ଷ୍ଟାର…