Odisha Link
Bridging the Missing Links in Odisha
Daily Archives

December 17, 2019

ପୁଲିସ୍‌-ଛାତ୍ରଛାତ୍ରୀ ଆକ୍ରମଣ ଘଟଣା:…

ମୁମ୍ବାଇ: ବିବାଦୀୟ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ସାରା ଦେଶରେ ବିରୋଧ ଦେଖାଯାଉଛି। ଅନ୍ୟପଟେ ବିରୋଧରେ ଆନ୍ଦୋଳନ କରୁଥିବା ଜାମିଆ ଓ ଆଲିଗଡ଼ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଉପରେ ପୁଲିସ୍‌ର ଆକ୍ରମଣକୁ ସାରା ଦେଶ ବିରୋଧ କରିଛି। ଏଭଳି ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ମହାରାଷ୍ଟ୍ର…

ଜନସାଧାରଣଙ୍କୁ ବିଭ୍ରାନ୍ତ କରୁଛନ୍ତି…

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଦେଶର ବିଭିନ୍ନ ଅଞ୍ଚଳରେ ଲାଗି ରହିଛି ଆନ୍ଦୋଳନ। ଏନେଇ ପ୍ରଧାନମନ୍ତ୍ରୀ ଦେଶରେ ଶାନ୍ତି ବଜାୟ ରଖିବା ନେଇ ଜନସାଧାରଣଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି। ହେଲେ ସ୍ଥିତି ସୁଧୁରୁନାହିଁ। ଆଜି ଏନେଇ ବିରୋଧୀ ଦଳ ଗୁଡ଼ିଙ୍କୁ କଡ଼ା ସମାଲୋଚନା କରିଛନ୍ତି…

ବିହାର ମୁଖ୍ୟମନ୍ତ୍ରୀ ନିଖୋଜ, ଲାଗିିଲା…

ପାଟନା: ନାଗରିକତା ସଂଶୋଧନ ଆଇନ୍‌ (ସିଏଏ)କୁ ନେଇ ସାରା ଦେଶରେ ଜଳୁଛି ନିଆଁ। ଉତ୍ତର-ପୂର୍ବ ଭାରତ ସହ ଦେଶର ବିଭିନ୍ନ ସ୍ଥାନରେ ପ୍ରତିବାଦ ଦେଖିବାକୁ ମିଳିଛି। ଏଥିରୁ ବିହାର ମଧ୍ୟ ବାଦ ପଡ଼ିନି। ହେଲେ ବିହାରରେ ସିଏଏକୁ ନେଇ ଭିନ୍ନ ଢ଼ଙ୍ଗରେ ଦେଖିବାକୁ ମିଳିଛି ପ୍ରତିବାଦ। ଅନ୍ୟପଟେ ବିହାର ମୁଖ୍ୟମନ୍ତ୍ରୀ…

ନକଲି ଶିକ୍ଷକ ନିଲମ୍ବିତ

ଭଦ୍ରକ: ଜାଲ ପ୍ରମାଣପତ୍ର ଦେଇ ଚାକିରି ଅଭିଯୋଗରେ ଶିକ୍ଷକ ନିଲମ୍ବିତ ହୋଇଛନ୍ତିି। ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆପତିରା ୟୁଜିଏମଇ ସ୍କୁଲର ସରକାରୀ ଶିକ୍ଷକ ନିଲମ୍ବିତ ହୋଇଥିବା ସୂଚନା ମିଳିଛି। ଶିକ୍ଷକ ବିଶ୍ବନାଥ ସେଠୀଙ୍କୁ ନିଲମ୍ବିତ କରିଛନ୍ତି ବନ୍ତ ବ୍ଲକ ଶିକ୍ଷାଅଧିକାରୀ। ଜାଲ୍‌ ସିଟି…

୧୦୦୦ ବିଶିଷ୍ଟ ହେଉ ଲୋକସଭା ଆସନ ସଂଖ୍ୟା:…

ନୂଆଦିଲ୍ଲୀ: ଲୋକସଭା ଆସନ ସଂଖ୍ୟା ୫୪୩ରୁ ୧୦୦୦ କରିବାକୁ ପ୍ରସ୍ତାବ ଦେଇଛନ୍ତି ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ ପ୍ରଣବ ମୁଖାର୍ଜୀ। ଏଥିସହିତ ରାଜ୍ୟସଭାରେ ସଦସ୍ୟ ସଂଖ୍ୟା ମଧ୍ୟ ବଢ଼ାଯିବା ଦରକାର ଏବଂ ଦେଶର ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଏହା ଜରୁରୀ ବୋଲି ସେ କହିଛନ୍ତି। ଦିଲ୍ଲୀଠାରେ ଇଣ୍ଡିଆ…

ନିର୍ଭୟା ଶୁଣାଣିରେ ଟ୍ୱିଷ୍ଟ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଆସିଛି ଏକ ଜବରଦସ୍ତ ଟ୍ୱିଷ୍ଟ। ଦୋଷୀ ସାବ୍ୟସ୍ତ ହୋଇଥିବା ଅକ୍ଷୟ କୁମାର ସିଂହ ଠାକୁର କରିଥିବା ରିଭ୍ୟୁ ପିଟିସନର ଶୁଣାଣିରୁ ହଠାତ୍‌ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସଏ ବୋବଡେ ଓହରି ଯାଇଛନ୍ତି। ଫଳରେ ଏବେ ଅକ୍ଷୟର ରିଭ୍ୟୁ ପିଟିସନ…

ହୋଟେଲରେ ଅସଦାଚରଣ!

ଭୁବନେଶ୍ବର: ବଙ୍ଗୀୟ ମହିଳାଙ୍କୁ ଅସଦାଚରଣ। ଲକ୍ଷ୍ମୀସାଗର ଅଞ୍ଚଳର ଏକ ହୋଟଲରେ ମହିଳା ଜଣଙ୍କୁ ଅସସାଚରଣ କରାଯାଛି। ଏନେଇ ଲକ୍ଷ୍ମୀସାଗର ଥାନରେ ଏତଲା ଦେଇଛନ୍ତି ଉକ୍ତ ମହିଳା। ଏହି ଅଧାରରେ ଲକ୍ଷ୍ମୀସାଗର ଥାନା ପୋଲିସ ହୋଟେଲର ମ୍ୟାନେଜର ଓ କର୍ମଚାରୀଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଛି।

ଓଡ଼ିଶାରେ ‌ଲୁଚିଛି ଦୁଷ୍କର୍ମକାରୀ ଶିକ୍ଷକ

ଭୁବନେଶ୍ବର: ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ପରେ ଦୁଷ୍କର୍ମ କରିଥିବା ଅଭିଯୁକ୍ତ ଶିକ୍ଷକ ଓଡ଼ିଶାରେ ଲୁଚିଛି। ଏଭଳି ଆଶଙ୍କା କରି ସିବିଆଇ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଚିଠି ଲେଖିଛି। ଯଦି ଏଭଳି ଶିକ୍ଷକ ସେଠାରେ ଚାକିରି କରୁଛି ବା ଟ୍ୟୁସନ କରୁଛି ତେବେ ତୁରନ୍ତ ତାକୁ ସିବିଆଇ ଜିମା ଦେବା…

ରାଉରକେଲା ପାଇଁ ୬୦୦ କୋଟି

ଭୁବନେଶ୍ବର: ୨୦୧୮ ହକି ବିଶ୍ବକପ୍ ପରେ ୨୦୨୩ର ହକି ବିଶ୍ବକପ୍ ଆୟୋଜନ ଅଧିକାର ଓଡ଼ିଶାକୁ ମିଳିଛି। ଲଗାତାର ଦୁଇଥର ବିଶ୍ବକପ୍ ଆୟୋଜନ କରିଥିବା ପ୍ରଦେଶରେ ସାମିଲ ହୋଇଛି ଓଡ଼ିଶା। ୨୦୧୮ ବିଶ୍ବକପ୍ ସଂପୂର୍ଣ୍ଣ ଭାବେ ଭୁବନେଶ୍ବରରେ ଖେଳା ଯାଇଥିଲା ବେଳେ ୨୦୨୩ରେ ଖେଳାଯିବାକୁ ଥିବା ବିଶ୍ବକପ୍‌ରେ…

୨୦ରେ ଉନ୍ନାଓ ଦଣ୍ଡାଦେଶ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଉନ୍ନାଓ ବଳାତ୍କାର ମାମଲାର ଶୁଣାଣି ମଙ୍ଗଳବାର ଦିଲ୍ଲୀର ତୀସ୍‌ ହଜାରୀ କୋର୍ଟରେ ହୋଇଛି। କୋର୍ଟ ମାମଲାର ଶୁଣାଣି କରି ରାୟକୁ ସଂରକ୍ଷିତ ରଖିଛନ୍ତି। ଆସନ୍ତା ୨୦ ତାରିଖରେ କୋର୍ଟ ରାୟ ଶୁଣାଇବା ସହିତ ମାମଲାର ଦୋଷୀ ତଥା ବିଜେପିରୁ ବହିଷ୍କୃତ ବିଧାୟକ କୁଲଦୀପ ସେନେଗରଙ୍କ…