Odisha Link
Bridging the Missing Links in Odisha
Browsing Tag

meeting

ନବୀନ ନିବାସରେ ଘନ ଘନ ବୈଠକ, କିଏ ହେବ…

ଓଏଲ୍‌ ବ୍ୟୁରୋ: ଚଳିତ ବର୍ଷ ଶେଷ ଆଡ଼କୁ ହେଉ ବା ୨୦୨୪ ପ୍ରାରମ୍ଭରେ ହେବ ଓଡ଼ିଶା ବିଧାନସଭା ନିର୍ବାଚନ। ଏଥିପାଇଁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଆରମ୍ଭ କରିଛନ୍ତି ପ୍ରସ୍ତୁତି। ଉଭୟ ବିଜେପି ଓ କଂଗ୍ରେସଠୁ ବହୁତ ଆଗକୁ ବଢ଼ି ବିଜେଡି ଆଗାମୀ ନିର୍ବାଚନ ପାଇଁ ବିଗୁଲ…

ବିଦେଶରେ ମୋଦି, ବିହାରରେ ବିରୋଧୀଙ୍କ…

ଓଏଲ୍‌ ବ୍ୟୁରୋ: ଲୋକସଭା ନିର୍ବାଚନକୁ ନଜରରେ ରଖି ବିଭିନ୍ନ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ଅଙ୍କକଷା। ଶାସକ ଭାରତୀୟ ଜନତା ପାର୍ଟି ପୁଣିଥରେ କିଭଳି କ୍ଷମତାକୁ ଆସିବ ସେନେଇ ରଣନୀତି ପ୍ରସ୍ତୁତ କରୁଥିବା ବେଳେ କେନ୍ଦ୍ରରୁ କିପରି ବିଜେପିକୁ ହଟାଯିବ ସେନେଇ ରଣନୀତି କରୁଛନ୍ତି ବିରୋଧି ଦଳ। ପ୍ରଥମ ଥର…

ସର୍ବଦଳୀୟ ବୈଠକରେ ଏହି ଦାବି ରଖିଲେ…

ନୂଆଦିଲ୍ଲୀ: ସରିଲା ସାଢ଼େ ୩ ଘଣ୍ଟାର ମହାବୈଠକ। ଜମ୍ମୁ-କଶ୍ମୀର ନେତାଙ୍କ ସହିତ ପିଏମ୍‌ ମୋଦୀଙ୍କ ମଧ୍ୟରେ ହୋଇଥିବା ମହାବୈଠକ ଶେଷ ହୋଇଛି। ଧାରା ୩୭୦ ଲାଗିବାର ଦୀର୍ଘ ଦୁଇ ବର୍ଷ ପରେ କମିଛି ଜମ୍ମୁ କାଶ୍ମୀର ଓ ରାଜଧାନୀ ଦିଲ୍ଲୀର ଦୂରତା । ଆଜି ୭ ଲୋକ କଲ୍ୟାଣ ମାର୍ଗରେ ବସିଥିବା ବୈଠକରେ କାଶ୍ମୀର…

ଶରଦଙ୍କ ଘରେ ଆଜି…

ନୂଆଦିଲ୍ଲୀ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ଅଧ୍ୟକ୍ଷ ଶରଦ ପାଓ୍ବାର ଓ ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ୨-୨ଥର ସାକ୍ଷାତ ପରେ ଜାତୀୟ ରାଜନୀତିରେ ହଟଚମଟ। ଏସବୁ ମଧ୍ୟରେ ଆଜି ଅପରାହ୍ନ ୪ଟା ସମୟରେ ବିରୋଧୀ ମେଣ୍ଟକୁ ନେଇ ରାଷ୍ଟ୍ରମଞ୍ଜ ବୈଠକ ଅନୁଷ୍ଠିତ ହେବ। ଏଥିରେ ସାମିଲ ହେବେ ୧୫ ଦଳର…

ଆଜି କୁଳପତି ବୈଠକ, ୟୁଜି-ପିଜି ପାଠପଢ଼ା ଓ…

ଭୁବନେଶ୍ବର: କରୋନା କାଳରେ ଶିକ୍ଷା ବିଭାଗ ଉପରେ ସର୍ବାଧିକ ପ୍ରଭାବ ପଡିଛି। ମହାମାରୀ କରୋନା ଯୋଗୁଁ ବନ୍ଦ ରହିଛି ସ୍କୁଲଠୁ ଆରମ୍ଭ କରି କଲେଜ ଓ ବିଶ୍ବବିଦ୍ୟାଳୟ। ଯାହାଫଳରେ ହାତ ଗଣତି କିଛି ଶିକ୍ଷାନୁଷ୍ଠାନ ଚାଲିଛି ଅନଲାଇନ୍‌ କ୍ଲାସ୍। ଅନ୍ୟପଟେ ଅଧିକାଂଶ କଲେଜ ଓ ବିଶ୍ବବିଦ୍ୟାଳୟରେ ଗ୍ରୀଷ୍ମ ଅବକାସ…

BCCIର ଗୁରୁତ୍ବପୂର୍ଣ୍ଣ ବୈଠକ: IPL-୧୪ ଓ…

ମୁମ୍ବାଇ: ଶନିବାର ମଧ୍ୟାହ୍ନରେ ବିିସିସିଆଇ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଭର୍ଚୁଆଲ ମୋଡରେ ହେବ ଏହି ବୈଠକ। ଅନ୍ୟପଟେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଇତି ମଧ୍ୟରେ ମୁମ୍ବାଇରେ ଆସି ପହଞ୍ଚିଛନ୍ତି । ସ୍ୱତନ୍ତ୍ର ସାଧାରଣ ବୈଠକ ଅବସରରେ ଆଗାମୀ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଓ…

ଟୀକାକରଣ ପାଇଁ ଆଜି ମୁଖ୍ୟମନ୍ତ୍ରୀମାନଙ୍କ…

ନୂଆଦିଲ୍ଲୀ: ଜାନୁଆରୀ ୧୬ ତାରିଖରେ ଦେଶରେ ଆରମ୍ଭ ହେବାକୁ ଯାଉଛି ଟୀକାକରଣ। ଯେଉଁଥିପାଇଁ ଆଜି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅପରାହ୍ନ ୪ଟାରେ ଭିଡିଓ କନଫରେସିଂ ଜରିଆରେ ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ…

ଆଜି ରାଜ୍ୟ କ୍ୟାବିନେଟ ବୈଠକ

ଭୁବନେଶ୍ଵର : ଆଜି ସନ୍ଧ୍ୟା ବସିବ ରାଜ୍ୟ କ୍ୟାବିନେଟ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ୫ଟାରେ ବସିବ କ୍ୟାବିନେଟ୍ ବୈଠକ। ଭିଡିଓ କନଫରେନ୍ସିଂ ଜରିଆରେ ହେବାକୁ ଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯିବା ନେଇ ଆଶା କରାଯାଉଛି। ଆଜି…

ଭାରତ-ଚୀନ ବିବାଦ: ଜୁନ୍‌ ୧୯ରେ ସର୍ବଦଳୀୟ…

ନୂଆଦିଲ୍ଲୀ: ଭାରତ- ଚୀନ ସାମ୍ପ୍ରତିକ ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ଆସନ୍ତା ଜୁନ୍‌ ୧୯ ତାରିଖ ଦିନ ମୋଦି ଏହି ବୈଠକ ଡାକିଛନ୍ତି। ଭର୍ଚୁଆଲ ମିଟିଂରେ ବିଭିନ୍ନ ରାଜନେଅତିକ ଦଳର ସଭାପତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପୂର୍ବ ଲଦାଖର ଗଲୱାନ ଘାଟିରେ…

କରୋନା: ବିଗୁଡ଼ୁଛି ଦିଲ୍ଲୀ ସ୍ଥିତି, ବୈଠକ…

ବୈଠକରେ ଯୋଗ ଦେବେ ଉପ-ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀ: ମହାମାରୀ କରୋନ ଭାଇରସ୍‌ ମାୟା ନଗରୀ ମୁମ୍ବାଇ ପରେ ରାଜଧାନୀ ଦିଲ୍ଲୀରେ କାୟା ବିସ୍ତାର କରିବାରେ ଲାଗିଛି। ଏହାକୁ ନଜରରେ ରଖି ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକ ଉଚ୍ଚସ୍ତରୀୟ ବୈଠକ କରିବେ। ଆଜି ହେବାକୁ ଥିବା ବୈଠକରେ କେନ୍ଦ୍ର…