Odisha Link
Bridging the Missing Links in Odisha
Browsing Tag

IAS

ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ

ଭୁବନେଶ୍ୱର: ରାଜ୍ୟ ସରକାର ନୂଆବର୍ଷର ପ୍ରଥମ ଦିନରେ ବରିଷ୍ଠ ଆଇଏଏସ ସ୍ଥରରେ ଅଦଳବଦଳ କରିଛନ୍ତି। ବରିଷ୍ଠ ଆଇଏଏସ ଭିନିଲ କ୍ରିଷ୍ଣାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ଦାୟିତ୍ୱ ଦିଆଯାଇଛି। ସେହିପରି ପୁରୀ ଜିଲ୍ଲାପାଳ ବଲବନ୍ତ ସିଂଙ୍କୁ ଓଏମସି ଏମଡି ଭାବେ ନିଯୁକ୍ତ କରିଛନ୍ତି ସରକାର।…

BCASର ପ୍ରଥମ ମହିଳା ଡିଜି ହେଲେ ଉଷା…

ନୂଆଦିଲ୍ଲୀ: ଓଡ଼ିଶା କ୍ୟାଡର ଆଇଏଏସ୍‌ ଅଫିସର ଉଷା ପାଢ଼ୀଙ୍କୁ କେନ୍ଦ୍ରରେ ଗୁରୁ ଦାୟିତ୍ବ। କେନ୍ଦ୍ରୀୟ ଡେପୁଟେସନରେ ଯାଇଥିବା ଉଷାଙ୍କୁ ବ୍ୟୁରୋ ଅଫ୍ ସିଭିଲ୍ ଏଭିଏସନ୍ ସିକ୍ୟୁରିଟିର ଡିଜି ଭାବେ ଦାୟିତ୍ୱ ମିଳିଛି। ଉଷାଙ୍କ ପୂର୍ବରୁ ଆଇପିଏସ ଅଫିସର ରାକେଶ ଅସ୍ଥାନା ଥିବାବେଳେ ତାଙ୍କୁ ସୀମା ସୁରକ୍ଷା…

ଟପ୍‌ ମଡେଲ୍‌ ହେବେ ପ୍ରଶାସିକା: ଆଇଏଏସ୍‌…

ମୁହଁରେ ପ୍ରସାଧନ ବୋଳି ର‍୍ୟାମ୍ପ୍‌ରେ ଚାଲୁଥିବା ଜଣେ ସୁନ୍ଦରୀଙ୍କୁ ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ମିଳିଛି ବଡ଼ ସଫଳତା। ଏକଦା ମିସ୍‌ ଇଣ୍ଡିଆ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ଏ ସୁନ୍ଦରୀ ଜଣକ ମଙ୍ଗଳବାର ପ୍ରକାଶିତ ୟୁପିଏସ୍‌ସି ପରୀକ୍ଷା ଫଳରେ ଶ୍ରେଷ୍ଠ ୧୦୦ ଜଣଙ୍କ ମଧ୍ୟରେ ଅଛନ୍ତି। ଏହି…

ଭାରତୀୟ ପ୍ରାଶାସନିକ ସେବା ପରୀକ୍ଷା:…

ଭୁବନେଶ୍ବର: ଆଜି ସର୍ବଭାରତୀୟ ଲୋକ ସେବା ଆୟୋଗ ପରୀକ୍ଷା ଫଳ ପ୍ରକାଶ ପାଇଛି। ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଓଡ଼ିଶାର ଦୁଇ ଜଣ ଶ୍ରେଷ୍ଠ ୧୦ ମଧ୍ୟରେ ଥିବା ବେଳେ ଏମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ସ୍ଥାନୀୟ ବାଜିରାଓ ଆଇଏଏସ୍‌ ଏକାଡେମୀର ଛାତ୍ରୀ ସଂଜିତା ମହାପାତ୍ର। ଦେଶର ଏକ ଜଣାଶୁଣା ଆଇଏଏସ୍‌…

ଆଇଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଆଇଏଏସ୍‌ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି। ୫ ଜଣ ବରିଷ୍ଠ ଅଧିକାରୀଙ୍କୁ ନୂଆ ଦାୟିତ୍ବ ଦେଇଛନ୍ତି ରାଜ୍ୟ ସରକାର। ଇସ୍ପାତ ଓ ଖଣି ବିଭାଗ ଅତିରିକ୍ତ ସଚିବ ରାଜ କୁମାର ଶର୍ମାଙ୍କୁ କୃଷି ଉତ୍ପାଦନ କମିସନର ଭାବେ ଅବସ୍ଥାପିତ କରାଯାିଥିବା ବେଳେ ଶ୍ରମ ବିଭାଗର…

ପରଲୋକରେ ଅବସରପ୍ରାପ୍ତ ଆଇଏଏସ୍…

ଭୁବନେଶ୍ବର: ପରଲୋକରେ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ପ୍ରିୟବ୍ରତ ପଟ୍ଟନାୟକ। ମୁମ୍ବାଇରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରିୟବ୍ରତଙ୍କ ପରଲୋକ ହୋଇଥିବା ନେଇ ତାଙ୍କର ସଂପର୍କୀୟ ଭାଇ ସିଦ୍ଧାର୍ଥ ମହାନ୍ତି ସୂଚନା ଦେଇଛନ୍ତି। ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ…

ଉଦାହରଣ: ବାପାଙ୍କ ମୃତ୍ୟୁ ସତ୍ତ୍ବେ…

ଭୁବନେଶ୍ବର: ସାରା ଦେଶ କରୋନା ଭୂତାଣୁ ସହ ଜୁଝୁଥିବା ବେଳେ କର୍ତ୍ତବ୍ୟନିଷ୍ଠାର ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ଓଡ଼ିଶାର ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ଧଳ। ରାଜ୍ୟରେ କରୋନା ପାଇଁ ସାରା ପ୍ରଶାସନ ଲାଗି ପଡ଼ିଥିବା ବେଳେ ଏହି ବରିଷ୍ଠ ଆଇଏଏସ୍‌ ଅଧିକାରୀ ସ୍ବାର୍ଥ ଭୁଲି କାର୍ଯ୍ୟରେ ଯୋଗଦେଇଛନ୍ତି। ଶ୍ରୀ…

ଆଇଏଏସସ୍ତରରେ ଅଦଳବଦଳ

ଭୁବନେଶ୍ୱର: ରାଜ୍ୟ ସରକାର ବରିଷ୍ଠ ଆଇଏଏସ ସ୍ତରରେ ଛୋଟ ଅଦଳ ବଦଳ କରିଛନ୍ତି। ତଦନୁଯାୟୀ ପରିବହନ ସଚିବ ପ୍ରମୋଦ ମେହେର୍ଦ୍ଧା ରାଜ୍ୟପାଳଙ୍କ ସଚିବଭାବେ ନିଯୁକ୍ତ ହୋଇଛନ୍ତି। ଅନ୍ୟପକ୍ଷରେ ରାଜ୍ୟପାଳଙ୍କ ସଚିବ ଥିବା ମଧୁସୂଦନ ପାଢୀଙ୍କୁ ଚକବନ୍ଦୀ କମିଶନରଭାବେ ନିଯୁକ୍ତ କରାଯାଇଛି।

ଲକ୍ଷେ ଟଙ୍କା ଲାଞ୍ଚ ନେଇ ଆଇଏଏସ୍‌…

ଭୁବନେଶ୍ବର: ଏକ ବିଲ୍‌ ପାସ୍‌ କରାଇଦେବା ଲାଗି ଜଣେ ହିତାଧିକାରୀଙ୍କ ଠାରୁ ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ୨୦୦୯ ବ୍ୟାଚ୍‌ ଭାରତୀୟ ପ୍ରାଶାସନିକ ସେବା ଅଧିକାରୀ ବିଜୟ କୁମାର ଉପାଧ୍ୟାୟଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଓନିଶା ଦୂର୍ନୀତି ନିବାରଣ ବିଭାଗ ଆଜି ଏହି ଓଡ଼ିଶା କ୍ୟାଡର୍‌ ଅଧିକାରୀଙ୍କୁ…

୪୩ ଆଇଏଏସ୍ ଓ ଆଇପିଏସଙ୍କୁ ପଦୋନ୍ନତି

ଭୁବନେଶ୍ୱର: ଆଜି ରାଜ୍ୟ ସରକାର ରାଜ୍ୟର ୨୭ ଜଣ ଆଇଏଏସ୍ ଓ ୧୬ଜଣ ଆଇପିଏସଙ୍କ ସମେତ ମୋଟ ୪୩ ଜଣ ଅଫିସରଙ୍କୁ ପଦୋନ୍ନତି ଦେଇଛନ୍ତି। ୧୯୯୫ ବ୍ୟାଚର ୪ ଜଣ ଆଇଏଏସଙ୍କୁ ପ୍ରମୁଖ ସଚିବ ପାହ୍ୟାକୁ ପଦୋନ୍ନତି ଦେଇଥିବେ ବେଳେ ୪ ଜଣ ଆଇପିଏସଙ୍କୁ ଅତିରିକ୍ତ ଡିଜି ପାହ୍ୟାକୁ ପଦୋନ୍ନତି ମିଳିଛି। ତେବେ ଏହି…