Odisha Link
Bridging the Missing Links in Odisha
Daily Archives

December 2, 2019

ଦେଶର ଉର୍ଜା ସୁରକ୍ଷାକୁ ହାସଲ କରିବା…

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଠାରେ ଭାରତୀୟ ପେଟ୍ରୋଲିୟମ ଶିଳ୍ପ ସଂଘ(ଏଫଆଇପିଆଇ)ର ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ବାର୍ଷିକ ସମ୍ମିଳନୀ ଓ ପୁରସ୍କାର ବିତରଣ ୨୦୧୯ କାର୍ଯ୍ୟକ୍ରମରେ ଯୋଗଦେଇ ଦେଶର ଉର୍ଜା ସୁରକ୍ଷାକୁ ହାସଲ କରିବା ପାଇଁ କାମ କରିବାକୁ ପେଟ୍ରୋଲିୟମ ଶିଳ୍ପର ଅଧିକାରୀ ତଥା ବିଶେଷଜ୍ଞମାନଙ୍କୁ…

“ମୁଁ ନିର୍ବଳ ନୁହେଁ, ମୁଁ…

ନୂଆଦିଲ୍ଲୀ: ଦେଶର ଅର୍ଥନୀତି ଦିନକୁ ଦିନ କମିବାରେ ଲାଗିଛି। ଅନ୍ୟପକ୍ଷରେ ଅର୍ଥନୀତି ଦୁର୍ବଳ ଯୋଗୁ ସମସ୍ତେ ଅର୍ଥମନ୍ତ୍ରୀଙ୍କୁ ଦାୟୀ କରୁଛନ୍ତି। ଅର୍ଥନୀତି ଦୁର୍ବଳକୁ ନେଇ ଆଜି ଗୃହରେ ଆଲୋଚନା ମଧ୍ୟ ହୋଇଥିଲା। ଆଜିର ଆଲୋଚନା ବେଳେ ସଂସଦରେ କଂଗ୍ରେସର ନେତା ଅଧୀର ରଞ୍ଜନ ଚୌଧୁରୀ ନିର୍ମଳା ସୀତାରମଣଙ୍କୁ…

ରାହୁଲ ବଜାଜଙ୍କ ପ୍ରଶ୍ନର ଉତ୍ତର ଦେଲେ…

ନୂଆଦିଲ୍ଲୀ: ଆଜି ସଂସଦରେ ଶିଳ୍ପପତି ରାହୁଲ ବଜାଜଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସରକାରଙ୍କୁ ପ୍ରଶ୍ନ ଓ ସମାଲୋଚନା କରିବାକୁ ଲୋକେ କାହିଁକି ଡରୁଛନ୍ତି ବୋଲି ଗତକାଲି ରାହୁଲ ବାଜାଜ ପ୍ରଶ୍ନ କରିଥିଲେ। ଆଜି ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାର ଜବାବ…

ପୁରୀରେ ଲଜ୍ଜା : ପୀଡ଼ିତା କହିଲେ ୨ ଜଣ…

ପୁରୀ: ସାରା ଦେଶରେ ହାଇଦ୍ରାବାଦ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଭଳି ସଙ୍ଗୀନ ମାମଲାକୁ ଉଠୁଥିବା ପଡୁଥିବା ବେଳେ ଓଡିଶାରୁ ସାମ୍ନାକୁ ଆସିଛି ଗଣଦୁଷ୍କର୍ମର ଆଉ ଏକ ସାଂଘାତିକ ଅଭିଯୋଗ। ନିମାପଡାରୁ ଉଠାଇ ନେଇ ପୁରୀଠାରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଆଉ ସବୁଠାରୁ…

ପୁରୀରେ ଲଜ୍ଜ୍ୟା, ପାପ ପଛରେ ରକ୍ଷକ

ପୁରୀ: ସାରା ଦେଶରେ ହାଇଦ୍ରାବାଦ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଭଳି ସଙ୍ଗୀନ ମାମଲାକୁ ଉଠୁଥିବା ପଡୁଥିବା ବେଳେ ଓଡିଶାରୁ ସାମ୍ନାକୁ ଆସିଛି ଗଣଦୁଷ୍କର୍ମର ଆଉ ଏକ ସାଂଘାତିକ ଅଭିଯୋଗ। ନିମାପଡାରୁ ଉଠାଇ ନେଇ ପୁରୀଠାରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଆଉ ସବୁଠାରୁ…

ଶ୍ରୀମନ୍ଦିର ପାଇଁ ସ୍ୱେଚ୍ଛାକୃତ ଭାବେ…

ଭୁବନେଶ୍ବର: ସ୍ୱେଚ୍ଛାକୃତ ଭାବରେ ପୁରୀ ସହରରେ ସଂଗ୍ରହ ହେଲା ପ୍ରାୟ ୭୫ ପ୍ରତିଶତ ଘରୋଇ ଜମି। ଯାହା ମନ୍ଦିର ନିରାପତ୍ତା ବଳୟ ପାଇଁ ମିଳିଛି ଅଦ୍ଭୁତପୂର୍ବ ସମର୍ଥନ। ଆଉ ଜମି ପ୍ରଦାନକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାପ୍ରଭୁ ଓ ତାଙ୍କ…

ମହିଳାଙ୍କ ସୁରକ୍ଷା ପାଇଁ କମିଶନରେଟ୍‌…

ଭୁବନେଶ୍ବର: ରାଜ୍ୟ ସମେତ ସାରା ଦେଶରେ ହଇଛଇ ସୃଷ୍ଟି କରିଛି ହାଇଦ୍ରାବାଦରେ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା। ଏଭଳି ଘଟଣାକୁ ନେଇ ସାରା ଦେଶରେ ତୀବ୍ର ହୋଇଛି ପ୍ରତିବାଦର ସ୍ୱର। ଦୋଷୀଙ୍କୁ କଡ଼ା ଦଣ୍ଡ ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି। ଏହି ସମୟରେ ମହିଳାଙ୍କ ସୁରକ୍ଷା ନେଇ…

ରାଜ୍ୟସ୍ତରୀୟ ଶିଶୁଯତ୍ନ ଅନୁଷ୍ଠାନ ସମୁହ…

ଭୁବନେଶ୍ବର: ଶିଶୁଯତ୍ନ ଅନୁଷ୍ଠାନର ଅନ୍ତେଃବାସୀମାନେ ମଧ୍ୟ କିଛି କମ୍ ନୁହନ୍ତି, ସରକାରଙ୍କ ଦ୍ୱାରା ନିଆଯାଇଥିବା ବିବିଧ ପଦକ୍ଷେପର ଫଳ ସ୍ୱରୂପ ସେମାନେ ଆଜି କ୍ରୀଡା କ୍ଷେତ୍ରରେ ମଧ୍ୟ ନିଜର ଦକ୍ଷତା ପ୍ରତିପାଦିଦ କରିଛନ୍ତି ବୋଲି ଆଜି ହୈାସଲା – ୨୦୧୯ର ଉଦ୍ଯାପନୀ ଉତ୍ସବରେ ମତ ପ୍ରକାଶ ପାଇଛି ।…

ବିଶ୍ୱ ଏଡ୍‌ସ ଦିବସରେ “ଜୀବନ ବିନ୍ଦୁ”…

ଭୁବନେଶ୍ବର: ଆଜି ବିଶ୍ୱ ଏଡ୍‌ସ ଦିବସ ଉପଲକ୍ଷେ ଭୁବନେଶ୍ୱର ସ୍ଥିତ ବ୍ଲାଇଣ୍ଡ ଆସୋସେସନ ହଲରେ ବିଜୁ ଛାତ୍ର ଜନତା ଦଳ, ରାଜ୍ୟ ସାଧାରଣ ସମ୍ପାଦକ ବିଶ୍ୱ ପ୍ରତାପ ସାହୁଙ୍କ ନେତୃତ୍ୱରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଏହି “ଜୀବନ ବିନ୍ଦୁ” କାର୍ଯ୍ୟକ୍ରମ ରେ ୨୮୮ ୟୁନିଟ ରକ୍ତ ସଂଗୃହିତ ହୋଇଛି। ବିଜୁ…

ଏନସିପି ଟାର୍ଗେଟରେ ମୋଦି, କହିଲା ଯଦି…

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ରୋଚନକ ମୋଡ ଆଣିଛି ବିଜେପି ନେତା ଅନନ୍ତ ହେଗଡେଙ୍କ ମନ୍ତବ୍ୟ। ଯାହାକୁ ନେଇ ରାଜନୀତି ଥମିବାର ନାଁ ଧରୁନି। ଯାହାକୁ ନେଇ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛି ଏନସିପି। ଏନସିପିର ମୁଖପାତ୍ର ନବାବ ମଲ୍ଲିକ କହିଛନ୍ତି ଯେ, ରାଜ୍ୟ ସରକାର ପାଇଁ ଆସିଥିବା ୪୦ ହଜାର କୋଟି…