Odisha Link
Bridging the Missing Links in Odisha
Browsing Tag

Ram Temple

ରାମରୁ ଆରମ୍ଭ ଜୟ ଶ୍ରୀରାମରେ ଶେଷ, ୩୫…

ଓଏଲ୍‌ ବ୍ୟୁରୋ: ଅଯୋଧ୍ୟାର ଭବ୍ୟ ମନ୍ଦିରରେ ବିରାଜମାନ ହେଲେ ରାମଲାଲା। ୫୦୦ ବର୍ଷର ଅପେକ୍ଷା ମାତ୍ର ୮୪ ସେକେଣ୍ଡରେ ଆଜି ଶେଷ ହୋଇଛି। ଭାବ, ଶ୍ରଦ୍ଧା ଓ ଆସ୍ଥାର ମହାପର୍ବରେ ଝୁମୁଛି ଭାରତ ସମେତ ସାରା ବିଶ୍ବ। ଏଥିସହିତ ୧୫୨୮ ମସିହାରୁ ଲାଗି ରହିଥିବା ରାମଜନ୍ମଭୂମି ସଂଘର୍ଷର ସୁଖଦ ଅନ୍ତ ଘଟିଛି। ଦିନେ…

ଜାନୁଆରୀ ୨୨ରେ ଭବ୍ୟ ରାମ ମନ୍ଦିରର ପ୍ରାଣ…

ଓଏଲ୍‌ ବ୍ୟୁରୋ: ଭବ୍ୟ ଶ୍ରୀରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ତାରିଖ ଘୋଷଣା। ୨୦୨୪ ଜାନୁଆରୀ ୨୨ ତାରିଖରେ ପ୍ରତିଷ୍ଠା ହେବ ଉତ୍ତରପ୍ରଦେଶରେ ନିର୍ମିତ ହେଉଥିବା ଭବ୍ୟ ଶ୍ରୀରାମ ମନ୍ଦିର। ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ୍‌ କାର୍ଯ୍ୟକର୍ତ୍ତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି…

୨୦୨୪ ଜାନୁଆରୀ ପହିଲାରେ ଖୋଲିବ ଅଯୋଧ୍ୟାର…

ଓଏଲ୍‌ ବ୍ୟୁରୋ: ୨୦୨୪ରେ ଦେଶରେ ଅନୁଷ୍ଠିତ ହେବ ସାଧାରଣ ନିର୍ବାଚନ। ଯେଉଁଥିପାଇଁ ସମସ୍ତ ରାଜନୈତିକ ଦଳ ଆରମ୍ଭ କରି ସାରିଛନ୍ତି ଅଙ୍କକଷା। ଏସବୁ ମଧ୍ୟରେ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସେ କହିଛନ୍ତି, ୨୦୨୪ର ଜାନୁଆରୀ ୧ରେ ଅଯୋଧ୍ୟରେ ନିର୍ମାଣ ଚାଲିଥିବା ପ୍ରଭୁ ଶ୍ରୀରାମଙ୍କ…

ଠକିଦେଲେ ଭକ୍ତ: ୨୨ କୋଟି ଟଙ୍କାର ୧୫…

ଅଯୋଧ୍ୟା: ରାମ ମନ୍ଦିର ନିର୍ମାଣ ଅଭିଯାନ ବେଳେ ବିଶ୍ବ ହିନ୍ଦୁ ପରିଷଦ ଦ୍ବାରା ଚେକ୍‌ ଆକାରରେ ଆଦାୟ ହୋଇଥିବା ଦାନ ପାଣିରେ ପଡ଼ିଛି। ଭକ୍ତମାନଙ୍କ ଦ୍ବାରା ପ୍ରଦତ୍ତ ୧୫ ହଜାରରୁ ଅଧିକ ଚେକ୍‌ ବାଉନ୍ସ ହୋଇଛି। ଏସବୁ ଚେକ୍‌ର ମୋଟ ମୂଲ୍ୟ ୨୨ କୋଟି ଟଙ୍କାରୁ ଅଧିକ ହେବ। ରାମ ମନ୍ଦିର ନିର୍ମାଣ ଦାୟିତ୍ବ…

ଅଯୋଧ୍ୟା: ୩୯ ମାସରେ ସରିବ ଭବ୍ୟ ରାମ…

ଅଯୋଧ୍ୟା: ଅଯୋଧ୍ୟାରେ ନିର୍ମାଣ ଚାଲିଛି ଭବ୍ୟ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ। ଏହାରି ମଧ୍ୟରେ ପିଏମ୍‌ ମୋଦୀଙ୍କ ପରାମର୍ଶଦାତା ଥିବା ନୃପେନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ରାମ ମନ୍ଦିର ନିର୍ମାଣ ସମିତିିର ଏକ ବୈଠକ ସ୍ଥାନୀୟ ସର୍କିଟ ହାଉସ୍‌ରେ ହୋଇଥିଲା। ଏହି ବୈଠକରେ ହଜାର ବର୍ଷ ଯାଏଁ ଅକ୍ଷୁର୍ଣ୍ଣ…

ସମସ୍ତଙ୍କର ରାମ, ସମସ୍ତଙ୍କ ଠାରେ ରାମ:…

ଅଯୋଧ୍ୟା: "ରାମ ସବ୍‌ କା ହୈ, ରାମ ସବ୍‌ ମୈ ହୈ।" ଆଜି ରାମ ମନ୍ଦିର ଭୂମିପୂଜା ଉତ୍ସବରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି। 'ସିୟାବର ରାମଚନ୍ଦ୍ର କି ଜୟ' ଓ 'ଜୟ ଶ୍ରୀରାମ'ରୁ ନିଜର ବକ୍ତବ୍ୟ ଆରମ୍ଭ କରି ମୋଦୀ କହିଥିଲେ ଯେ ଏହି ନାମ ଏବେ କେବଳ ଅଯୋଧ୍ୟାରେ ଶୁଭୁଛି ତାହାନାହିଁ…

ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ…

ଅଯୋଧ୍ୟା: ବହୁ ପ୍ରତୀକ୍ଷିତ ରାମ ମନ୍ଦିର ଭୂମିପୂଜନ ଶେଷ ହୋଇଛି। ଏଥିପାଇଁ ଆୟୋଜିତ ସ୍ବତନ୍ତ୍ର ଧର୍ମୀୟ ପାରମ୍ପରିକ କାର୍ଯ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନ୍ୟ ଅତିଥି ଉପସ୍ଥିତ ଥିଲେ। ପଣ୍ଡିତଙ୍କର ମନ୍ତ୍ରୋଚାରଣ ସହ ଅତିଥିମାନେ ତଳେ ବସି ଏହି କାର୍ଯ୍ୟକ୍ରମ ସମାପନ କରିଛନ୍ତି।…

ରାମ ମନ୍ଦିର ଭୂମିପୂଜା: ୧୭୫ ଜଣ…

ଅଯୋଧ୍ୟା: ଅଗଷ୍ଟ ୫ ତାରିଖରେ ଅଯୋଧ୍ୟା ରାମଜନ୍ମଭୂମି ସ୍ଥଳରେ ହେବାକୁ ଥିବା ମନ୍ଦିର ଭୂମିପୂଜା ଉତ୍ସବ ପାଇଁ ନିମନ୍ତ୍ରଣ ପତ୍ର ବଣ୍ଟନ ଆରମ୍ଭ ହୋଇଛି। କୋଭିଡ୍‌ କଟକଣା ମଧ୍ୟରେ ହେବାକୁ ଥିବା ଏ ଉତ୍ସବକୁ ମାତ୍ର ୧୭୫ ଜଣଙ୍କୁ ନମନ୍ତ୍ରଣ କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ ସମେତ ମଞ୍ଚରେ ୫ ଜଣ ଅତିଥି ବସିବେ…

ରାମ ମନ୍ଦିର ଭୂମିପୂଜା ଉତ୍ସବରେ…

ଭୋପାଳ: ରାମ ମନ୍ଦିର ନିର୍ମାଣ ଆନ୍ଦୋଳନର ଅନ୍ୟତମ ସାରଥି ତଥା ବରିଷ୍ଠ ବିଜେପି ନେତା ଉମା ଭାରତୀ ଅଗଷ୍ଟ ୫ ତାରିଖରେ ଅଯୋଧ୍ୟାରେ ହେବାକୁ ଥିବା ଭୂମିପୂଜା ସମାରୋହରେ ଯୋଗଦେବେନାହିଁ ବୋଲି ଟୁଇଟ୍‌ କରି ଜଣାଇଛନ୍ତି। କରୋନା ସଂକ୍ରମଣ ଜନିତ ସମ୍ଭାବନାକୁ ଏଡ଼ାଇବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି।…

ରାମ ମନ୍ଦିର ପାଇଁ ପାଣ୍ଠି ଆଦାୟ ନାମରେ…

ଅଯୋଧ୍ୟା: ରାମ ଜନ୍ମଭୂମି ଟ୍ରଷ୍ଟ ଗଠନର ଦୁଇ ମାସ ବିତି ନଥିବା ବେଳେ ଏହି ମଉକାରେ ନିରୀହ ଶ୍ରଦ୍ଧାଳୁଙ୍କୁ ଠକିବା ଆରମ୍ଭ କରିଦେଇଛନ୍ତି ସାଇବର ଠକ। ରାମ ମନ୍ଦିର ଅଯୋଧ୍ୟା ନାମରେ ଏକ ଟୁଇଟର ହାଣ୍ଡଲ ଖୋଲାଯିବା ସହ ଓ୍ବେବସାଇଟ୍‌ ତିଆରି କରି ଲୋକଙ୍କ ଠାରୁ ମନ୍ଦିର ନିର୍ମାଣ ପାଇଁ ଚାନ୍ଦା ଆଦାୟ…