Odisha Link
Bridging the Missing Links in Odisha
Daily Archives

November 4, 2020

ଜାମିନ ନାମଞ୍ଜୁର, ୧୪ ଦିନ ପାଇଁ ଜେଲ ଗଲେ…

ମୁମ୍ବାଇ: ଜେଲ ଗଲେ ରିପବ୍ଲିକ୍‌ ଟିଭିର ମୁ‌ଖ୍ୟ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ଅର୍ଣ୍ଣବ ଗୋସ୍ବାମୀ। ଆଜି ଦୀର୍ଘ ସମୟର ଶୁଣାଣି ପରେ ମୁମ୍ବାଇର ଆଲିବାଗ ଜିଲ୍ଲା କୋର୍ଟ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇବାକୁ ରାୟ ଶୁଣାଇଥିଲେ। ଫଳରେ ୧୪ ଦିନ ପାଇଁ ଜେଲ ଗଲେ ଅର୍ଣବ। ଅପରପକ୍ଷେ ଆସନ୍ତାକାଲି…

ଆତ୍ମହତ୍ୟାର ଖଳନାୟକ! ଅର୍ଣବ…

ମୁମ୍ବାଇ: ୨୦୧୮ ମସିହାର ଏକ ଆତ୍ମହତ୍ୟା ପଚରେ ହାତ ଥିବା ଅଭିଯୋଗରେ ରିପବ୍ଲିକ୍‌ ଟିଭି ମୁଖ୍ୟ ସଂପାଦକ ଅର୍ଣବ ଗୋସ୍ବାମୀଙ୍କୁ ଆଜି ପୁଲିସ ଗିରଫ କରିଛି। ତେବେ ସମାନ ମାମଲାରେ ମୁମ୍ବାଇ ପୁଲିସ ଆଜି ଆଉ ୩ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ଜଣେ ପୁଲିସ ଅଧିକାରୀ ଅଛନ୍ତି। ଫଳରେ ଅର୍ଣବଙ୍କୁ ମିଶାଇ ଏ…

ଖସୁଛି ପାରଦ, ବଢୁଛି ଶୀତ

ଭୁବନେଶ୍ୱର: ରାଜ୍ୟରେ ଶୀତ ପାଦ ଥାପିଲାଣି। ରାଜ୍ୟରେ ତାପମାତ୍ରା କିମିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌.ଆର୍‌.ବିଶ୍ୱାସ ପୂର୍ବାନୁମାନ କରିଛନ୍ତି। ଗୁରୁବାର ରାତିରୁ କ୍ରମାଗତ ଭାବେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବା ସହ ଶୀତ ବଢ଼ିବ। ୩-୪ ଦିନ ଭିତରେ ରାତି ତାପମାତ୍ରା…

ରାଜ୍ୟରେ କରୋନା: ସୁସ୍ଥ ହେଲେ ଆଉ ୧୫୨୦…

ଭୁବନେଶ୍ଵର: ରାଜ୍ୟରେ ଏବେ କରୋନା ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ୨୦୦୦ରୁ କମ୍ ରହୁଛି। ଏଥିସହ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥ ସଂଖ୍ୟା ଅଧିକ ରହୁଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୫୨୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଆରୋଗ୍ୟଙ୍କ ସଂଖ୍ୟା ୨୮୨୦୭୩ରେ ପହଞ୍ଚିଛି। ଏନେଇ ରାଜ୍ୟ…

କୋଭିଡ୍ ମୁକାବିଲା: ପର୍ଯ୍ୟବେକ୍ଷକଙ୍କୁ…

ଭୁବନେଶ୍ବର: ଇଉରୋପ ଓ ଅନ୍ୟ ପାଶ୍ଚାତ୍ୟ ଦେଶ ମାନଙ୍କରେ ପ୍ରଥମ ପର୍ଯ୍ୟାୟ କୋଭିଡ ସଂକ୍ରମଣ ପରେ ବର୍ତ୍ତମାନ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଚାଲିଛି। ଓଡିଶାରେ ଡିସେମ୍ବର ଦ୍ବିତୀୟ ସପ୍ତାହ ପରେ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କା ଥିବାରୁ ଆମକୁ ଏବେଠୁ ସତର୍କ ରହି କାର୍ଯ୍ୟ କରିବାକୁ ପଡିବ ବୋଲି…

ଅର୍ଣବ ଗୋସ୍ବାମୀଙ୍କ ଗିରଫକୁ ଏଡିଟର୍ସ…

ନୂଆଦିଲ୍ଲୀ: ଏକ ଆତ୍ମହତ୍ୟା ମାମଲାରେ ରିପବ୍ଲିକ୍‌ ଟିଭି ମୁଖ୍ୟ ସଂପାଦକ ଅର୍ଣବ ଗୋସ୍ବାମୀଙ୍କୁ ଆଜି ସକାଳେ ମୁ୍ବାଇ ପୁଲିସ ଗିରଫ କରିଛି। ତେବେ ତାଙ୍କୁ ଏଭଳି ହଠାତ୍‌ ଗିରଫ କରାଯିବାକୁ ନିନ୍ଦା କରିଛି ଭାରତ ସଂପାଦକ ସମାଜ (Editor's Guild of India)। ଏଭଳି ଗିରଫ କରାଯିବା ଦୁଃଖଦାୟକ ବୋଲି ଗିଲ୍‌ଡ…

ମଦ ବୋତଲରୁ ମିଳିଲା ଅସରପା

ବାସୁଦେବପୁର: ସିଲ ମଦ ବୋତଲ ଭିତରୁ ମିଳିଲା ଅସରପା। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ଚୁଡାମଣୀ ଜେଠି ନିକଟରେ। ଏହି ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି। ସୂଚନା ମୁତାବକ, ଚୁଡାମଣୀ ଗ୍ରାମର ଭରତ ମଳିକ ନାମକ ଯୁବକ ଉକ୍ତ ମଦ ଦୋକାନରୁ ଆଇବି ବ୍ରାଣ୍ଡର ଦୁଇଟି…

ନରେନ୍ଦ୍ର ମୋଦିଙ୍କ ଶାସନ ସମୟରେ ଦେଶରେ…

ବିହାର: ଦେଶରେ ଅନେକ ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ରହିଛନ୍ତି ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ ସମୟରେ ଦେଶରେ ଦ୍ରୁତ ବିକାଶ ହୋଇଛି ବୋଲି ବିହାରରେ ନିଜର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ବିହାରର…

ଗୋଟିଏ ଗଛ କଟାଗଲେ ନବୀନ ନିବାସ ଆଗରେ…

ଭୁବନେଶ୍ୱର: ଏକାମ୍ର ଉଦ୍ୟାନକୁ ବିକ୍ରି କରିବା ପାଇଁ ରାଜ୍ୟ ସରକାର ମସୁଧା ଚଲାଇଛନ୍ତି। ରାଜ୍ୟସରକାର ୨୦ ଏକର ୧୯୨ ଡେସିମିଲ ସାଧାରଣ ପ୍ରଶାସନ ବିଭାଗକୁ ହସ୍ତାନ୍ତର କରିବା ନେଇ ପତ୍ର ଲେଖି ଏହି ଜମିକୁ ବ୍ୟବସାୟିକ ପ୍ରତିଷ୍ଠାନକୁ ବିକ୍ରି କରିବା ପାଇଁ ଷଡଯନ୍ତ୍ର କରିଛନ୍ତି। ରାଜଧାନୀର ସବୁଜିମା ଛାତିରେ…

ନଭେମ୍ବର ୨୦ରୁ ଶୀତ ଅଧିବେଶନ

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୨୦ରୁ ଗୁରୁତ୍ୱପୂର୍ଣ୍ଣ ଶୀତ ଅଧିବେଶନ ଆରମ୍ଭ ହେବ। ନଭେମ୍ବର ୨୦ରୁ ଆରମ୍ଭ ହୋଇ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ ଶୀତ ଅଧିବେଶନ। ବିଧାନସଭାର ଶୀତ ଅଧିବେଶନ ନେଇ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନା ମୁତାବକ, ନଭେମ୍ବର ୨୦ରେ ଅତିରିକ୍ତ ବଜେଟ ଆଗତ କରାଯିବ।…