Odisha Link
Bridging the Missing Links in Odisha
Browsing Tag

Mask

ମଧ୍ୟପ୍ରଦେଶ: ୨୯ ଦିନ ପରେ ଶପଥ ନେଲେ ୫…

ଭୋପାଳ: ମହାମାରୀ କରୋନା ଭାଇରସକୁ ନେଇ ସାରା ଦେଶ ଲଢ଼େଇ କରୁଛି। ଏହାରିମଧ୍ୟରେ ଆଜି ମଧ୍ୟପ୍ରଦେଶରେ କ୍ଷମତାସୀନ ବିଜେପି ସରକାରରେ ୫ ଜଣ ସଦସ୍ୟ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଆଜି ମଧ୍ୟାହ୍ଣରେ ରାଜ୍ୟପାଳ ଲାଲଜୀ ଟଣ୍ଡନ ଓ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଉପସ୍ଥିତିରେ ୫ ଜଣ…

ମାସ୍କ ନ ପିନ୍ଧିଲେ ୫୦୦/- ତଣ୍ଡ

ଭୁବନେଶ୍ବର: ଓଡ଼ିଶା କୋଭିଡ୍-୧୯ ନିୟମାବଳିରେ ସଂଶୋଧନ ଆଣିଛନ୍ତି ରାଜ୍ୟ ସରକାର। ସଂଶୋଧିତ ନିୟମ ଅନୁସାରେ ଏଣିକି ଘରୁ ବାହାରକୁ ବାହାରିଲେ ବେଳେ ପ୍ରତ୍ୟେକ ନାଗରିକ ପାଟି ଓ ନାକ ଘୋଡ଼ାଇବା ପାଇଁ ଯେକୌଣସି ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଏହି ନିୟମକୁ ବେଖାତିର କଲେ ୫୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା…

ମାସ୍କ ନପିନ୍ଧିଲେ ଜରିମାନା

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ମାସ୍କ ନପିନ୍ଧିଲେ ଦେବାକୁ ପଡ଼ିବ ତଣ୍ଡ। ଏନେଇ ଆଜି କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ। ସେ ଆହୁରି କହିଛନ୍ତି ଯେ, ଆଜିଠାରୁ ସର୍ବସାଧାରଣରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଯଦି ଏହାକୁ କେହି ଅବମାନନା କରନ୍ତି…

ଆଜିଠୁ ମାସ୍କ ବାଧ୍ୟତାମୂଳକ

ଭୁବନେଶ୍ବର: ଆଜି ଆପଣ ଘରୁ ବାହାରକୁ ବାହାରୁଛନ୍ତି କି? ଯଦି ହିଁ ତେବେ ମାସ୍କ ପିନ୍ଧି ବାହାରକୁ ଯାଆନ୍ତୁ। କାରଣ ଆଜିଠୁ ରାଜ୍ୟରେ ଘରୁ ବାହାରିବା ବେଳେ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ଗତକାଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ଓଡ଼ିଶା କୋଭିଡ୍‌ ମୁକାବିଲା ମୁଖପାତ୍ର ସୁବ୍ରତ…

ମାସ୍କ ନ ପିନ୍ଧିଲେ ହେବେ ଗିରଫ

ମୁମ୍ବାଇ: ମହାମାରୀ କରୋନା ଭାଇରସ୍‌ ଦ୍ବାରା ଦେଶର ମହାରାଷ୍ଟ୍ର ରାଜ୍ୟ ବେଶ୍‌ ପ୍ରଭାବିିତ ହୋଇଛି। କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ସୂଚନା ଅନୁସାରେେ ମହାରାଷ୍ଟ୍ରା ଏପର୍ଯ୍ୟନ୍ତ ୧୦୧୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ୬୪ଜଣଙ୍କ ମୃତ୍ୟୁ ହେଲାଣି। ଏହାକୁ ନଜରରେ ରଖି କୋଭିଡ-୧୯ର…

କାଲିଠୁ ମାସ୍କ ବାଧ୍ୟତାମୂଳକ, କ’ଣ…

ଭୁବନେଶ୍ବର: ରାଜ୍ୟ ରିଲିଫ୍‌ କମିଶନରଙ୍କ ନିର୍ଦ୍ଦେଶ ଅନୁଯାୟୀ ଆସନ୍ତା କାଲି ଠାରୁ ଘରୁ ବାହାରିବା ବେଳେ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଓଡ଼ିଶା କୋଭିଡ୍‌ ମୁକାବିଲା ମୁଖପାତ୍ର ସୁବ୍ରତ ବାଗ୍‌ଚୀ। ତେବେ ଏ ମାସ୍କ କିଭଳି ପାଇବେ, କିଭଳି…

ଘରେ ମାସ୍କ ତିଆରି କଲେ ଧର୍ମେନ୍ଦ୍ରଙ୍କ…

ଭୁବନେଶ୍ବର: ଲକ୍‌ଡାଉନ୍‌ ସମୟରେ କରୋନା ପ୍ରଭାବରୁ ଲୋକଙ୍କୁ ବଞ୍ଚାଇବା ପାଇଁ ଶ୍ରମଦାନ ମାଧ୍ୟମରେ ଉଦାହରଣ ସୃଷ୍ଟି କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ନୀ ଓ କନ୍ୟା। ଦିଲ୍ଲୀ ସ୍ଥିତ ବାସଭବନରେ ଧର୍ମାନ୍ଦ୍ରଙ୍କ ପତ୍ନୀ ମୃଦୁଳା ଓ କନ୍ୟା ନୈମିଷା ଲୋକଙ୍କ ପାଇଁ ମାସ୍କ ତିଆରିରେ…

ମାସ୍କ କିମ୍ୱା ରୁମାଲ୍‌ ନବାନ୍ଧିଲେ…

ବ୍ରହ୍ମପୁର: ମହାମାରୀ କରୋନା ଭାଇରସର ମୁକାବିଲା ପାଇଁ ଗଂଜାମ ଜିଲ୍ଲା ପ୍ରଶାସନ କଡ଼ା ପଦକ୍ଷେପ ନେଇଛି। ମାସ୍କ କିମ୍ୱା ରୁମାଲ୍‌ ନପିନ୍ଧିଲେ ଗଣିବାକୁ ପଡ଼ିବ ଜୋରିମାନା। ଏପରିକି ବିନା କାରଣରେ ବାହାରେ ବୁଲିଲେ କ୍ୱାରେଣ୍ଟାଇନ୍‌ ରଖାଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି। ଏ…

ଚୂନା ଲଗାଇଲା ଚୀନ: ପାକିସ୍ତାନକୁ ପଠାଇଲା…

ଓଏଲ୍‌ ବ୍ୟୁରୋ: ଚୀନ ଓ ପାକିସ୍ତାନ ହୁଏତ ଭଲ ବନ୍ଧୁ ହୋଇପାରନ୍ତି। କିନ୍ତୁ କରୋନା ବିତ୍ପାତ ସମୟରେ ଏ ବନ୍ଧୁତା ଅପମାନ ପାଲଟିଛି। ଚୀନ୍‌ ପକ୍ଷରୁ ପାକିସ୍ତାନକୁ ପଠାଯାଇଥିବା ମାସ୍କ ଅତ୍ୟନ୍ତ ନିମ୍ନମାନର ଓ ଅନ୍ତର୍ବାସ କପଡ଼ାରେ ତିଆରି ବୋଲି ଅଭିଯୋଗ କରିଛି ପାକିସ୍ତାନ ଗଣମାଧ୍ୟମ। 'ଚାିନା ନେ ଚୂନା…

କରୋନା ଲଢ଼େଇ: ମାସ୍କ ସିଲେଇ କରୁଛନ୍ତି…

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ସମୟରେ କରୋନା ସଂକ୍ରମଣ ନିୟନ୍ତ୍ରଣ କରିବା ପାଇଁ ଶ୍ରମଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି କେନ୍ଦ୍ରମନ୍ତ୍ରୀଙ୍କ ପତ୍ନୀ। କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ବତଙ୍କ ପତ୍ନୀ ନୌନନ୍ଦ କନଓ୍ବର ଘରେ ପିଲାମାନଙ୍କ ସହ ମିଶି ମାସ୍କ ପ୍ରସ୍ତୁତିରେ…