Odisha Link
Bridging the Missing Links in Odisha
Browsing Tag

village

ଗାଁରେ ହାତୀ ଆତଙ୍କ, ଗ୍ରାମବାସୀ ଭୟଭୀତ

ବାଲେଶ୍ବର: ଚାଷଜମି ନଷ୍ଟ କରୁଛନ୍ତି ହାତୀପଲ। କେବଳ ସେତିକି ନୁହେଁ ଗ୍ରାମବାସୀଙ୍କ ନିଦ ହଜେଇଛି ହାତୀ ପଲ। ବାରମ୍ବାର କୁଳଡିଡା ଅଭ୍ୟାୟରଣ୍ୟରୁ ହାତୀମାନେ କାନପୁର, ରାଇପୁର, ଢୋଲପୁର ଇତ୍ୟାଦି ଅଞ୍ଚଳର ଚାଷ ଜମି ନଷ୍ଟ କରି ଦେଉଛନ୍ତି। ଯାହାକୁ ନେଇ ଗ୍ରାମବାସୀ ଚିନ୍ତାରେ । ଏଭଳି ଘଟଣା ବାରମ୍ବାର…

ଗାଁକୁ ନାହିଁ ଭଲ ରାସ୍ତା, ଧାନତଳି ରୋଇ…

ମାଲକାନଗିରି: ଗାଁକୁ ନାହିଁ ଭଲ ରାସ୍ତା। ବାରମ୍ବାର ଅଭିଯୋଗ କରିବା ପରେ ବି ଶୁଣୁନି ପ୍ରଶାସନ। ଯାହାଫଳରେ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି ଗ୍ରାମବାସୀ। କାଦୁଅ ରାସ୍ତାରେ ଧାନତଳି ରୋଇ ପ୍ରତିବାଦ କରିଛନ୍ତି ଗ୍ରାମବାସୀ। ମାଲକାନଗିରି ସଦର ବ୍ଲକସ୍ଥ ଆଦିବାସୀ ଅଧ୍ୟୁଷିତ ଭୀମାରାଙ୍ଗିଣି ଗ୍ରାମରେ…

କୂଳ ଲଂଘିଲା ସମୁଦ୍ର, ଜନବସତି ଆଡ଼କୁ ମାଡ଼ି…

ଜଗତସିଂହପୁର: କୂଳ ଲଂଘିଲା ସମୁଦ୍ର। ଜନବସତି ଆଡ଼କୁ ମାଡ଼ି ଆସିଲା ସମୁଦ୍ର। ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍‌ ଶିଆଳି ନିକଟରେ ଆଜି ଜନବସତି ଆଡ଼କୁ ପ୍ରାୟ ୧୦୦ ମିଟର ମାଡ଼ି ଆସିଛି ସମୁଦ୍ର ଜଳ। ଯାହାରିଫଳରେ ସମୁଦ୍ର ନିକଟବର୍ତ୍ତୀ ଫଳରେ ପଦ୍ମପୁର,ଶିଆଳି, ରାମତରା ଓ କଳାବେଦୀ ଆଦି ଗାଁର ଲୋକ ମାନେ…

କେନାଲ ବନ୍ଧ ଭାଙ୍ଗି ଗାଁ ଜଳମଗ୍ନ

ନିଆଳି: କେନାଲ ବନ୍ଧ ଭାଙ୍ଗି ଘରେ ପଶିଲା କେନାଲ ପାଣି। ନିଆଳି ଜଳସମ୍ପଦ ଉପଖଣ୍ଡ ଅଧିନ କାକଟପୁର ବ୍ରାଞ୍ଚ କେନାଲର ଉତ୍ତରପାର୍ଶ୍ଵ ବନ୍ଧ ଭାଙ୍ଗିଯାଇଛି। ବନ୍ଧ ଭାଙ୍ଗିବା ଦ୍ୱାରା ବରିମୁଣ୍ଡ ଗାଁ ମଧ୍ୟରେ କେନାଲ ପାଣି ପଶି କୃତିମ ବନ୍ୟା ପରିସ୍ଥିତି ଦେଖା ଦେଇଛି। ଗ୍ରାମବାସୀ ଏବେ ଜଳବନ୍ଦୀ ହୋଇ…

କରୋନା ମୁକାବିଲା: ଗ୍ରାମବାସୀଙ୍କ ନିଆରା…

ନବରଙ୍ଗପୁର: ମହାମାରୀ କରୋନା ଭାଇରସ ଦିନକୁ ଦିନ ବିଶ୍ବବାସୀଙ୍କ ପାଇଁ ଚିନ୍ତା ବଢ଼ାଉଛି। କରୋନା କବଳରୁ କିଭଳି ସାଧାରଣ ଜନତା ରକ୍ଷା ପାଇ ପାରିବେ ସେଥିପାଇଁ କେନ୍ଦ୍ର ସରକାର ଓ ସମସ୍ତ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହାରି ମଧ୍ୟରେ ଏକ ସଚେତନତା ମୂଳକ ଖବର ନବରଙ୍ଗପୁର ଜିଲ୍ଲାରେ ଦେଖିବା…

ଆଜିଠୁ ଏପ୍ରିଲ ୧୪ ଯାଏ ଦାନଗହିର ଓ ଜୟପୁର…

ପୁରୀ: ଆଜିଠୁ ଏପ୍ରିଲ ୧୪ ଯାଏ ପୁରୀ ଜିଲ୍ଲା ପିପିଲି ବ୍ଲକ୍‌ ଦାନଗହିର ଓ ଜୟପୁର ଗାଁ ସଟ୍‌ ଡାଉନ୍। ଏନେଇ ଘୋଷଣା କରିଛି ପୁରୀ ଜିଲ୍ଲା ପ୍ରଶାସନ। ଗାଁରେ ଜଣେ ବ୍ୟକ୍ତିଙ୍କ ଠାରେ କରୋନା ପଜିଟିଭ୍ ମିଳିବା ପରେ ଏହି ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ। ଜିଲ୍ଲାପାଳଙ୍କ ଘୋଷଣା…

ବିନିକାରେ ଜଣ୍ଡିସ ଆତଙ୍କ

ଭବନେଶ୍ବର: ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ୍‌ ଅନ୍ତର୍ଗତ ଏସ୍‌. ରାମପୁର ଗାଁରେ ଜଣ୍ଡିସ ଆତଙ୍କ ଦେଖା ଦେଇଛି । ଅଭିଯୋଗ ଆସିଛିକି ଗାଁର ଆଠଜଣ ଜଣ୍ଡିସରେ ଆକ୍ରାନ୍ତ ହୋଇଛି।ସେମାନଙ୍କ ମଧ୍ୟରୁ ୭ ଜଣ ଶିଶୁ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଦୁଇ ଜଣଙ୍କୁ ବୁର୍ଲା ମେଡିକାଲକୁ ଚିକିତ୍ସା…