Odisha Link
Bridging the Missing Links in Odisha
Browsing Tag

Mask

ମାସ୍କ ନ ପିନ୍ଧିଲେ ଯିବେ ଜେଲ୍

ହାଇଦ୍ରାବାଦ: ପୁଣି କଲବଲ କଲାଣି କରୋନା। ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ଯାହା ଏବେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କଲାଣି। ଦେଶରେ ୬୦ ହଜାର ଟପି ସାରିଲାଣି ଆକ୍ରାନ୍ତଙ୍କ ସଂଖ୍ୟା। ମହାରାଷ୍ଟ୍ର ଓ ଅନ୍ୟ କିଛି ରାଜ୍ୟରେ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗୁଡ଼ିକ…

ମାସ୍କ ଦେବା ନାଁରେ ଲକ୍ଷାଧିକ ଟଙ୍କା…

ସମ୍ବଲପୁର: ମାସ୍କ ଦେବା ନାଁରେ ଲୁଟିନେଲେ ଲକ୍ଷାଧିକ ଟଙ୍କା। ଜଣେ ବ୍ୟବସାୟୀଙ୍କୁ ମାସ୍କ ଦେବାକୁ କହି ୨୬ ଲକ୍ଷ ୫୦ ହଜାର ଠକି ଥିବା ସୂଚନା ମିଳିଛି । ସମ୍ବଲପୁରପୁଲିସ ଜଣଙ୍କୁ ଗିରଫ କରିଛି। ପ୍ରକାଶ ଯେ, ଅଭିଯୁକ୍ତ ଯତୀନ ସେହଗଲକୁ ଜଣେ ବ୍ୟବସାୟୀଙ୍କୁ ମାସ୍କ ଦେବା ନାଁରେ ୫ଟି କିସ୍ତିରେ ୨୬.୫ ଲକ୍ଷ…

ମକର ସଂକ୍ରାନ୍ତି ପାଇଁ ସୁନାର ଗୁଡ଼ି

ହାଇଦ୍ରାବାଦ: ଆସନ୍ତା କାଲି ପବିତ୍ର ମକର ସଂକ୍ରାନ୍ତି। ସାରା ଦେଶରେ ବେଶ ଧୁମଧାମରେ ପାଳନ ହୁଏ ମକର ସଂକ୍ରାନ୍ତି। ଦେଶର ବିଭିନ୍ନ ରାଜ୍ୟରେ ଏହି ପର୍ବକୁ ଅଲଗା ଅଲଗା ନାମରେ ପାଳନ କରାଯାଏ। ତାମିଲନାଡୁରେ ପୋଙ୍ଗଲ, କର୍ଣ୍ଣାଟକ, କେରଳ ତଥା ଅଣ୍ଡର ପ୍ରଦେଶରେ ସଂକ୍ରାନ୍ତି, ଗୋଆ, ଓଡ଼ିଶା, ହରିୟାଣା,…

ଆସନ୍ତା ୬ ମାସ ଯାଏଁ ମାସ୍କ ବାଧ୍ୟତାମୂଳକ

ମୁମ୍ବାଇ: ଆସନ୍ତା ୬ ମାସ ଯାଏଁ ମାସ୍କ ବାଧ୍ୟତାମୂଳକ। କରୋନା ମହାମାରୀକୁ ମୁକାବିଲା ପାଇଁ କରୋନା ଦ୍ୱାରା ସର୍ବାଧିକ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ରରେ ଏଭଳି ପଦକ୍ଷେପ ନିଆଯାଇଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଠାକରେ କହିଛନ୍ତି ଯେ ଆସନ୍ତା ୬ ମାସ ପାଇଁ…

ଭାଷା ଅନୁବାଦ କରିବ ମାସ୍କ

ବିଶ୍ବକୁ ଘାରିଛି କରୋନା ଭୟ। ଏଥିରୁ ରକ୍ଷା ପାଇବା ପାଇଁ ସରକାର ନୂଆ ନୂଆ ନିୟମ କରୁଥିବା ବେଳେ କେତେବେଳେ ସଡ୍‌ ଡାଉନ୍‌ ତ ପୁଣି କେତେବେଳେ କରାଯାଉଛି ଲକ୍‌ ଡାଉନ୍ ।‌ ଏହା ଛଡା ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଉଥିବା ବେଳେ ବାରମ୍ବାର ହାତ ଧୋଇବା ସହ ସାନିଟାଇଜ୍ କରିବାକୁ ପରାମର୍ଶ ଦିଆଯାଉଛି…

ଚର୍ଚ୍ଚାରେ ସୁନାର ମାସ୍କ, ଯାହାର ଦାମ୍…

ପୁନେ: ମହାମାରୀ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଏପର୍ଯ୍ୟନ୍ତ କୌଣସି ଟୀକା ବାହାରି ନାହିଁ। ଫଳରେ ଏହି ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସମସ୍ତଙ୍କୁ ମାସ୍କ ବାଧ୍ୟତାମୂଳକ କରାଯାଇଛି। ଫଳରେ ମାସ୍କ ବେପାର ବଢ଼ି ଚାଲିଛି। ଏପରରିକି ବଜାରରେ ଭଳିକି ଭଳି ମାସ୍କ ମିଳୁଛି ଏବଂ ଲୋକମାନେ ବିଭିନ୍ନ…

କରୋନା ସଙ୍କଟ: ବଜାରରେ ମୋଦି-ରାହୁଲ…

ଭୋପାଳ: ମହାମାରୀ କରୋନା ଭାଇରସ୍‌କୁ ପ୍ରତିହତ କରିବା ପାଇଁ ବିଭିନ୍ନ କଟକଣା ଓ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଉଛି। ସେମଧ୍ୟରୁ ମାସ୍କ ପରିଧାନ କରିବା ଏକ ପରାମର୍ଶ। ଏପରରିକି ଘର ବାହାରେ ପାଦ ଥାପିଲେ ସମସ୍ତ ମୁହଁରେ ମାସ୍କ ଲଗାଇ ବାହାରକୁ ଯାଉଛନ୍ତି। ଏଭଳି ସମୟରେ ବଜାରରେ ରାଜନୈତିକ…

ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଉପକରଣ ଓ…

ବୋଲଗଡ଼: ଆଜି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ନାଉପଡା ଅଂଚଳରେ ନାଉପଡା youth social organization ସଦସ୍ୟ ମାନଙ୍କ ତରଫରୁ ତାଲାବନ୍ଦ ସମୟରେ ବିଜୁଛାତ୍ର ଜନତା ଦଳର ଭୁବନେଶ୍ୱର ଜୋନର ଅରୂପ ଶ୍ରୀଚନ୍ଦନଙ୍କ ନେତୃତ୍ୱରେ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କର ଶିକ୍ଷାରା ବିକାଶ ନିମନ୍ତେ ସମସ୍ତ…

ମାସ୍କ ପିନ୍ଧି ନ ଥିଲେ ଜିଲ୍ଲାପାଳ, ତଣ୍ଡ…

ଜଗତସିଂହପୁର: କରୋନା ଜନିତ ଲକ୍‌ଡାଉନ୍‌ ସମୟରେ ଘରୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଥିବା ବେଳେ ଜଣେ ଜିଲ୍ଲାପାଳ ଏହା ଅମାନ୍ୟ କରି ଜରିମାନା ଦେଇଛନ୍ତି। ଜିଲ୍ଲାପାଳଙ୍କ ଠାରୁ ୨୦୦ ଟଙ୍କା ଆଦାୟ କରିଛନ୍ତି ତହସିଲଦାର। ଅବଶ୍ୟ ତଣ୍ଡ ଗଣିଥିବା ଏ ଜିଲ୍ଲାପାଳ ଜଣଙ୍କ କୌଣସି ଜିଲ୍ଲାର…

କରୋନା ମୁକାବିଲା: ମାସ୍କ ତିଆରି କଲେ…

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ହୋଇଛି ମାସ୍କ ବ୍ୟବହାର। କରୋନାଭାଇରସ୍ ସଂକ୍ରମଣ ଆଶଙ୍କାରୁ ନିରାପଦ ରହିବାକୁ ସମସ୍ତେ ଫେସ୍ ମାସ୍କ୍ ପିନ୍ଧିବା ଛଡ଼ା ଲୌକିକ ବା ସାମାଜିକ ଦୂରତା ବଜାୟ ରଖିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ…