Odisha Link
Bridging the Missing Links in Odisha
Browsing Tag

international flight

ହଟିଲା କଟକଣା, ୨ ବର୍ଷ ପରେ ଅନ୍ତର୍ଜାତୀୟ…

ଓଏଲ୍‌ ବ୍ୟୁରୋ: ଦେଶରେ କମିବାରେ ଲାଗିଛି କରୋନା ସଂକ୍ରମଣ। ପୂର୍ବପରି ଦେଶରେ ଆଉ ନାହିଁ ସଂକ୍ରମଣ। ଏସବୁକୁ ନଜରରେ ରଖି କେନ୍ଦ୍ର ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି। ଯାହାଫଳରେ ୨ ବର୍ଷ ପରେ ପୁଣି ଥରେ ସ୍ବଭାବିକ ହେବାକୁ ଯାଉଛି ଅନ୍ତର୍ଜାତୀୟ ବିମାନ ଉଡ଼ାଣ। ମାର୍ଚ୍ଚ ୨୭ ତାରିଖରୁ ଭାରତରେ ଅନ୍ତର୍ଜାତୀୟ…

ଅନ୍ତର୍ଜାତୀୟ ବିମାନ ଉଡ଼ାଣ ନେଇ ବଢ଼ିଲା…

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ବିମାନ ଉଡ଼ାଣ କଟକଣାକୁ ପୁଣି ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। କରୋନା ଯୋଗୁଁ ଉଭୟ ଭାରତକୁ ଓ ଭାରତରୁ ଉଡ଼ାଣ ଉପରେ କଟକଣା ଲାଗିଛି। ମାତ୍ର କାର୍ଗୋ ଅପରେସନ ଓ ସ୍ପେଶାଲ ଉଡ଼ାଣ ନେଇ କୌଣସି କଟକଣା…

ବିଦେଶକୁ ବିମାନ ଉଡ଼ାଣ କଟକଣା ଅବଧି…

ନୂଆଦିଲ୍ଲୀ: ପୁଣି ବିଦେଶକୁ ବିମାନ ଉଡ଼ାଣ କଟକଣା ଅବଧି ବୃଦ୍ଧି କରିଛନ୍ତି ଭାରତ ସରକାର। ପୂର୍ବଭଳି ଜୁନ୍‌ ମାସରେ ମଧ୍ୟ ବିଦେଶୀକୁ ଯାତ୍ରୀବାହୀ ବିମାନ ଉଡ଼ି ପାରିବ ନାହିଁ। ମହାମାରୀ କରୋନାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବିଦେଶକୁ ବିମାନ ଉଡ଼ାଣ ଉପରେ ଲାଗିଥିବା କଟକଣାକୁ ଜୁନ୍‌ ୩୦ ଯାଏ ବୃଦ୍ଧି…

ଅନ୍ତରାଷ୍ଟ୍ରୀୟ ବିମାନ ଉଡାଣରେ ଲାଗିଲା…

ନୂଆଦିଲ୍ଲୀ: ଅନ୍ତରାଷ୍ଟ୍ରୀୟ ବିମାନ ଉଡାଣରେ ଲାଗିଲା କଟକଣା। କରୋନା ମହାମାରୀର ଦିତ୍ବୀୟ ଲହରକୁ ଦୃଷ୍ଟିରେ ରଖି ଡିଜିସିଏ ଅନ୍ତରାଷ୍ଟ୍ରୀୟ ଉଡାଣକୁ ମେ’ ୩୧ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ଏହି କଟକଣା କାର୍ଗୋ ବିମାନ ଉଡାଣ ଉପରେ ଲାଗୁ ହେବ ନାହିଁ। ଯଦି ଦରକାର ହୁଏ…

ବିଦେଶକୁ ଯାତ୍ରୀ ବିମାନ ଚଳାଚଳ ବାତିଲ୍

ନୂଆଦିଲ୍ଲୀ: ବଦଳିଲା ଡିସେମ୍ବର ଗାଇଡଲାଇନ। କରୋନା ମହମାରୀ ପାଇଁ ଗତକାଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଡିସେମ୍ବର ମାସ ପାଇଁ ଜାରି କରିଥିବା ଗାଇଡଲାଇନରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି। ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ଦେଇଥିବା ଅନୁମତିକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବାତିଲ କରାଯାଇଛି।…

ପୁଣି ବଢ଼ିଲା ଆନ୍ତର୍ଜାତିକ ବିମାନ ଚଳାଚଳ…

ନୂଆଦିଲ୍ଲୀ: କରୋନା ମହାମାରୀକୁ ଦୃଷ୍ଟିରେ ରଖି ପୁଣି ଆନ୍ତର୍ଜାତିକ ବିମାନ ଚଳାଚଳ ନିଷେଧାଦେଶ ଅବଧିକୁ ବୃଦ୍ଧି କରାଯାଇଛି। ନିର୍ଦ୍ଧାରିତ ଆନ୍ତର୍ଜାତିକ ଯାତ୍ରୀବାହୀ ବିମାନ ଉଡ଼ାଣ ଉପରେ ଜାରି ହୋଇଥିବା ନିଷେଧାଦେଶ ନଭେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏନେଇ ଆଜି ବେସାମରିକ ବିମାନ ଚଳାଚଳ…