Odisha Link
Bridging the Missing Links in Odisha
Daily Archives

December 2, 2019

ଏନଆରସି ପ୍ରସଙ୍ଗ: ବିରୋଧୀଙ୍କୁ ଜବାବ…

ରାଞ୍ଚି: ଏନଆରସି ପ୍ରସଙ୍ଗକୁ ନେଇ ତେଜିଲା ରାଜନୀତି। ଆଜି ଲୋକସଭାରେ କଂଗ୍ରେସ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଅନୁପ୍ରବେଶକାରୀ କହିଥିଲେ। ଯାହାଫଳରେ ପାଲଟା ଜବାବ ରଖିଛନ୍ତି ଅମିତ ଶାହ। ଏନଆରସି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ…

ଯୋଗାଣ ମନ୍ତ୍ରୀଙ୍କ ‘ପିଆଜ’ ଆଶ୍ୱାସନା,…

ଭୁବନେଶ୍ବର: ଆଗାମୀ ଦିନରେ ରାଜ୍ୟରେ କମିବ ପିଆଜ ଦର। ଡିସେମ୍ବର ଶେଷ ଆଡକୁ ପିଆଜ ଦର କମିବା ନେଇ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ସୂଚନା। ଡିସେମ୍ବର ଶେଷ ସପ୍ତାହରେ କିମ୍ବା ଜାନୁୟାରୀ ପ୍ରଥମ ଆଡକୁ ନୂଆ ପିଆଜ ବାହାରିବ ଆଉ ତାହା ବଜାରକୁ ଆସିବ। ଫଳରେ ରାଜ୍ୟରେ ପିଆଜ ଦର ମନକୁମନ କମିବ…

୨୦୨୦ ଅଣ୍ଡର୍‌-୧୯ ବିଶ୍ୱକପ୍ ପାଇଁ…

ନୂଆଦିଲ୍ଲୀ: ଅଣ୍ଡର୍‌-୧୯ ବିଶ୍ୱକପର ୧୩ଶ ସଂସ୍କରଣ ଆସନ୍ତାବର୍ଷ ଜାନୁଆରୀ ୧୭ରୁ ଫେବୃଆରୀ ୭ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ଆୟୋଜିତ ହେବ। ଏଥିପାଇଁ ୪ଥରର ବିଜେତା ଭାରତ ୨୦୨୦ ଅଣ୍ଡର୍‌-୧୯ ବିଶ୍ୱକପ୍ ପାଇଁ ୧୫ ଜଣିଆ ସ୍କ୍ୱାଡ୍ ଘୋଷଣା କରିଛି। ଭାରତୀୟ ଅଣ୍ଡର-୧୯ର ମଙ୍ଗ ସମ୍ଭାଳିବେ ଉତ୍ତର…

ଚଳଚ୍ଚିତ୍ର ଉତ୍ସବ ଓ ଫଟୋ ପ୍ରଦର୍ଶନୀ…

ଭୁବନେଶ୍ୱର : ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ଅବସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଇଡ୍‌କଲ୍‌ ଅଡିଟୋରିୟମ୍‌ରେ ଆଜିଠାରୁ ଆରମ୍ଭ ହୋଇଛି ୨ ଦିନିଆ ଚଳଚ୍ଚିତ୍ର ଉତ୍ସବ ସାଙ୍ଗକୁ ଫଟୋ ପ୍ରଦର୍ଶନୀ । ପୂର୍ବାହ୍ନରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଭାସ୍କରଜ୍ୟୋତି…

ବାଚସ୍ପତିଙ୍କ ସହ କେନ୍ଦ୍ର ଲଳିତକଳା…

ଭୁବନେଶ୍ୱର : ଲଳିତ କଳା ଏକାଡେମୀ, ନୂଆଦିଲ୍ଲୀର ଭୁବନେଶ୍ୱରଠାରେ ଥିବା ଆଞ୍ଚଳିକ କେନ୍ଦ୍ରରେ ରିସର୍ଚ୍ଚ ସ୍କୋଲାର ଭାବରେ ଯୋଗଦେଇଥିବା ୫ ଜଣ ଛାତ୍ରଛାତ୍ରୀ ଆଜି ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ତାଙ୍କ କାର୍ଯ୍ୟଳୟ ପ୍ରକୋଷ୍ଠରେ ସୌଜନ୍ୟ ସାକ୍ଷାତ କରିଛନ୍ତି । ବାଚସ୍ପତି ଡ. ପାତ୍ର ସେମାନଙ୍କୁ…

ସାରଥୀଙ୍କ ଗୁମର ଖୋଲିଲେ ଆଇପିଏସ୍ ଅରୁଣ…

ଭୁବନେଶ୍ବର: ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଚର୍ଚ୍ଚାରେ ସାରଥୀ ବାବା ତଥା ସଞ୍ଜୟ ରାଉଳ। କାରଣ ବରିଷ୍ଠ ଆଇପିଏସ୍‌ ଅରୁଣ ବୋଥ୍ରାଙ୍କ ପାଇଁ ପୁଣିଥରେ ଚର୍ଚ୍ଚାରେ ସାରଥୀ ବାବା। ସାରଥୀ ବାବାଙ୍କୁ ନେଇ ରୋଚକ ତଥ୍ୟ ଦେଇଛନ୍ତି ଅରୁଣ ବୋଥ୍ରା।…

ପ୍ରିୟଙ୍କାଙ୍କୁ ମିଳିଛି ଏକ ବଡ଼ ଖୁସି ଖବର

ମୁମ୍ବାଇ: ବଲିଉଡ଼ ଷ୍ଟାର ପ୍ରିୟଙ୍କା ଚୋପ୍ରା ନିଜକୁ ଦକ୍ଷ ଅଭିନେତ୍ରୀ ଭାବେ ଗଢ଼ି ତୋଳିଛନ୍ତି । ସେ ନିଜ ଅଭିନୟର ଯାଦୁରେ ବଲିଉଡ଼ ସହ ହଲିଉଡ଼ରେ ମଧ୍ୟ ଦର୍ଶକ ଙ୍କ ମନ କିଣିନେଇଛନ୍ତି । ପ୍ରିୟଙ୍କା ଡ଼ିସେମ୍ବର ୧ ୨୦୧୮ ରେ ହଲିଉଡ଼ ଷ୍ଟାର ନିକ୍ ଙ୍କୁ ବିବାହ କରିଥିଲେ । ଦୁହିଁଙ୍କର ବିବାହ ଗତ ବର୍ଷ…

ବୁଲେଟ ଟ୍ରେନ ଯୋଜନାର ହେବ ସମୀକ୍ଷା:…

ମୁମ୍ବାଇ: ବିଜେପିଠୁ ଦୁରେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହୋଇଥିବା ଉଦ୍ଧବ ଠାକରେ ନରେନ୍ଦ୍ର ମୋଦିଙ୍କ ସ୍ବପ୍ନ ଉପରେ ରୋକ ଲଗାଇଛନ୍ତି।। ଭାରତରେ ବୁଲେଟ ଟ୍ରେନ୍‌ ପ୍ରକଳ୍ପ ଆରମ୍ଭ କରିବାକୁ ମୋଦି ଯେଉଁ ସ୍ୱପ୍ନ ଦେଖିଥିଲେ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହେବା ପରେ ଏହା ଉପରେ ରୋକ ଲଗାଇଛନ୍ତି। ଏଥିସହ ଏହି…

ଅଯୋଧ୍ୟା ମାମଲା ପୁଣି ସୁପ୍ରିମକୋର୍ଟରେ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଅଯୋଧ୍ୟା ମାମଲା ପୁଣି ଥରେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଗତ ନଭେମ୍ବର ୯ ତାରିଖରେ ଅଯୋଧ୍ୟା ମାମଲାର ଶୁଣାଣି ସୁପ୍ରିମକୋର୍ଟ କରିଥିଲେ। ତେବେ ଆଜି(ସୋମବାର) ଏହି ରାୟକୁ ଚ୍ୟାଲେଞ୍ଜ କରାଯାଇଛି। ଆଜି ରାୟର ପୁନର୍ବିଚାର ଲାଗି ଜମିୟତ ଉଲେମା-ଏ-ହିନ୍ଦ ନାମକ ମୁସଲମାନ ସଂଗଠନ…

ହରଭଙ୍ଗା ବିଡିଓ ନିଲମ୍ବିତ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବିଡିଓ ରବୀନ୍ଦ୍ର ଶତପଥୀଙ୍କୁ ଆଜି କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗାଇଡ଼୍‍ଲାଇନ୍‍ ନ ମାନିବାରୁ ରାଜ୍ୟ ସରକାର ତାଙ୍କ ପ୍ରତି ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡ଼ିଛି। ତାଙ୍କ ସହ ୨ ଜଣ ସରପଞ୍ଚଙ୍କୁ ମଧ୍ୟ ନିଲମ୍ବନ…