Odisha Link
Bridging the Missing Links in Odisha
Daily Archives

January 3, 2020

କମିସନରଙ୍କୁ ପ୍ରଶ୍ନ କଲେ ବିଜେଡି…

ଭୁବନେଶ୍ବର: ଗତକାଲି କମିସନରେଟ ପୁଲିସ ଏସପିଓ ନିଯୁକ୍ତି ଦେଇଥିଲେ। ଆଜି ଏହାକୁ ନେଇ ପ୍ରଶ୍ନ ଉଠାିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି। ମହିଳାଙ୍କ ସୁରକ୍ଷା ନେଇ କେବଳ ମହିଳାଙ୍କୁ ଏସପିଓ ନିଯୁକ୍ତି ନେଇ ଆଜି ପ୍ରଶ୍ନ କରିଛନ୍ତି ଲେନିନ। ସେ ଏନେଇ ଆଜି କକମିସନରଙ୍କୁ ଏକ ମେସେଜ କରିଛନ୍ତି। ସେ…

୮୮୬୬୨୮୮୬୬୨ରେ ମିସଡ କଲ୍‍ ଦେବାକୁ…

ଯୋଧପୁର : ନାଗରିକତା ସଂଶୋଧିତ ଆଇନ ଲାଗୁହେବା ଦ୍ୱାରା ସଂଖ୍ୟାଲଘୁ ମାନଙ୍କର କ୍ଷତି ହେବା ନେଇ ବିରୋଧୀ ଦଳ ଅପପ୍ରଚାର ଚଳାଇଥିବାବେଳେ ଏହି ପ୍ରସଙ୍ଗରେ କଠୋର ହୋଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହା। ଆଜି ଯୋଧପୁରରେ ଅନୁଷ୍ଠିତ ଏକ ଜନସଭାରେ ଯୋଗ ଦେଇ ସେ କହିଛନ୍ତି ଯେ ବିରୋଧୀ ଦଳମାନେ ଏକାଠି ହୋଇ ଯେତେ…

ଯୁବକଙ୍କ ପ୍ରେମରେ ପଡ଼ିଲେ ବୃଦ୍ଧା

ୱାଶିଂଟନ୍ : ପ୍ରେମ କରିବା ପାଇଁ ସମୟ ସୀମା ନଥାଏ । ପ୍ରିୟଙ୍କା ଚୋପ୍ରା ନିଜଠୁ ୧୦ ବର୍ଷ ସାନ ନିକ୍ ଙ୍କୁ ବିବାହ ପ୍ରମାଣ କରି ଦେଇଛନ୍ତି । ଏଥିପାଇଁ ପ୍ରିୟଙ୍କାଙ୍କୁ ଅନେକ ପ୍ରକାରର କଥା ଶୁଣିବାକୁ ପଡ଼ିଥିଲା । କିନ୍ତୁ ସେ କାହା ଥାକୁ ଖାତିର ନକରି ନିକଙ୍କୁ ବିବାହ କରିଥିଲେ । ଆମେରିକାର ଲୋକପ୍ରିୟ…

ସିଏଏକୁ ଇଟାଲିରେ ଅନୁବାଦ କରି ରହୁଲଙ୍କୁ…

ଯୋଧପୁର : ନାଗରିକତା (ସଂଶୋଧନ) ଆଇନ ପ୍ରସଙ୍ଗରେ କଠୋର ହୋଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହା। ଯୋଧପୁରରେ ଅନୁଷ୍ଠିତ ଏକ ଜନସଭାରେ ଯୋଗ ଦେଇ ସେ କହିଛନ୍ତି ଯେ ବିରୋଧୀ ଦଳମାନେ ଏକାଠି ହୋଇ ଯେତେ ବିରୋଧ କଲେ ମଧ୍ୟ ବିଜେପି ନାଗରିକତା (ସଂଶୋଧନ) ଆଇନକୁ ନେଇ ପଛକୁ ହଟିବ ନାହିଁ । ବିରୋଧୀ ଦଳମାନେ ଯେତେ ଭୁଲ…

ମୋଦିଙ୍କ ଗଡ଼ ସମ୍ଭାଳିବେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ଆସନ୍ତା ୫ ତାରିଖରୁ ଭାରତୀୟ ଜନତା ପାର୍ଟି ଆରମ୍ଭ କରିବ ଘର-ଘର ସମ୍ପର୍କ ଅଭିଯାନ। ଏଥିପାଇଁ ବିଜେପି ପକ୍ଷରୁ ଆଜି ଘୋଷଣା କରାଯାଇଛି। ବିଜେପିର ଘର-ଘର ସମ୍ପର୍କ ଅଭିଯାନରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବଡ ଦାୟିତ୍ୱ । ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରଣାସୀ ଦାୟିତ୍ୱରେ ଧର୍ମେନ୍ଦ୍ର ପ୍ରଧାନ।…

ପୋଲିସ କ୍ୱାଟର ସାଜିଛି ଭୋଗଶାଳା :ବିଜେପି

ଭୁବନେଶ୍ୱର : ରାଜ୍ୟରେ ମହିଳାମାନେ ସୁରକ୍ଷିତ ନାହାଁନ୍ତି । ପ୍ରତିଦିନ ମହିଳାଙ୍କ ସହ ଦୁଷ୍କର୍ମ, ଅସଦାଚରଣ ଏବଂ ଘରୋଇ ହିଂସା ବୃଦ୍ଧି ପାଇବାରେ ଲାଗିଛି । ଯିଏ ମହିଳାଙ୍କୁ ସୁରକ୍ଷା ଯୋଗାଇବା କଥା ସେହି ପୋଲିସ ଆଜି ଭକ୍ଷକ ସାଜିଛି । ଅନ୍ୟପଟେ ରାଜ୍ୟସରକାର ୫-ଟି ଏବଂ ମୋ ସରକାର ଦ୍ୱାହି ଦେଇ ବାହା ବାଃ…

ନାଗରିକତା ଆଇନ୍: ପ୍ରତିକ୍ରିୟା ଦେଲେ…

ଭୁବନେଶ୍ବର: ବହୁ ବିବାଦୀୟ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ପ୍ରତିକ୍ରିୟା ଦେଲେ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ। ଏବେ ସୁଦ୍ଧା ଦେଶରେ କିଛି ସ୍ଥାନରେ ସିଏଏକୁ ନେଇ ବିରୋଧୀ ପ୍ରତିବାଦ ସଭା କରୁଛନ୍ତି। ଏହି ସମୟରେ ଶଙ୍କରାଚାର୍ଯ୍ୟଙ୍କ ସିଏଏକୁ ନେଇ ଦେଇଥିବା ବୟାନ…

ଭାରତରୁ ଯାଉଛନ୍ତି ବାଂଲାଦେଶୀ ନାଗରିକ

ଢାକା : ଆସାମରେ ଏନଆରସି ଓ ଏନ୍‌ସିସି ଲାଗୁହେବା ପରେ ଭାରତରେ ବେଆଇନଭାବେ ରହୁଥିବା ବାଂଲାଦେଶୀ ଦଳ ଦଳ କରି ନିଜ ଦେଶକୁ ଫେରିଯାଉଛନ୍ତି। ଗତ ନଭେମ୍ବର ଓ ଡିସେମ୍ବର ମାସରେ ପ୍ରାୟ ୪୪୫ ଜଣ ବାଂଲାଦେଶୀ ଫେରିଯାଇଥିବା ବର୍ଡର ଗାର୍ଡ୍ସ ବାଂଲାଦେଶ (ବିଜିବି)ର ମହାନିର୍ଦ୍ଦେଶକ ମେଜର ଜେନେରାଲ ସଇଫୁନିଲ ଇସଲାମ…

ଗ୍ରାମାଂଚଳରେ ନୂତନ ପାଠାଗାର ସ୍ଥାପନର…

ଭୁବନେଶ୍ୱର : ରାଜ୍ୟ ଜଳ ସଂପଦ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ବାଲିକୁଦା ବ୍ଲକର ଅଢଙ୍ଗା ଗ୍ରାମସ୍ଥିତ “ଦିବାକର ଦାସ ସ୍ମାରକୀ ପାଠାଗାର”କୁ ଉଦଘାଟନ ଭାବେ ଯୋଗଦେଇ ଲୋକାର୍ପିତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ଦାସ କହିଲେ ଯେ, ଏହି ଭଳି ପାଠାଗାର ସ୍ଥାପନ ଗ୍ରାମାଂଚଳରେ…

ଶବ ସତ୍କାର କଲା ବିଧବା ଝିଅ,…

ବଲାଙ୍ଗିର: ଆଜିର ଆଧୁନିକ ଯୁଗରେ ମଧ୍ୟ ଲୋକଙ୍କ ମନରେ ଦାନା ବାନ୍ଧିଛି ଅନ୍ଧବିଶ୍ୱାସ ଓ କୁସଂସ୍କାର। ଯେତେ ସଚେତନ କରିଲେ ମଧ୍ୟ ଲୋକଙ୍କ ଭିତରୁ ଦୂର ହେଉନି ଅନ୍ଧବିଶ୍ୱାସ ଓ କୁସଂସ୍କାର। ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଗୁଡ଼ଭେଳା ବ୍ଲକ ଜଙ୍ଗଲ ପାହାଡ ଘେରା ଘୁନା ଗାଁରେ।…