Odisha Link
Bridging the Missing Links in Odisha
Browsing Tag

Sonepur

ବୋରୱେଲ ଟ୍ରାଜେଡି: ୨୦ ଫୁଟ୍‌ ତଳେ ନିଜ…

ଓଏଲ୍‌ ବ୍ୟୁରୋ: ସୁବର୍ଣ୍ଣପୁର କଇଁଫୁଲ ଗାଁରେ ଗଭୀର ବୋରୱେଲ୍‌ରେ ଜଣେ ବୃଦ୍ଧା ଖସି ପଡିଥିବା ଜଣା ପଡିଛି। ୨୦ ଫୁଟ୍‌ ଗଭୀର ବୋରୱେଲ୍‌ରେ ବୃଦ୍ଧା ଫସିରହି ନିଜ ଜୀବନ ସହ ସଂଘର୍ଷ କରୁଛନ୍ତି। ସୁବର୍ଣ୍ଣପୁର କଇଁଫୁଲ ଗାଁରେ ବୋରୱେଲ୍‌ ଟ୍ରାଜେଡି ହୋଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ…

ନାଳରୁ ମିଳିଲା ମୃତଶରୀର

ଓଏଲ୍ ବ୍ୟୁରୋ : ସାମ୍ନାକୁ ଆସିଲା ବ୍ୟାଙ୍କ କର୍ମଚାରୀଙ୍କ ମୃତ ଖବର। ମନମୁଣ୍ଡା ବାଇପାସର ଏକ ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର। ମୃତକ ବ୍ୟାଙ୍କ କର୍ମଚାରୀ ଜଣକ ହେଉଛନ୍ତି ଦେଉଳି ଗ୍ରାମର ଚିତ୍ତରଞ୍ଜନ ନାଏକ। ମୃତ ବ୍ୟାଙ୍କ କର୍ମଚାରୀ ଚିତ୍ତରଞ୍ଜନ ସୋନପୁର ୟୁନିୟନ ବ୍ୟାଙ୍କର କର୍ମଚାରୀ…

ଫେରୁଥିଲା ବରଯାତ୍ରୀ ଗାଡ଼ି, ପିଟି ଦେଲା…

ଓଏଲ୍‌ ବ୍ୟୁରୋ: ଶୁକ୍ରବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ସୁବର୍ଣ୍ଣପୁର ଜିଲ୍ଳାର ମହାନଦୀ ସେତୁ ଉପରେ ଘଟିଛି ଦୁର୍ଘଟଣା। ଏକ ବୋଲେରୋ ଓ ଟ୍ରକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୫ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପଟେ ଗାଡ଼ିରେ ଚାପି ହୋଇ ରହିିଥିବା ଅନ୍ୟ ଗୁରୁତର ଆହତଙ୍କୁ…

ଜେସିବିକୁ ପିଟିଲା କାର, ୧ମୃତ

ସୁବର୍ଣ୍ଣପୁର: ୫୭ ନମ୍ବର ଜାତୀୟ ରାଜପଥ ସୋନପୁର-ବଲାଙ୍ଗୀର ରାସ୍ତାରେ ଜେସିବିକୁ ଏକ କାର ଧକ୍କା ଦେଇଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରେ କାର ଭିତରେ ଥିବା ଯୁବକଙ୍କ ମୃତ୍ୟୁ ସହ ଚାଳକ ଗୁରୁତର ହୋଇଛନ୍ତି। ମୃତକ ବୌଦ୍ଧ ଜିଲା ପୁରୁଣାକଟକ ଅଞ୍ଚଳର ବୋଲି…

ସାପ କାମୁଡ଼ାରେ 2 ଭଉଣୀ ମୃତ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍ ପଞ୍ଚମହଲା ଗାଁରେ ସାପ କାମୁଡ଼ି ଦେବାରୁ ଦୁଇ ଭଉଣୀଙ୍କ ମୃତ୍ୟୁ ଘଟିଛି।ଏହି ଘଟଣା ପରେ ସାରା ଗାଁରେ ଶୋକରଛାୟା ଖେଳିଯାଇଛି। ମୃତକମାନେ ହେଲେ ବାଳଗୋପାଳ ଜଗଦଲାଙ୍କ ଦୁଇ ଝିଅ । ନିକିତାଓ ଅର୍ଚ୍ଚିତାଙ୍କ ବୟସ ୧୨ଓ ୧୩ ବର୍ଷ । ଗତକାଲି ରାତିରେ ଦୁଇ…

ସୁବର୍ଣ୍ଣପୁର ସଡ଼କ ଦୁର୍ଘଟଣାରେ୪ ମୃତ, ୭…

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ମେଟାକାନୀ ରାସ୍ତାରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ସୁବର୍ଣ୍ଣପୁର-ସମ୍ବଲପୁର ରାଜ୍ୟ ରାଜପଥର ମେଟାକାନୀ ଛକରେ ଏକ ଟ୍ରକ୍ ଓ ପିକଅପ୍ ମୁହାଁମୁହିଁ ଧକକା ହେବା ଫଳରେ ଘଟଣାସ୍ଥଳରେ ହିଁ ୪ ଜଣଙ୍କର…

ସୁବର୍ଣ୍ଣପୁର ଏସ୍‌ପିଙ୍କ ଗାଡ଼ି…

ସୋନପୁର: ଆଜି ସମ୍ବଲପୁର-ସୋନପୁର ରାସ୍ତାର ସିଣ୍ଢୋଲ ଢାବା ନିକଟରେ ସୁବର୍ଣ୍ଣପୁର ଏସ୍‌ପି ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଏସ୍‌ପି ଦେବୀପ୍ରସାଦ ଦାଶଙ୍କ ସମେତ ତିନି ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ସକାଳ ପ୍ରାୟ ୧୦ଟା ସମୟରେ ଏସ୍‌ପି ବୋଲେରୋରେ…

ଜୀବନ ନେଲା ରାମଦୋଳିରେ ସେଲ୍‌ଫି

ତରଭା: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ରାମପୁର ଧନୁଯାତ୍ରାରେ ଘଟିଛି ଏକ ଅଘଟଣ। ଦୋଳିରେ ବସି ସେଲ୍‌ଫି ନେବାବେଳେ ଦୋଳିରୁ ପଡି ଦୁଇ ଜଣ ଗୁରୁତର ହୋଇଛନ୍ତି। ଗୁରୁତର ଦୁଇ ଜଣ ହେଲେ ଜଗା ବାରିକ ଏବଂ ମାଧ ଛତ୍ରିଆ। ଗୁରୁତର ଅବସ୍ଥାରେ ଜଗାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ…