Odisha Link
Bridging the Missing Links in Odisha
Browsing Tag

Soro

ମସ୍ତିଷ୍କ ଜ୍ବରରେ କନ୍ୟାଶ୍ରମର ୫ ଛାତ୍ରୀ…

ଓଏଲ୍‌ ବ୍ୟୁରୋ : ଭୟ ବଢ଼ାଇଲାଣି ମସ୍ତିଷ୍କ ଜ୍ୱର। ବାଲେଶ୍ବର ଜିଲ୍ଲା ସୋର ପୁରୁବାଇ କନ୍ୟାଶ୍ରମରେ ବ୍ୟାପିଛି ମସ୍ତିଷ୍କ ଜ୍ୱର। କନ୍ୟାଶ୍ରମର ୫ ଛାତ୍ରୀ ଏଥିରେ ଆକ୍ରାନ୍ତ ହୋଇଥିବା ଜଣା ପଡିଛି। ଆକ୍ରାନ୍ତ ଛାତ୍ରୀମାନେ ବାଲେଶ୍ୱରର ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ତେବେ ଏହି ମସ୍ତିଷ୍କ ଜ୍ୱର…

ବିଷାକ୍ତ ଖାଦ୍ୟ ଖାଇ ଛାତ୍ରଛାତ୍ରୀ…

ଓଏଲ୍ ବ୍ୟୁରୋ : ବାଲେଶ୍ଵର ଜିଲ୍ଲା ସୋର ଅନ୍ତର୍ଗତ ବରଖୁରୀ ମାଧ୍ୟମିକ ବିଦ୍ୟାଳୟର ୧୫ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିବା ଜଣା ପଡିଛି। ଖେଳୁଥିବା ବେଳେ ତାଙ୍କ ଛାତି ଓ ମୁଣ୍ଡରେ ଯନ୍ତ୍ରଣା ଅନୁଭବ ହେଉଥିବାରୁ ସୋର ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା। ପିଲାମାନେ କେଉଁ କାରଣ ପାଇଁ…

କାନ୍ଥରୁ ପଡି ନାବାଳକ ମୃତ

ସୋର: ବାଲେଶ୍ବର ଜିଲ୍ଲା ସୋର ବ୍ଲକ୍ ମହୁମୁହାଣ ପଞ୍ଚାୟତ ଗୋପାଳପୁର ମଲିଚୁଆ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। ଖେଳୁଥିବା ସମୟରେ କାନ୍ଥରୁ ପଡି ନାବାଳକ ମୃତ। ପ୍ରକାଶ ଯେ, ମଲିଚୁଆ ଗ୍ରାମର ଶ୍ୟାମ ସିଂଙ୍କର ୧୨ବର୍ଷର ନାବାଳକ ପୁଅ ରାଜା ଛୁଆମାନଙ୍କ ସହିତ ଘର ନିକଟରେ ଥିବା ଏକ ଭଙ୍ଗା କାନ୍ଥ…

ଅଗ୍ନିରେ ଜଳି ଗଲା ୧୦ ବଖରା ଘର

ସୋର: ନିଆଁରେ ଜଳି ଗଲା ୧୦ ବଖରା ଘର। ଏହି ଭୟାବହ ଅଗ୍ନିକାଣ୍ଡଟି ବାଲେଶ୍ବର ଜିଲ୍ଲା ସୋର ବ୍ଲକ୍ ସରସଙ୍ଖ ପଞ୍ଚାୟତ ସରସଙ୍ଖ ଗାଁରେ ଘଟିଛି। ଏହି ଅଗ୍ନିକାଣ୍ଡଟି ବିଦ୍ୟୁତ ସର୍ଟ ସର୍କିଟ୍ କାରଣରୁ ହୋଇଛି। ପ୍ରକାଶ ଯେ, ଗାଁର କେଳୁ ଚରଣ ବେହେରାଙ୍କ ଘରେ ବିଦ୍ୟୁତ ସର୍ଟ ସର୍କିଟ୍ କାରଣରୁ ନିଆଁ ଲାଗି…

ମା’କୁ ମାରିଲା ମଦ୍ୟପ ପୁଅ

ସୋର: ମଦ ପିଇ ମାକୁ ମାରିଲା ପୁଅ। ଏହି ଅଭାବନୀୟ ଘଟଣାଟି ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ମିରିପୁର ଖଇରା ଗାଁରେ ଘଟିଛି। ମୃତକଙ୍କ ନାମ ମଣି ଶିଅଳ ବୋଲି ଜଣାପଡିଛି। ପ୍ରକାଶ ଯେ ,ଗତ କାଲି ବିଳମ୍ବିତ ରାତିରେ ଖଇରା ଗାଁର ରଘୁନାଥ ଶିଅଳଙ୍କ ସାନ ପୁଅ ଜଗବନ୍ଧୁ ସିଅଳ ମଦ ପିଇ ଘରକୁ ଫେରିଥିଲା। ତାପରେ ମାଆ…

ଗାତରେ ପଡ଼ି ବର୍ଷକର ଶିଶୁକନ୍ୟା ମୃତ

ସୋର: ଗାତରେ ପଡ଼ି ଜୀବନ ହାରିଲା ବର୍ଷକର ଶିଶୁକନ୍ୟା । ଏହି ଘଟଣାଟି ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଖଇରା ଥାନା ଶାଳଗଡ଼ିଆ ଗାଁରେ ଘଟିଛି। ପ୍ରକାଶ ଯେ, ଆଜି ସକାଳେ ଘର ଦାଣ୍ଡରେ ଖେଳୁଖେଳୁ ଅଧା ଖୋଳା ଯାଇଥିବା ଗାତରେ ପଡ଼ିଗଲା ବର୍ଷକର ଶିଶୁକନ୍ୟା। ତୁରନ୍ତ ଶିଶୁଟିକୁ ଉଦ୍ଧାର କରି ଡାକ୍ତରଖାନା…

ବେଆଇନ ବାଲି ଚୋରା ଚାଲାଣ, ୬ ଅଟକ

ସୋର: ଚୋରା ବାଲି ଚାଲାଣ ୬ଟି ଟ୍ରକକୁ ଜବତ କଲା ସୋର ପୁଲିସ। ୬ ଜଣ ଡ୍ରାଇଭରଙ୍କୁ ଅଟକ ରଖିଛି ପୁଲିସ । ସୂଚନା ଅନୁସାରେ, ବାଲେଶ୍ବର ଜିଲ୍ଲା ୧୬ନଂ ଜାତୀୟ ରାଜପଥରେ ରବିବାର ରାତିରେ ବେଆଇନ ଭାବେ ଭଦ୍ରକରୁ ବାଲେଶ୍ଵର ଅଭିମୁଖେ ଯାଉଥିବା ୬ଟି ବାଲି ଟ୍ରକକୁ ଅଟକାଇଲା ସୋର ପୋଲିସ। ଟ୍ରକ୍ ଅଟକାଇବା ସହ…

ଗାଡ଼ି ଧକ୍କାରେ ଚାଲିଗଲା ବାଇକ ଆରୋହୀଙ୍କ…

ସୋର: ୧୬ନଂ ଜାତୀୟ ରାଜପଥ ଚଡକମରା ଠାରେ ଆଜି ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଅଜଣା ଗାଡି ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ସିମୁଳିଆ ଥାନା ବରି ଅଞ୍ଚଳର ଅମୂଲ୍ୟ ଶିଅଳ।ଏହାସହ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମାତ୍ର ତାଙ୍କର ପରିଚୟ ମିଳିପାରି ନାହିଁ। ତାଙ୍କୁ ଗୁରୁତର ଅବସ୍ଥାରେ…

ଅଜଣା ଗାଡ଼ି ଧକ୍କାରେ ଯୁବକ-ଯୁବତୀ ମୃତ,…

ସୋର: ଅଜଣା ଗାଡ଼ି ଧକ୍କାରେ ବାଇକ୍ ଆରୋହୀ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟ ଜଣେ ଯୁବକ ଥିବାବେଳେ ଅନ୍ୟଜଣେ ଯୁବତୀ ଅଛନ୍ତି। ଜଣେ ଯୁବତୀ ଗୁରୁତର ଅବସ୍ଥାରେ ସୋର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଜାତୀୟ ରାଜପଥ ଛଅପୋଲିଆଠାରେ ଏହି ଦୁର୍ଘଟଣା ଘଟିଛି। ଭଦ୍ରକ…

ଦୁଇ ଚୋରଙ୍କୁ ଧରି ଛେଚିଲେ ଗ୍ରାମବାସୀ

ସୋର: ଚୋରି ବେଳେ ଧରା ପଡି ଛେଚା ଖାଇଲେ ଦୁଇ ଚୋର। ଗତ କାଲି ବିଳମ୍ବିତ ରାତିରେ ଖଇରା ଥାନା ବରପଦା ଗାଁରେ ଦୁଇ ମଟର ସାଇକେଲ ଯୋଗେ ଚାରି ଜଣ ଗାଁର ଷ୍ଟ୍ରିଟ୍ ଲାଇଟ୍ ଲିଭାଇ କ୍ଲବ୍ ଏବଂ ମନ୍ଦିରରେ ଚୋରୀ କରି କିଛି ଲୋକଙ୍କ ଘରେ ଚୋରୀ ଉଦ୍ୟମ କରୁଥିଲେ। ସେହି ସମୟରେ ଗାଁ ଲୋକ ଦୁଇ ଚୋରଙ୍କୁ କାବୁ…