Odisha Link
Bridging the Missing Links in Odisha
Browsing Tag

Nayagarh

ଚର୍ଚ୍ଚାରେ ସରପଞ୍ଚଙ୍କ ଦଳ ଡିଆଁ ଓ ଘର…

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ଓ ଓଡ଼ିଶା ବିଧାନସଭା ନିର୍ବାଚନକୁ ଆଉ ଏକ ବର୍ଷରୁ କମ୍‌ ସମୟ ରହିଛି। ନିର୍ବାଚନ ଯେତେ ପାଖଉଛି ଓଡ଼ିଶା ରାଜନୈତିକ ପାଣିପାଗ ସେତେ ବଦଳିବାରେ ଲାଗିଛି। ଯାହାକୁ ନଜରରେ ରଖି ଏବେଠୁ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଲେଣି ଅଙ୍କକଷା। ରାଜ୍ୟ ରାଜନୀତିରେ ସବୁବେଳେ…

ଲୋକସେବା ଭବନରେ ପ୍ରକୃତି ମିତ୍ର…

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ତରଫରୁ ୨୦୨୨-୨୩  ଆର୍ଥିକ ବର୍ଷ ପାଇଁ ନୟାଗଡ଼ ବ୍ଲକରୁ ଅନନ୍ୟା ଫାଉଣ୍ଡେସନକୁ ମନୋନୀତ କରାଯାଇଛି। ଅନନ୍ୟା ଫାଉଣ୍ଡେସନ ନୟାଗଡ଼ ଜିଲ୍ଲାରେ ବିଭିନ୍ନ ସ୍ୱେଚ୍ଛାସେବୀ କାର୍ଯ୍ୟ ସହ ଲିପ୍ତ ଥିବା ବେଳେ ବିଶେଷ କରି ପରିବେଶ ପ୍ରତି ଥିବା ନିରବଚ୍ଛିନ୍ନ ଅବଦାନ ପାଇଁ ରାଜ୍ୟ…

ଧର୍ମେନ୍ଦ୍ରଙ୍କୁ ଭେଟିଲେ ନୟାଗଡ଼ ନେତ୍ରୀ…

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ଓ ଓଡ଼ିଶା ବିଧାନସଭା ନିର୍ବାଚନକୁ ଆଉ ଏକ ବର୍ଷରୁ କମ୍‌ ସମୟ ରହିଛି। ନିର୍ବାଚନ ଯେତେ ପାଖଉଛି ଓଡ଼ିଶା ରାଜନୈତିକ ପାଣିପାଗ ସେତେ ବଦଳିବାରେ ଲାଗିଛି। ଯାହାକୁ ନଜରରେ ରଖି ଏବେଠୁ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଲେଣି ଅଙ୍କକଷା। ଗତଥରର ପ୍ରାର୍ଥୀ ଓ ଏଥରର ଆଶାୟୀ…

୨୫ ଲକ୍ଷ ଲାଞ୍ଚ ଅଭିଯୋଗରେ ନୟାଗଡ଼…

ନୟାଗଡ଼: ହରଡ଼ଘଣାରେ ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ। ୨୫ ଲକ୍ଷ ଲାଞ୍ଚ ଅଭିଯୋଗରେ ଜିଲ୍ଲାପାଳଙ୍କ ନାମରେ ରୁଜୁ ହୋଇଛି ମାମଲା। ଯାହାକୁ ନେଇ ନୟାଗଡ଼ରେ ହଟଚମଟ ସୃଷ୍ଟି ହୋଇଛି। ଅନ୍ୟପଟେ ସଫେଇ ରଖିଛନ୍ତି ଜିଲ୍ଲାପାଳ। ଖବର ମୁତାବକ, ଏପ୍ରିଲ ୧୧ ତାରିଖରେ ଖଣିମାଲିକ ଚମ୍ପାଗଡ଼ର ସୁଶାନ୍ତ କୁମାର…

ଏଣିକି ଓଡ଼ିଆରେ ବିଦ୍ୟୁତ୍‌…

ନୟାଗଡ଼: ଏଣିକି ରାଜ୍ୟର ସବୁ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆରେ ନାମଫଳକ ବାଧ୍ୟତାମୂଳକ ଭାବେ ରହିବ । ଏନେଇ ଖବର ପ୍ରସାରଣ ମଧ୍ୟ ହୋଇଛି। ଏସବୁ ମଧ୍ୟରେ ଓଡ଼ିଆରେ ମଧ୍ୟ ବିଦ୍ୟୁତ୍‌ ବିଲ୍‌ ପାଇବେ ଉପଭୋକ୍ତା । ଏଭଳି ଏକ ପଦକ୍ଷେପ ନେଇଛି ଟିପିସିଓଡିଏଲ୍ ନୟାଗଡ଼ ବିଦ୍ୟୁତ୍‌ ଡିଭିଜନ l ଏହି…

ଭୁବନେଶ୍ବରରେ ନୟାଗଡ଼ ଦିବସ, ପଠାଣି…

ଭୁବନେଶ୍ବର: ରାଜ୍ୟରେ ବିଭିନ୍ନ ଐତିହ୍ୟସ୍ଥଳ, ମନ୍ଦିର ଓ ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମପୀଠର ରୂପାନ୍ତରଣ କାର୍ଯ୍ୟ ଚାଲିଥିବାବେଳେ ଏବେ ମନୋଜ ଦାସଙ୍କ ଜନ୍ମପୀଠରେ ସ୍ମାରକୀ ନିର୍ମାଣ ହେଉଛି। ଏଭଳି ପଦକ୍ଷେପ ନିଶ୍ଜିତ ଭାବରେ ସ୍ବାଗତଯୋଗ୍ୟ। ତେବେ କେବଳ ଭାରତରେ ନୁହେଁ, ବିଶ୍ବସ୍ତରରେ ଓଡ଼ିଶା ପାଇଁ ପରିଚୟ…

ନୟାଗଡ଼: ପାଇପଲାଇନ୍‌ ବିସ୍ଫୋରଣରେ…

ନୟାଗଡ଼: ଗ୍ୟାସ୍‌ ପାଇପଲାଇନ୍‌ ନିର୍ମାଣ ବେଳେ ବଡ଼ ଧରଣଣ ବିସ୍ଫୋରଣ। କମ୍ପ୍ରେସର ଚାପାରେ ଛିଟିକିପଡ଼ି ୨ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ସୁନାଲଟି ନିକଟରେ ଏଭଳି ଅଘଟଣ ଘଟିଛି। ସମସ୍ତ ଗୁରୁତର ଆହତଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…

ହଜିଗଲା ୮୮ଟି ପୋଖରୀ, ଖୋଜି ପାଉନି…

ଓଏଲ୍‌ ବ୍ୟୁରୋ: ନୟାଗଡ଼ ଜିଲ୍ଲା ଭାପୁର ବ୍ଲକରେ ମନରେଗା ଦୁର୍ନୀତି ସବୁ ସୀମା ସରହଦକୁ ପାର କରିଥିବା ବେଳେ ଭାପୁର ବ୍ଳକ ପଦ୍ମାବତୀ ଗ୍ରାମ ପଞ୍ଚାୟତରେ ୨୦୧୭-୨୨ ଅର୍ଥାତ ୫ ବର୍ଷ ମଧ୍ୟରେ ୯୮ଟି ମୋ ପୋଖରୀ ଖୋଳା ଦୁର୍ନୀତି ପ୍ରସଙ୍ଗ ଏବେ ସବୁଠି ଚର୍ଚ୍ଚାରେ। ଯାହାକୁ ନେଇ ସ୍ଥାନୀୟ ଲୋକେ ଅନିୟମିତତା ତଥା…

ଲୁହା ବିମ୍‌ ପଡି ୨ ଶ୍ରମିକ ମୃତ

ଓଏଲ୍‌ ବ୍ୟୁରୋ : ଆଜି ସକାଳୁ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ରୋହିବାଙ୍କ ସ୍ଥିତ ଏକ ରାଇସ ମିଲ୍‌ରେ ଅଭାବନୀୟ ଘଟଣା ଘଟିଥିବା ଜଣା ପଡିଛି। ୨ ଶ୍ରମିକ ରାଇସ ମିଲ୍‌ରେ କାମ କରୁଥିବା ବେଳେ ସେମାନଙ୍କ ମୃତ୍ୟୁ ଘଟିଛି। ରାଇସ ମିଲ୍‌ରେ କାମ କରୁଥିବା ସମୟରେ ଚାଉଳ ବସ୍ତା ଉପରେ ଲୁହା ବିମ୍‌…

ନୟାଗଡ଼ର କେଉଁ ରାଜନେତାଙ୍କୁ…

ଓଏଲ୍‌ ବ୍ୟୁରୋ: ବ୍ଲାକ୍‌ମେଲ୍‌ କୁଇନ୍‌ ଅର୍ଚ୍ଚନା ନାଗ ମାମଲାକୁ ରାଜ୍ୟ ରାଜନୀତି ଉଠୁଛି ପଡ଼ୁଛି। କାରଣ ବିଗତ କିଛି ଦିନ ତଳେ ଅର୍ଚ୍ଚନା ନାଗ ଗଣମାମଧ୍ୟରେ କହିଥିଲେ, ମୁଁ ଯେତେବେଳେ କହିବି, ସାରା ରାଜ୍ୟ ପରିବର୍ତ୍ତନ ହୋଇଯିବ। ମୋତେ ସଫିସିଏଣ୍ଟ ସମୟ ଦରକାର, ୩୦ ମିନିଟ ଦରକାର ବୋଲି ଅର୍ଚ୍ଚନା ନାଗ…