Odisha Link
Bridging the Missing Links in Odisha
Daily Archives

January 3, 2020

ଯୁବ ଲେଖକ ଡିଲେଶ୍ୱର ରଣାଙ୍କୁ ତପସ୍ୟା…

ଭବାନୀପାଟଣା: ବର୍ଷ ୨୦୧୯ ପାଇଁ ସମ୍ମାନଜନକ ‘ତପସ୍ୟା ସମ୍ଭାବନା ପୁରସ୍କାର’ ପାଇବେ କଳାହାଣ୍ଡିର ଯୁବ ଲେଖକ ଡିଲେଶ୍ୱର ରଣା । ତପସ୍ୟା ଫାଉଣ୍ଡେସନ୍, ଭୁବନେଶ୍ୱର ଦ୍ୱାରା ଦିଆଯାଉଥିବା ଏହି ପୁରସ୍କାର ବାବଦରେ ସେ ୨୦ ହଜାର ଟଙ୍କା ଅର୍ଥରାଶି ପାଇବେ । ଆସନ୍ତା ଜାନୁଆରୀ ୧୨ ତାରିଖରେ ଭୁବନେଶ୍ୱରରେ ଆୟୋଜିତ…

ଶାସ୍ତ୍ରୀଜୀ ଶିକ୍ଷା ନିକେତନର ଅଷ୍ଟମ…

ଭବାନୀପାଟଣା: ଶାସ୍ତ୍ରୀଜୀ ଶିକ୍ଷା ନିକେତନର ଅଷ୍ଟମ ବାର୍ଷିକ ଉତ୍ସବ ଭବାନୀପାଟଣା ନିକଟସ୍ଥ ଚକ୍ରଧର ନଗର ପରିସରରେ ଉଦଘାଟିତ ହୋଇଯାଇଛି। ତିନିଦିନ ଧରି ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ ଉତ୍ସବ ସମାରୋହର ପ୍ରଥମ ଦିନରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରଙ୍ଗୋଲି ପ୍ରତିଯୋଗିତାରୁ ଆରମ୍ଭ ହୋଇ ବିଜ୍ଞାନମେଳା,…

ଜାନୁଆରୀ ୨୬ରୁ ଆଦିବାସୀ ମେଳା, ହେଲା…

ଭୁବନେଶ୍ବର: ବାର୍ଷିକ ଆଦିବାସୀ ମେଳାର ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ଅଧିକ ବ୍ୟାପକ ଓ ସୁବ୍ୟବସ୍ଥିତ କରିବା ନିମନ୍ତେ ଆଜି ସ୍ଥାନୀୟ ଆଦିବାସୀ ପ୍ରଦର୍ଶନୀ ପଡ଼ିଆ, ୟୁନିଟ୍‌-୧ସ୍ଥିତ ଓ.ଟି.ଡି.ସି ସମ୍ମିଳନୀ କକ୍ଷରେ ଆଦିବାସୀ ମେଳା-୨୦୨୦ ଆୟୋଜନ ସଂପର୍କରେ ଏକ ପ୍ରସ୍ତୁତି ବୈଠକ…

ସର୍ବସାଧାରଣଙ୍କ ପାଇଁ ଆସନ୍ତା ୫ରୁ ଖୋଲିବ…

ଭୁବନେଶ୍ବର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଚଳିତ ବର୍ଷ ରାଜଭବନ ଉଦ୍ୟାନ ସର୍ବସାଧାରଣ ଓ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିବାକୁ ଆବଶ୍ୟକୀୟ ଅନୁମତି ପ୍ରଦାନ କରିଛନ୍ତି। ଏହି କ୍ରମରେ ସର୍ବସାଧାରଣ ଜାନୁଆରୀ ୫ ତାରିଖରୁ ଜାନୁଆରୀ ୨୦ ତାରିଖ ପର୍ଯ୍ୟନ୍ତ ରବିବାର ଓ ଛୁଟିଦିନ ସହିତ ପ୍ରତ୍ୟହ ଅପରାହ୍ନ ୨.୩୦ଟାରୁ…

ଶିକ୍ଷକତାକୁ ଏକ ବୃତ୍ତି ନଭାବି ବ୍ରତ…

ଭୁବନେଶ୍ବର: ଶିକ୍ଷା ଦ୍ୱାରା ସମାଜର ନୂତନ ସୁଯୋଗ ଓ ସମ୍ଭାବନା ସୃଷ୍ଟି ହୋଇ ପାରିବ। ତେଣୁ ଶିକ୍ଷକତାକୁ ଏକବୃତ୍ତି ନଭାବି ବ୍ରତ ଭାବରେ ଗ୍ରହଣ କରିବାକୁ ପଡ଼ିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ପ୍ରକାଶ କରିଛନ୍ତି। ଆଜି…

OPHWC ପରିଦର୍ଶନ ଓ ସମୀକ୍ଷା କଲେ…

ଭୁବନେଶ୍ବର: ଭୁବନେଶ୍ୱରସ୍ଥିତ ଓଡ଼ିଶା ରାଜ୍ୟ ପାlଲିସ୍‌ ହାଉସିଙ୍ଗ୍‌ ଏବଂ ଓ୍ୱlଲ୍‌ଫେୟାର କର୍ପୋରେସନ୍‌ ଲିମିଟେଡ୍‌ (ଓପିଏଚ୍‌ଡବ୍ଲୁ୍ୟସି) କାର୍ଯ୍ୟାଳୟ ପରିଦର୍ଶନ କରି ଗୃହ, ଶକ୍ତି, ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟ ଶଙ୍କର ମିଶ୍ର ଓ ପିଏଚ୍‌ଡବ୍ଲୁ୍ୟସି ଦ୍ୱାରା…

ରାଷ୍ଟ୍ରପତିଙ୍କୁ ଭେଟି ଇଂରାଜୀ ନବବର୍ଷର…

ନୂଆଦିଲ୍ଲୀ/ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ରାଷ୍ଟ୍ରପତି ଭବନ ଗସ୍ତ କରି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ୍ କରିବା ସହ ଇଂରାଜୀ ନବବର୍ଷ ୨୦୨୦ର ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ ରାଷ୍ଟ୍ରପତି କୋବିନ୍ଦଙ୍କ ସହ…

ନୂତନ ଆଇ ପିଆର୍‌ ପ୍ରକାଶନରେ…

ଭୁବନେଶ୍ୱର : ଆଜି ଲୋକସେବା ଭବନ କାର୍ଯ୍ୟାଳୟ ପ୍ରକୋଷ୍ଠଠାରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ୭ଟି ସଂଘର ମୁଖ୍ୟ ଏବଂ କ୍ଷୁଦ୍ର ଶିଳ୍ପର ମୁଖ୍ୟମାନେ ଶିଳ୍ପ, ଶକ୍ତି, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଗୃହ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟ ଶଙ୍କର ମିଶ୍ରଙ୍କୁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ…

ଦେଇଥିବା ମନ୍ତବ୍ୟର ସ୍ପଷ୍ଟତା ରଖିଲେ…

ଭୁବନେଶ୍ବର: ଗତକାଲି କମିସନରେଟ ପୁଲିସ ଏସପିଓ ନିଯୁକ୍ତି ଦେଇଥିଲେ। ଆଜି ଏହାକୁ ନେଇ ପ୍ରଶ୍ନ ଉଠାିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି। ସେ ସମାନତାର କଥା କୁହାଯାଉଥିବା ବେଳେ କାହିଁକି କେବଳ ଯୁବତୀଙ୍କୁ ନିଯୁକ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଏପରିକି ସ୍ୱାମୀ ରୋଷେଇ କରିବା ପ୍ରସଙ୍ଗକୁ ନେଇ…

ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ

ଭୁବନେଶ୍ୱର: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସାଂସ୍କୃତିକ ସଂଘ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଲୋକସେବା ଭବନ ପରିସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମ୍ମିଳନୀ କକ୍ଷଠାରେ ଆୟୋଜିତ ଏହି ଶିବିର ରାଜ୍ୟ ରକ୍ତ ସଂଚାରଣ ପରିଷଦ ଓ କ୍ୟାପିଟାଲ୍‌ ହସ୍‌ ପିଟାଲ୍‌…