Odisha Link
Bridging the Missing Links in Odisha
Browsing Tag

today

ଆଜିଠୁ ‘କୃଷି ଓଡ଼ିଶା ୨୦୨୧’ ଆରମ୍ଭ

ଭୁବନେଶ୍ୱର: ଆଜିଠୁ ‘କୃଷି ଓଡ଼ିଶା ୨୦୨୧’ ଆରମ୍ଭ। ଭୁବନେଶ୍ୱର ବରମୁଣ୍ଡା ସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଏହି ମେଗା କୃଷି ପ୍ରଦର୍ଶନୀ ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମେଗା କୃଷି ପ୍ରଦର୍ଶନୀ ‘କୃଷି ଓଡ଼ିଶା ୨୦୨୧’କୁ ଉଦ୍‌ଘାଟନ କରିବେ। ଫିକି ସହଯୋଗରେ ରାଜ୍ୟ କୃଷି ଓ କୃଷକ…

ଆଜି ପ୍ରକାଶ ପାଇବ ଜେଇଇ ମେନ୍ ରେଜଲ୍ଟ

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଜେଇଇ ମେନ୍ ରେଜଲ୍ଟ। ସମଗ୍ର ଦେଶରୁ ୬ ଲକ୍ଷ ୬୧ ହଜାର ୭୭୬ ଜଣ ପିଲା ମେନ୍ ପରୀକ୍ଷା ଦେଇଥିଲେ। ପରୀକ୍ଷା ଫଳ jeemain.nta.nic.in ଓ nta.ac.in ୱେବସାଇଟରେ ଉପଲବ୍ଧ ହେବ। ଗତ ଫେବୃଆରୀ ୨୩ରୁ ୨୬ ତାରିଖ ପର୍ଯ୍ୟନ୍ତ ଜେଇଇ ମେନ୍ ପରୀକ୍ଷା ହୋଇଥିଲା। ସୂଚନାଯୋଗ୍ୟ,…

ଆଜି ଉପସ୍ଥାପିତ ହେବ ରାଜ୍ୟ ବଜେଟ୍

ଭୁବନେଶ୍ବର: ଆଜି ରାଜ୍ୟ ବଜେଟ୍। ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଆଜି ବିଧାନସଭାରେ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଧାନ କିଣା ପ୍ରସଙ୍ଗରେ ୨ ଘଣ୍ଟିଆ ଆଲୋଚନା ପରେ ଅପରାହ୍ନ ଅଧିବେଶନରେ ବଜେଟ୍ ଉପସ୍ଥାପନ ହୋଇପାରେ ସୂଚନା ମିଳିଛି। ଅନ୍ୟପକ୍ଷରେ ଶନିବାର ଅର୍ଥନୈତିକ ସର୍ଭେ…

ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି…

ପୁରୀ: ଆଜି ଅପରାହ୍ଣରେ ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ନିଳାଦ୍ରି ଭକ୍ତ ନିବାସରେ ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅପରାହ୍ଣ ୫ଟାରେ ଏହି ବୈଠକ ଅନୁଷ୍ଠିତ ହେବ ବୋଲି କୁହାଯାଇଛି। ତେବେ ଜାତୀୟ ସ୍ମାରକୀ ପ୍ରାଧିକରଣ (ଏନଏମଏ) ପ୍ରସ୍ତାବିତ ଉପନିୟମ ଉପରେ ନିନ୍ଦା…

ଆଜି ବର୍ଷର ଶେଷ ଚନ୍ଦ୍ର ଗ୍ରହଣ, ଓଡ଼ିଶାରେ…

ଭୁବନେଶ୍ୱର: ସୋମବାର ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ। ଏହି ଚନ୍ଦ୍ର ଗ୍ରହଣ ଉପଛାୟା ଚନ୍ଦ୍ର ଗ୍ରହଣ। ଜ୍ୟୋର୍ତିବିତ୍‌ଙ୍କ କହିବା ମୁତାବକ, ଏହି ଚନ୍ଦ୍ର ଗ୍ରହଣ ବୃଷଭ ରାଶି ଏବଂ ରୋହିଣୀ ନକ୍ଷେତ୍ରରେ ଲାଗିବ। ଦିନ ଗୋଟାଏ ୨ ମିନିଟ ୨୨ ସେକେଣ୍ଡରେ ଆରମ୍ଭ ହୋଇ ଅପରାହ୍ନ ୫ଟା ୨୩ ମିନିଟ ୨୨ ସେକେଣ୍ଡ…

ଆଜି ପବିତ୍ର ଅଁଳା ନବମୀ, ରାଧାପାଦ ଦର୍ଶନ…

ପୁରୀ: ଆଜି ହେଉଛି ପବିତ୍ର ଅଁଳା ନବମୀ। ପ୍ରତିବର୍ଷ ପୁରୀ ସାକ୍ଷୀଗୋପାଳ ସ୍ଥିତ ଗୋପୀନାଥ ମନ୍ଦିରରେ ଶ୍ରୀରାଧାଙ୍କ ପାଦ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ହୁଏ। ହେଲେ ଚଳିତ ବର୍ଷ କରୋନା କଟକଣା ଯୋଗୁଁ ରାଧା ପାଦ ଦର୍ଶନ ବନ୍ଦ ହୋଇଛି। ରାଧାପାଦ ଦର୍ଶନ ଉପରେ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ।…

ଆଜିଠୁ ଏହି ସହରରେ ରାତ୍ରୀକାଳୀନ କର୍ଫ୍ୟୁ…

ଅହମ୍ମଦାବାଦ: କରୋନା ସ୍ଥିତି ଦିନକୁ ଦିନ ସାଂଘାତିକ ହେଉଥିବା ବେଳେ ପୁଣି ଥରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ହେବାକୁ ଯାଉଛି। କରୋନା ସ୍ଥିତିକୁ ଦେଖି ଗୁଜରାଟ ଅହମ୍ମଦାବାଦରେ ଆଜିଠୁ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରାଯାଇଛି। ରାତ୍ର ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରିବାକୁ…

ଆଜିଠୁ ଆଇପିଏଲ୍‌-୧୩ ସଂସ୍କରଣ ଆରମ୍ଭ,…

ଆବୁଧାବି: ବହୁ ପ୍ରତୀକ୍ଷାର ଅନ୍ତ ପରେ ଆଜି ୟୁନାଇଟେଡ୍‍ ଆରବ ଏମିରେଟ୍‍ସ (ୟୁଏଇ)ରେ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍)ର ୧୩ଶ ସଂସ୍କରଣ। ଆଇପିଏଲ୍‍ ହେଉଛି ବିଶ୍ୱର ସବୁଠାରୁ ଧନଶାଳୀ ତଥା ଲୋକପ୍ରିୟ ଟ୍ୱେଣ୍ଟି-୨୦ କ୍ରିକେଟ୍‍ ଲିଗ୍‍। ବିଶ୍ୱର ୧୦ରୁ ଅଧିକ ଦେଶର ଖେଳାଳି…

ଆଜିଠୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

ଭୁବନେଶ୍ୱର: ଆଜିଠୁ ଚଳିତ ବର୍ଷର ମାଟ୍ରିକ ସପ୍ଲିମେଣ୍ଟାରୀ ଏବଂ ମୁକ୍ତ ବିଦ୍ୟାଳୟ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ। କରୋନା ମହାମାରୀ ପାଇଁ ସପ୍ଲିମେଣ୍ଟାରୀ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ କରାଯାଇଛି। ଚଳିତ ବର୍ଷର ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷାରେ ୨୨ ହଜାର ୬୪୯ ଜଣ ଛାତ୍ରଛାତ୍ରୀ ଏବଂ ୧୨ ହଜାର…

ଆଜି ପ୍ରକାଶ ପାଇପାରେ ଜେଇଇ ମେନ୍‌ ଫଳାଫଳ

ଭୁବନେଶ୍ବର: ଆଜି ପ୍ରକାଶ ପାଇପାରେ ଜେଇଇ ମେନ୍‌ ୨୦୨୦ର ପରୀକ୍ଷା ଫଳ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଆଜି ଜେଇଇ ମେନ୍‌ ଫଳ ଘୋଷଣା କରିବ ବୋଲି ଆଶା କରାଯାଉଛି। ବିଭାଗୀୟ ୱେବସାଇଟରେ ଫଳାଫଳ ପ୍ରକାଶ ପାଇପାରେ। ଏନଟିଏ-ଜେଇଇର ୱେବସାଇଟ https://jeemain.nta.nic.in/ ଲିଙ୍କରେ ଫଳାଫଳ ଦେଖିବେ।…