Odisha Link
Bridging the Missing Links in Odisha
Daily Archives

December 17, 2019

ଉର୍ଜାର ଆମଦାନୀ ଏବଂ ମୂଲ୍ୟ ସ୍ଥିର…

ମୁମ୍ବାଇ: ଉର୍ଜାର ଆମଦାନୀ ଏବଂ ମୂଲ୍ୟ ସି୍ଥର ରଖିବା ଭାରତୀୟ ବଜାରରେ ସଂପ୍ରତି ଚ୍ୟାଲେଞ୍ଜ ସଦୃଶ ହୋଇଥିବା ବେଳେ ଏହି ଦୁଇଟି ଚ୍ୟାଲେଞ୍ଜକୁ ସାମ୍ନା କରିବାକୁ ଭାରତ ପ୍ରସ୍ତୁତ ବୋଲି ମଙ୍ଗଳବାର ମୁମ୍ବାଇ ଠାରେ ଟାଇମ୍ସ ନାଓ’ର ଭାରତ ଅର୍ଥନୀତି କନକ୍ଲେଭରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ…

ରଣଜୀ ଟ୍ରଫି: ୨୭୧ ରନରେ ଅଲଆଉଟ…

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ଚଳିତ ରଣଜୀ ଟ୍ରଫିର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଥିବା ଓଡ଼ିଶା ଦଳ ତାର ଦ୍ବିତୀୟ ମ୍ୟାଚରେ ସର୍ଭିସେସକୁ ଭେଟିଛି। ପ୍ରଥମ ମ୍ୟାଚ ଭଳି ଦ୍ବିତୀୟ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଛି ଓଡ଼ିଶା। ମ୍ୟାଚର ପ୍ରଥମ ଦିବସରେ ଭେଟେରାନ୍…

ପଟ୍ଟାଙ୍ଗୀରେ ଶାନ୍ତିପୂର୍ଣ୍ଣ ଭାବେ…

କୋରାପୁଟ: ନାଲ୍‌କୋକୁ ପଟ୍ଟାଙ୍ଗୀ ବକ୍ସାଇଟ୍ ଖଣିର ଆବଣ୍ଟନପରେ ଏହାର ପରିବେଶ ମଞ୍ଜୁରୀ ନିମନ୍ତେ ଏକ ଜନଶୁଣାଣୀ ଆଜି ଶାନ୍ତି ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ପଟ୍ଟାଙ୍ଗୀ ଷ୍ଟାଡିଅମ୍ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସହସ୍ରାଧିକ ସଂଖ୍ୟାରେ ପଟ୍ଟାଙ୍ଗୀ ବ୍ଲକ୍‌ର ଜନସାଧାରଣ ଅଂଶଗ୍ରହଣ…

ଶକ୍ତି ବିଭାଗର ୫’ଟି’…

ଭୁବନେଶ୍ବର: ଶିଳ୍ପ, ଶକ୍ତି, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଗୃହମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟ ଶଙ୍କର ମିଶ୍ର ଆଜି ପୂର୍ବାହ୍ନରେ ଖାରବେଳ ଭବନସ୍ଥିତ ଶକ୍ତି ବିଭାଗ ସମ୍ମିଳନୀକକ୍ଷଠାରେ ଓଡ଼ିଶା ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିଥିବା ୫ ‘ଟି’ ଯୋଜନା ସଂପର୍କିତ ସମୀକ୍ଷା ବୈଠକ କରିଛନ୍ତି।…

ରାଜ୍ୟରେ ଆର୍ଥିକ ଅନ୍ତୁର୍ଭୁକ୍ତିକରଣ…

ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ୫ ‘ଟି’ ଯୋଜନାର ସଫଳ ରୂପାୟନ ପାଇଁ ଆଜି ମଧୁସୂଦନ ଦାସ ଆଞ୍ଚଳିକ ବିତ୍ତୀୟ ପରିଚାଳନା ଏକାଡେମୀର ଓ୍ବେବସାଇଟର ଅର୍ଥ, ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ପ୍ରଶିକ୍ଷଣରତ ଅଫିସରମାନଙ୍କର ଭୌତିକ ତଥା ଶାରୀରିକ ବିକାଶ ନିମନ୍ତେ ଏକ ନୂତନ…

ଭାରତ ଶର୍ମା କିଏ?, ପୁଲିସ୍‌ ଦେଲା…

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଜନତା। ଏହି ବିକ୍ଷୋଭ ପ୍ରଦର୍ଶନକୁ ନେଇ ବିଭିନ୍ନ ଖବର ଓ ଭିଡିଓ ଏବେ ସୋଶାଲ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ହେଲେ ଏହାର ସତମିଛ ପରଖିବା ଆଗରୁ ବିଭିନ୍ନ ବ୍ୟକ୍ତି ଏସବୁକୁ ଶେୟାର କରିବାରେ…

ଅଚିନ୍ତାରେ ମୁଖ୍ୟମନ୍ତ୍ରୀ :ପ୍ରଦିପ୍ତ…

ଭୁବନେଶ୍ବର: ରାଜ୍ୟରେ ଯେଉଁଭଳି ଭାବେ ମହିଳା ବିରୋଧୀ ହିଂସା ବିଶେଷ ଭାବରେ ବଳାକ୍ରାର ବଢିବାରେ ଲାଗିଛି ଦେଖିଲେ ଲାଗୁଛି ଯେ ରାଜ୍ୟରେ ଗୃହ ବିଭାଗ ନାହିଁ । ରାଜ୍ୟରେ ପୋଲିସ ବିଭାଗ କାମ କରୁନାହିଁ । ଅପରାଧୀମାନଙ୍କର ଆଉ ପୋଲିସ ପ୍ରତି ଭୟ ନାହିଁ । ମହିଳା ବିରୋଧୀ ହିଂସାର ବିଚାର ପାଇଁ ଆନ୍ଧ୍ରପ୍ରଦେଶରେ…

କଂଗ୍ରେସ ଉପରେ ବର୍ଷିଲେ ମୋଦି, ଦେଲେ…

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ନାଗରିକତା ସଂଶୋଧନ ଆଇନକୁ ନେଇ ଚାରିଆଡ଼େ ଜଳାପୋଡ଼ା ଜାରିରହିଛି। କଂଗ୍ରେସ ସମେତ ଅନେକ ଦଳ ଏହି ଆଇନକୁ ଖୋଲାଖୋଲି ବିରୋଧ କରୁଛନ୍ତି। ଏହି ଆଇନରେ ମୁସଲିମ୍ ଧର୍ମର ଲୋକଙ୍କୁ ସ୍ଥାନ ମିଳିନଥିବାରୁ ଏହାକୁ ଅସାମ୍ବିଧାନିକ ଓ ଭାରତର ଧର୍ମନିରପେକ୍ଷତା ପ୍ରତି କୁଠାରଘାତ…

ରାଜ୍ୟ କ୍ୟାବିନେଟ୍‌ରେ ୮ଟି ପ୍ରସ୍ତାବକୁ…

ଭୁବନେଶ୍ୱର: ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ ବୈଠକରେ ମୋଟ ୮ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କ୍ୟାବିନେଟ ବୈଠକ ପରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ମୁଖ୍ୟ ସଚିବ…

ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ବିରୋଧୀ,…

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଆଜି ସନ୍ଧ୍ୟାରେ ସାକ୍ଷାତ କରିଛନ୍ତି ବିରୋଧି ଦଳ। ନାଗରିକତା ସଂଶୋଧନ ଆଇନ୍‌ ଓ ଜାମିଆ ମିଲ୍ଲିଆ ଇସ୍‌ଲାମିଆ ହିଂସାକୁ ନେଇ ସାକ୍ଷାତ କରିଛନ୍ତି ବିରୋଧୀ ଦଳ। ରାଷ୍ଠ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରି ନାଗରିକତା ସଂଶୋଧନ ଆଇନକୁ ଫେରେଇ ନେବା ପାଇଁ…