Odisha Link
Bridging the Missing Links in Odisha

ଜେସିବିକୁ ପିଟିଲା କାର, ୧ମୃତ

ସୁବର୍ଣ୍ଣପୁର: ୫୭ ନମ୍ବର ଜାତୀୟ ରାଜପଥ ସୋନପୁର-ବଲାଙ୍ଗୀର ରାସ୍ତାରେ ଜେସିବିକୁ ଏକ କାର ଧକ୍କା ଦେଇଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି।

ଘଟଣାସ୍ଥଳରେ କାର ଭିତରେ ଥିବା ଯୁବକଙ୍କ ମୃତ୍ୟୁ ସହ ଚାଳକ ଗୁରୁତର ହୋଇଛନ୍ତି। ମୃତକ ବୌଦ୍ଧ ଜିଲା ପୁରୁଣାକଟକ ଅଞ୍ଚଳର ବୋଲି ସୂଚନା ମିଳିଛି।

Comments are closed.