Odisha Link
Bridging the Missing Links in Odisha
Browsing Tag

Madhya Pradesh Politics

ଚାକିରିରେ ମହିଳାଙ୍କୁ ମିଳିବ ୩୫%…

ଓଏଲ୍‌ ବ୍ୟୁରୋ: ଚଳିତ ବର୍ଷ ଶେଷ ଆଡ଼କୁ ହେବ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ। ଏଥିପାଇଁ ରାଜନୈତିକ ଦଳ ଗୁଡ଼ିକ ଆରମ୍ଭ କରି ସାରିଲେଣି ପ୍ରସ୍ତୁତି। ନିର୍ବାଚନକୁ ନଜରରେ ରଖି ମଧ୍ୟପ୍ରଦେଶ ସରକାର ଖେଳିଛନ୍ତି ମହିଳା କାର୍ଡ। ଏଣିକି ମଧ୍ୟପ୍ରଦେଶରେ ସମସ୍ତ ସରକାରୀ ଚାକିରିରେ ୩୫% ସଂରକ୍ଷଣ ଦେବାକୁ ଘୋଷଣା…

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ…

ଭୋପାଲ: ରାଜନୀତି ପାଇଁ ମଧ୍ୟପ୍ରଦେଶରେ ୧ମାସ ଧରି ଚାଲିଛି ମହାନାଟକ। ଆଜି ଏହି ମହାନାଟକରେ ଜବନୀକା ପଡ଼ିପାରେ ନେଇ ଚର୍ଚ୍ଚା ହେଉଛି। ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁଯାୟୀ ମଧ୍ୟପ୍ରଦେଶର ଆଗାମୀ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶିବରାଜ ସିଂ ଚୌହାନଙ୍କ ନାମ ସୁପାରିଶ ହୋଇଛି। ଶିବରାଜ ଆଜି ସନ୍ଧ୍ୟା ୭ଟାରେ…

ଶକ୍ତି ପରୀକ୍ଷା ପୂର୍ବରୁ ମୁଖ୍ୟମନ୍ତ୍ରୀ…

ଭୋପାଲ: ମଧ୍ୟପ୍ରଦେଶରେ ଚାଲିଛି ହାଇଭୋଲଟେଜ ଡ୍ରାମା। ଆଜି ହେବାକୁ ଥିବା ଆସ୍ଥା ଭୋଟ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ମୁଖ୍ୟମନ୍ତ୍ରୀ କମଲନାଥ। ଆଜି ସାମ୍ବାଦିକ ସମ୍ମିଳନୀରେ ସେ ଏହି ଘୋଷଣା କରିଛନ୍ତି। ଦିନ ଗୋଟାଏରେ ରାଜ୍ୟପାଳ ଲାଲାଜି ଟଣ୍ଡନଙ୍କୁ ଭେଟି ସେ ଇସ୍ତଫାପତ୍ର ଦେବେ ବୋଲି…

ଶକ୍ତି ପରୀକ୍ଷା ପୂର୍ବରୁ ବିଧାୟକଙ୍କୁ…

ଭୋପାଲ: ଆଜି ମଧ୍ୟପ୍ରଦେଶ ବିଧାନସଭାରେ ହେବ ଶକ୍ତି ପରୀକ୍ଷା। କ୍ଷମତାରେ ରହିବା ପାଇଁ ମଧ୍ୟପ୍ରଦେଶରେ କଂଗ୍ରେସ ଓ ବିରୋଧୀ ବିଜେପି ମଧ୍ୟରେ ଚାଲିଥିବା ଛକାପଞ୍ଝାର ଆଜି ଅନ୍ତ ହେବାକୁ ଯାଉଛି। ଏଥିପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ଅପରାହ୍ନରେ ବିଧାନସଭାରେ ସଂଖ୍ୟା ଗରିଷ୍ଠତାର…

ଆଜି ଶକ୍ତି ପରୀକ୍ଷା, ଅଡ଼ୁଆରେ କମଲ ସରକାର

ଭୋପାଳ: ମଧ୍ୟପ୍ରଦେଶରେ ରାଜନୈତିକ ସଙ୍କଟ ଲାଗି ରହିଛି। ଏହାରି ମଧ୍ୟରେ ଆଜି ମଧ୍ୟପ୍ରଦେଶ ବିଧାନସଭାରେ ବହୁମତ ପ୍ରମାଣ କରିବେ ମୁଖ୍ୟମନ୍ତ୍ରୀ କମଳନାଥ। ସୁପ୍ରିମକୋର୍ଟ ଏନେଇ ଗୁରୁବାର କମଳନାଥଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। କମଳନାଥଙ୍କ ଫ୍ଲୋର୍ ଟେଷ୍ଟ କରାଇବା ପାଇଁ ବିଜେପି ନେତା ଶିବରାଜ ସିଂହ…

ମଧ୍ୟପ୍ରଦେଶ ରାଜନୀତି: ଶୁକ୍ରବାର ହେବ…

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ରାଜନୀତିରେ ନୂଆ ମୋଡ। ମଧ୍ୟପ୍ରଦେଶ ବିଧାନସଭାରେ କମଲନାଥ ସରକାର ଆସ୍ଥା ଭୋଟର ସାମ୍ନା କରିବେ। ଗୁରୁବାର ସୁପ୍ରିମକୋର୍ଟରେ କମଲନାଥ ସରକାର ବହୁମତ ସାବ୍ୟସ୍ତ କରିବା ମାମଲାରେ ଶୁଣାଣି ହୋଇଥିଲା। କୋର୍ଟ କହିଛନ୍ତି ଯେ, ମଧ୍ୟପ୍ରଦେଶ ବିଧାନସଭାରେ ଶୁକ୍ରବାର ଦିନ ହିଁ ଆସ୍ଥା ଭୋଟ…

ଦିଗବିଜୟ ବଲିଉଡରେ ଥିଲେ ଅମିତାଭ ବଚ୍ଚନ…

ଭୋପାଳ: ମଧ୍ୟପ୍ରଦେଶରେ ଲାଗି ରହିଛି ରାଜନୈତିକ ସଙ୍କଟ। ଆଜି ସୁପ୍ରିମକୋର୍ଟରେ ବିଜେପି ପକ୍ଷରୁ ଦାୟର ହୋଇଥିବା ଫ୍ଲୋର ଟେଷ୍ଟ ମାମାଲାର ସୁପ୍ରିମକୋର୍ଟ ଶୁଣାଣି ଜାରି ରଖିଛନ୍ତି। ଏହାରି ମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ବେଙ୍ଗାଲୁରୁ ଥିବା ବିଧାୟକଙ୍କୁ ଯାଇ…

ମଧ୍ୟପ୍ରଦେଶ ରାଜନୀତି: ବିଜେପି ପରେ…

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ଲାଗି ରହିଛି ରାଜନୈତିକ ସଙ୍କଟ। ଗତକାଲି ବିଜେପି ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିବା ବେଳେ ଆଜି କଂଗ୍ରେସ ମଧ୍ୟ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛି। ମଧ୍ୟପ୍ରଦେଶ କଂଗ୍ରେସ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛି। ପିଟିସନରେ ବିଜେପି ଉପରେ ଦୋଷ ଲଦିଛି କଂଗ୍ରେସ।…

ମଧ୍ୟପ୍ରଦେଶ ରାଜନୀତି: ଆସନ୍ତାକାଲିକୁ…

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ଲାଗି ରହିଛି ରାଜନୈତିକ ସଙ୍କଟ । କମଲନାଥଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାରଙ୍କୁ ବିଧାନସଭାରେ ନିଜର ବହୁମତ ପ୍ରମାଣ ପାଇଁ ବିଜେପି ପକ୍ଷରୁ ଦାୟର ହୋଇଥିବା ଆବେଦନ ଉପରେ ସୁପ୍ରମିକୋର୍ଟ ବୁଧବାର ପର୍ଯ୍ୟନ୍ତ ଶୁଣାଣି ସ୍ଥଗିତ ରଖିଛନ୍ତି। ଏହା ବ୍ୟତୀତ ଅଦାଲତ କମଲନାଥ…

ସିନ୍ଧିଆ ଆମ ନେତା: କଂଗ୍ରେସ ବିଦ୍ରୋହୀ…

ବେଙ୍ଗାଲୁରୁ: ମଧ୍ୟପ୍ରଦେଶ ରାଜନୀତିରେ ନୂଆମୋଡ଼। କିଛିଦିନ ବେଙ୍ଗାଲୁରୁର ଏକ ହୋଟଲେରେ ରହୁଥିବା କଂଗ୍ରେସ ବିଦ୍ରୋହୀ ବିଧାୟକ ଆଜି ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି। ଗଣମାଧ୍ୟମକୁ ବିଦ୍ରୋହୀ ବିଧାୟକ କହିଛନ୍ତି ଯେ, ଆମ ନେତା ହେଉଛନ୍ତି ଜୋତିରାଦିତ୍ୟ ସିନ୍ଧିଆ। ଆମେ ତାଙ୍କ ସହ ସର୍ବଦା ରହିବୁ। ଆମେ ଏବେ…