Odisha Link
Bridging the Missing Links in Odisha
Browsing Tag

Teacher

ରାଜନୀତି ରାଲିରେ ଯୋଗ ଦେଇ ଶିକ୍ଷୟିତ୍ରୀ…

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ଏବେ ନିର୍ବାଚନୀ ମାହୋଲ। ସବୁଠି ଚାଲିଛି ରାଜନୈତିକ ଦଳର ରାଲି। ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳୁଛି ବଡ଼ ବଡ଼ ରାଲି। ଏସବୁ ମଧ୍ୟରେ ଜଣେ ଶିକ୍ଷୟିତ୍ରୀ ରାଲିରେ ଯୋଗଦେଇ ଚାକିରିରୁ ନିଲମ୍ବିତ ହୋଇଛନ୍ତି। ନିର୍ବାଚନ ଆଚରଣବିଧି ଉଲ୍ଲଂଘନ ଅଭିଯୋଗରେ ଶିକ୍ଷୟିତ୍ରୀଙ୍କ ବିରୋଧରେ…

ଅନୁଗୁଳ: ବଡ଼ଦିନ ଛୁଟିରେ…

ଓଏଲ୍‌ ବ୍ୟୁରୋ: ଆଗକୁ ମାଟ୍ରିକ ପରୀକ୍ଷା। ଏହାକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ନେଇଛି ବଡ଼ ନିଷ୍ପତ୍ତି। ଏଣିକି ବଡ଼ଦିନ ଛୁଟିରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବେ ଅନୁଗୁଳ ଜିଲ୍ଲାର ଶିକ୍ଷକ ଶିକ୍ଷୟିତ୍ରୀ। ମାଟ୍ରିକ ପିଲାଙ୍କ ପାଇଁ ୨୧ ରୁ ୩୦ ଡିସେମ୍ବର ଯାଏ ଜିଲ୍ଲାରେ ଆୟୋଜନ କରାଯାଇଛି କୋଚିଂ କ୍ୟାମ୍ପ।…

ବଦଳିବ ସ୍କୁଲ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ…

ଓଏଲ୍ ବ୍ୟୁରୋ : ଏକପ୍ରକାର ପୋଷାକ ପିନ୍ଧିବେ ସ୍କୁଲର ଶିକ୍ଷକ ଓ ଶିକ୍ଷୟିତ୍ରୀ। ବଦଳିବ ସ୍କୁଲ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଡ୍ରେସ୍‌କୋଡ। ବହୁ ବର୍ଷ ଧରି ଘୋଷଣାରେ ଅଟକିଥିବା ଏହି ପ୍ରସ୍ତାବକୁ ୨୦୨୩-୨୪ ଶିକ୍ଷାବର୍ଷରୁ ଲାଗୁ କରିବାକୁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁ୍ତ କରିଥିବା ଜଣା ପଡ଼ିଛି।…

ବିନା ଛୁଟିରେ ଅନୁପସ୍ଥିତ ରହିବା ହେଲା…

ଓଏଲ୍‌ ବ୍ୟୁରୋ : ୧୨ ବର୍ଷ ହେବ ଆସୁନଥିଲେ ବିଦ୍ୟାଳୟ ବରଂ ପାଉଥିଲେ ଦରମା। ଘଟଣାଟି ନବରଙ୍ଗପୁର ଜିଲ୍ଲାରେ ଘଟିଥିବା ବେଳେ ବିନା ଛୁଟିରେ ବହୁ ବର୍ଷ ଧରି କାର୍ଯ୍ୟରେ ଅନୁପସ୍ଥିତ ରହୁଥିବା ୨୪ ଶିକ୍ଷକଙ୍କୁ ନବରଙ୍ଗପୁର ଜିଲ୍ଲାପାଳ ଚାକିରିରୁ ବିଦାୟ ଦେଇଛନ୍ତି। ସୂଚନା ଅନୁସାରେ, ବିନା କାରଣ ଓ ବିନା ଛୁଟି…

୨୬ ହଜାର ଶିକ୍ଷକଙ୍କୁ ରାଜ୍ୟ ସରକାରଙ୍କ…

ଓଏଲ୍‌ ବ୍ୟୁରୋ: ବେସରକାରୀ ଉଚ୍ଚ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ମଦ୍ରାସାର ଶିକ୍ଷକ ଓ କର୍ମଚାରୀମାନଙ୍କୁ ରାଜ୍ୟ ସରକାରଙ୍କ ନୂଆବର୍ଷ ଭେଟି । ଏଣିକି ୨୬ ହଜାର ଶିକ୍ଷକ ସପ୍ତମ ବେତନ ହାରରେ ଦରମା ପାଇବେ। ୨୦୨୧ ମସିହା ଡିସେମ୍ବର ୩୧ସୁଦ୍ଧା ଶତ ପ୍ରତିଶତ ଅନୁଦାନ ପାଉଥିବା ବିଦ୍ୟାଳୟ ହିଁ…

ଚାକିରିରୁ ବହିଷ୍କୃତ ହେଲେ ୯୬ ଜଣ…

ଓଏଲ୍‌ ବ୍ୟୁରୋ: କଠୋର ହେଲେ ରାଜ୍ୟ ସରକାର। ଦୀର୍ଘଦିନଧରି ବିନା ଅନୁମତିରେ ସ୍କୁଲରେ ଅନୁପସ୍ଥିତ ରହୁଥିବା ଶିକ୍ଷକମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ରାଜ୍ୟ ସରକାର। ପ୍ରାଥମିକ ସ୍କୁଲରେ କନିଷ୍ଠ ଶିକ୍ଷକ ବର୍ଗରେ କାର୍ଯ୍ୟ କରୁଥିବା ୯୬ଜଣ ପ୍ରାଥମିକ ଶିକ୍ଷକଙ୍କ ବିରୁଦ୍ଧରେ…

ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ…

ଓଏଲ୍ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଚୁକ୍ତି ଭିତ୍ତିକ ଶିକ୍ଷକମାନଙ୍କୁ ରେଗୁଲାର କରାଯାଇଛି। ୨୦୧୬ରୁ ୨୦୨୨ ପର୍ଯ୍ୟନ୍ତ ଥିବା ଠିକା ଶିକ୍ଷକମାନଙ୍କୁ ନିୟମିତ କରିଥିବାବେଳେ ସେଥିରୁ ବାଦ୍ ପଡିଛନ୍ତି ୧୮,୦୦୦ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ। ବାଦ୍ ପଡ଼ିଥିବା ୧୮,୦୦୦ ଶିକ୍ଷକ ଓ…

ନ୍ୟାୟ ମାଗୁଛି ପୀଡ଼ିତା ଛାତ୍ରୀ,…

ଓଏଲ୍‌ ବ୍ୟୁରୋ: ପବିତ୍ର ସମ୍ପର୍କରେ ପାପ ନଜର। ଗୁରୁ-ଶିଷ୍ୟର ପବିତ୍ର ସମ୍ପର୍କରେ ଲାଗିଲା କଳାଦାଗ। ବିଜ୍ଞାନ ଛାତ୍ରୀଙ୍କୁ ପ୍ରେମ ନିବେଦନ କଲେ ବିଜ୍ଞାନ ସାର। କିନ୍ତୁ ଛାତ୍ରୀ ଜଣକ ସାରଙ୍କ ପ୍ରେମକୁ ଅଗ୍ରାହ୍ୟ କରିଥିଲେ। ପ୍ରେମରେ ନିରାଶ ହୋଇଥିବା ସାର୍‌ ପରବର୍ତ୍ତୀ ସମୟରେ ଭୟ ଦେଖାଇ ଛାତ୍ରୀଙ୍କ ସହ…

କନିଷ୍ଠ ଶିକ୍ଷକଙ୍କ ଦରମାରେ ୫୦ ପ୍ରତିଶତ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଶିକ୍ଷାଦାନରେ ନିୟୋଜିତ କନିଷ୍ଠ ଶିକ୍ଷକ ମାନଙ୍କ ଦରମା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ କନିଷ୍ଠ ଶିକ୍ଷକ (ଚୁକ୍ତିଭିତ୍ତିକ) ଏବଂ କନିଷ୍ଠ ଶିକ୍ଷକ ମାନଙ୍କ ଦରମାରେ ୫୦ ପ୍ରତିଶତ ବୃଦ୍ଧି…

ଶିକ୍ଷକ ନିଯୁକ୍ତିରେ ରେକର୍ଡ: ଆଉ ୧୧,୪୦୩…

ଭୁବନେଶ୍ବର: ରାଜ୍ୟରେ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡିକର ୫-ଟି ରୂପାନ୍ତର କାର୍ଯ୍ୟକ୍ରମରେ ରୂପାନ୍ତରଣ ସହିତ ଶିକ୍ଷକ ନିଯୁକ୍ତି ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୧୧୪୦୩ ଶିକ୍ଷକ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସୂଚନାଯୋଗ୍ୟ ଯେ…