Odisha Link
Bridging the Missing Links in Odisha
Browsing Tag

Soro

ବେଆଇନ ଗୋରୁ ବୋଝେଇ ଗାଡି ଜବତ

ସୋର: ବେଆଇନ ଚାଲାଣ ବେଳେ ଗୋରୁ ବୋଝେଇ ଟ୍ରକ୍ ଜବତ। ବାଲେଶ୍ବର ଜିଲ୍ଲା ସୋରରେ ବେଆଇନ ଗୋରୁ ଚାଲାଣ ବେଳେ ସ୍ଥାନୀୟ ଲୋକେ ଟ୍ରକକୁ ଅଟକ ରଖିଛନ୍ତି। ସୋର ଥାନା କୋଚିଆକୋଇଲି ଗାଁରୁ ଏହି ଗୋରୁ ବୋଝେଇ ଗାଡି ଜବତ ହୋଇଛି। ଟ୍ରକରେ ପ୍ରାୟ ୬୦ଟି ଗୋରୁ ଥିଲେ। ୫ଟି ଗୋରୁଙ୍କ ମୁତ୍ୟୁ ହୋଇଥିବା ବେଳେ ଘଟଣାସ୍ଥଳରେ…

ଆମୋନିଆ ଗ୍ୟାସ୍‌ ଲିକ୍‌ ହୋଇ ୭୦ ଅସୁସ୍ଥ

ସୋର: ଖନ୍ତାପଡ଼ାରେ ଘଟିଛି ଅଭାବନୀୟ ଅଘଟଣ। ଚିଙ୍ଗୁଡି ପ୍ରୋସେସିଂ ଫ୍ୟାକ୍ଟିରେ ଆମୋନିଆ ଗ୍ୟାସ୍‌ ଲିକ୍‌ ହେବା ଫଳରେ ୭୦ ଜଣ ଅସୁସ୍ଥ। ଖନ୍ତାପଡ଼ାରେ ଥିବା ଚିଙ୍ଗୁଡ଼ି ଫ୍ୟାକ୍ଟିରେ ଆମୋନିଆ ଗ୍ୟାସ୍‌ ଲିକରୁ ଅଘଟଣ। ମିଳିଥିବା ଖବର ଅନୁସାରେ ଅଣନିଶ୍ବାସୀ ହୋଇ ଫ୍ୟାକ୍ଟିରେ ୭୦ରୁ ଉର୍ଦ୍ଧ୍ବ କର୍ମଚାରୀ ଅସୁସ୍ଥ…