Odisha Link
Bridging the Missing Links in Odisha
Browsing Tag

Highcourt

ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ: ନୂଆ…

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ବାଜିଲାଣି ବିଗୁଲ। ରାଜ୍ୟର ୩ ପ୍ରମୁଖ ଦଳ ଆରମ୍ଭ କରିଲେଣି ରଣନୀତି। ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସ ଦିଲ୍ଲୀରେ ଓଡ଼ିଶା ଦଖଲ ପାଇଁ କରୁଛନ୍ତି ପ୍ରସ୍ତୁତି। ଅନ୍ୟପଟେ ଦେଶର ସବୁଠି ଚର୍ଚ୍ଚାରେ ରହୁଥିବା ଆଞ୍ଚଳିକ ଦଳ ବିଜୁ ଜନତା ଦଳ ଲଗାତାର ୬ଷ୍ଠ ଥର…

ସମ୍ବଲପୁରର ୨୯ ଜଣ ଓକିଲଙ୍କୁ ମିଳିଲା…

ଓଏଲ୍‌ ବ୍ୟୁରୋ : ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିକୁ ନେଇ ଓକିଲମାନେ ଦୀର୍ଘଦିନ ଆନ୍ଦୋଳନ କରୁଥିଲେ। ଆନ୍ଦୋଳନ କାରଣରୁ କୋର୍ଟରେ କାର୍ଯ୍ୟ ବାଧାପ୍ରାପ୍ତ ହେବାରୁ କୋର୍ଟ ଆନ୍ଦୋଳନକାରୀ ଓକିଲ ସଂଘକୁ ଚେତାବନୀ ଦେଇଥିଲେ। କୋର୍ଟର ନିର୍ଦ୍ଦେଶକୁ ଅମାନ୍ୟ କରି ଆନ୍ଦୋଳନକୁ ଗତ ୧୨ ତାରିଖରେ…

ପରୀକ୍ଷା ଦେବେ ଅର୍ଚ୍ଚନା ନାଗ !

ଓଏଲ୍‌ ବ୍ୟୁରୋ : ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଦେବେ ପରୀକ୍ଷା। ଆଇନ ପରୀକ୍ଷା ଦେବାକୁ କୋର୍ଟକୁ ଅନୁମତି ମାଗିଲେ ଅର୍ଚ୍ଚନା ନାଗ। ପୂର୍ବରୁ ପରୀକ୍ଷା ପାଇଁ ଫର୍ମ ପୂରଣ କରିବାକୁ ଅନୁମତି ମାଗିଥିଲେ ଅର୍ଚ୍ଚନା ଏବଂ କୋର୍ଟ ମଧ୍ୟ ଫର୍ମ ପୂରଣ କରିବାକୁ ଅନୁମତି ଦେଇଥିଲା। ବର୍ତ୍ତମାନ…

ଅର୍ଚ୍ଚନା ନାଗ ମାମଲା : ଶ୍ରଦ୍ଧାଞ୍ଜଳୀ…

ଓଏଲ୍‌ ବ୍ୟୁରୋ : ବହୁଚର୍ଚ୍ଚିତ ବ୍ଲାକମେଲ କୁଇନ ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳୀ ବେହେରାଙ୍କୁ ମିଳିଲାନି ଆଗୁଆ ଜାମିନ। ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ଶ୍ରଦ୍ଧାଞ୍ଜଳୀ ବେହେରା। ଇଡି କୋର୍ଟରେ ଦାଖଲ କରିଥିବା ଚାର୍ଜସିଟ୍‌ରେ ଶ୍ରଦ୍ଧାଞ୍ଜଳୀଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିବାରୁ ଆଗୁଆ…

ଆଜି କୋର୍ଟରେ ହାଜର ହେବେ ଅର୍ଚ୍ଚନା ନାଗ…

ଓଏଲ୍ ବ୍ୟୁରୋ : ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାର ଲେଡି ବ୍ଲାକମେଲର ଓ ତାଙ୍କ ସ୍ୱାମୀ ଆଜି କୋର୍ଟରେ ହାଜର ହେବେ। ଇଡିର ୭ଦିନିଆ ରିମାଣ୍ଡ ଗତକାଲି ଶେଷ ହୋଇଥିବାବେଳେ ଆଜି କୋର୍ଟରେ ହାଜର ହେବେ ଅର୍ଚ୍ଚନା। ପୁଣି ଥରେ ଅର୍ଚ୍ଚନାଙ୍କୁ ଇଡି ନେଇପାରେ ରିମାଣ୍ଡରେ। ଅର୍ଚ୍ଚନାର ସ୍ୱାମୀ ଜଗବନ୍ଧୁ…

ଆଜିଠୁ ଇଡିର ୭ଦିନିଆ ରିମାଣ୍ଡରେ…

ଓଏଲ୍‌ ବ୍ୟୁରୋ: ଇଡି ଖୋଲିବ ଗୁମର। ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କୁ ୭ ଦିନ ରିମାଣ୍ଡରେ ନେବାକୁ ଇଡିକୁ ଅନୁମତି ମିଳିଛି। ଅର୍ଚ୍ଚନାକୁ ରିମାଣ୍ଡରେ ନେଇ ଜେରା କରିବା ଇଡି। ଅର୍ଚ୍ଚନାର କଳା ସାମ୍ରାଜ୍ୟର ସତ କାହାଣୀ ଆସିପାରେ ସାମ୍ନାକୁ। ହନିଟ୍ରାପ, ବ୍ଲାକମେଲିଂ, ଅନୈତିକ ଆର୍ଥିକ କାରବାରର ଉତ୍ସ…

ASO ମାମଲାର ଶୁଣାଣି ଶେଷ , ନୂଆ ମେରିଟ…

ଓଏଲ୍ ବ୍ୟୁରୋ : ଲାଗିରହିଥିବା ଆସିଷ୍ଟାଣ୍ଟ ସେକ୍ସନ ଅଫିସର ମାମଲାର ଶୁଣାଣି ଶେଷ । ଆବେଦନକୁ ଅଗ୍ରାହ୍ୟ ସହ ମାମଲାର ଅନ୍ତ ଘଟାଇଲେ ନ୍ୟାୟାଳୟ । ଓପିଏସସି ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ହାଇକୋର୍ଟ । କୋର୍ଟ ନୂଆ ମେରିଟ ଲିଷ୍ଟ ପ୍ରକାଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।ଓଡିଶା ଲୋକସେବା ଆୟୋଗ ପକ୍ଷରୁ…

ହାଇ କୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗ:…

ଓଏଲ୍‌ ବ୍ୟୁରୋ: ପଶ୍ଚିମା ଓଡ଼ିଶା ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗର ମୋଡ଼ ଦିନକୁ ଦିନ ନୂଆ ରୂପ ନେବାକୁ ବସିଛି। ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ପଶ୍ଚିମ ଓଡ଼ିଶାର ଓକିଲ, ଜନସାଧାରଣ, ବିଭିନ୍ନ ଛାମୁଆ ସଙ୍ଗଠନ ବିଭିନ୍ନ ସମୟରେ ଆନ୍ଦୋଳନ କରି ଆସୁଛନ୍ତି। ୨୦୧୯ରେ ବରଗଡ଼ରୁ ସାଂସଦ ଭାବେ ସୁରେଶ ପୂଜାରୀ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଶ୍ରୀମନ୍ଦିର ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ନେଇ ତର୍କ ବିତର୍କ ଲାଗିଥିବା ବେଳେ ଏବେ ବିବାଦ ଆହୁରି ବଢ଼ିଛି। ସାମ୍ନାକୁ ଆସିଛି ଏମିତି କିଛି ତଥ୍ୟ ଯାହା ଚମକାଇ ଦେଲାଭଳି ଖବର। କାରଣ ଆଜି ହାଇକୋର୍ଟରେ ପ୍ରତ୍ନତତ୍ତ୍ବ ବିଭାଗ କହିଛି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ…

କାହିଁକି ପ୍ରତ୍ୟାହୃତ ହେବ ପଞ୍ଚାୟତ…

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ବିଜ୍ଞପ୍ତିକୁ ନେଇ ଆସିଲା ବଡ଼ ଅପଡେଟ୍। ବିଜ୍ଞପ୍ତିକୁ ପ୍ରତ୍ୟାହର କରିବେ ରାଜ୍ୟ ସରକାର। ଏନେଇ ଆଜି ହାଇକୋର୍ଟକୁ ଜଣାଇଛନ୍ତି ସରକାର। ବିଜ୍ଞପ୍ତି ପ୍ରତ୍ୟାହାର ସହ ଆସନ୍ତା ୨୭ରେ ସାନି ତାଲିକା ପ୍ରକାଶ କରାଯିବ ବୋଲି କୋର୍ଟଙ୍କୁ ଜଣାଇଲେ ରାଜ୍ୟ ସରକାର।…