Odisha Link
Bridging the Missing Links in Odisha
Daily Archives

January 30, 2020

ବିଶ୍ୱ ସ୍ଥାୟୀ ଉର୍ଜା ଏଜେଣ୍ଡାର ନେତୃତ୍ୱ…

ନୂଆଦିଲ୍ଲୀ: ଭାରତ ବିଶ୍ୱ ସ୍ଥାୟୀ ଉର୍ଜା ଏଜେଣ୍ଡାର ନେତୃତ୍ୱ ନେବାରେ ଭାରତ ଆଗାମୀ ଦିନମାନଙ୍କରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଜାରୀ ରଖିବ ଜାରୀ ରଖିବ ବୋଲି ନୂଆଦିଲ୍ଲୀଠାରେ ଟେରି ପକ୍ଷରୁ ଆୟୋଜିତ ବିଶ୍ୱ ସ୍ଥାୟୀ ବିକାଶ ସମ୍ମିଳନୀ ୨୦୨୦ରେ ଯୋଗଦେଇ “ଭବିଷ୍ୟତ ଉର୍ଜାର ରୋଡମ୍ୟାପ୍‌” ପ୍ରସଙ୍ଗ ଉପରେ…

ସଦର୍ଣ୍ଣ ଆର୍ମି କମାଣ୍ଡର ଭାବେ ଦାୟିତ୍ୱ…

ନୂଆଦିଲ୍ଲୀ: ଆଜି ଓଡ଼ିଆ ଲେଫ୍ଟନାଣ୍ଟ ଜେନେରାଲ୍ ଚଣ୍ଡି ପ୍ରସାଦ ମହାନ୍ତି ସଦର୍ଣ୍ଣ ଆର୍ମି କମାଣ୍ଡର ଭାବେ ଦାୟିତ୍ୱ ନେଇଛନ୍ତି। ଆର୍ମିର ସଦର୍ଣ୍ଣ ହେଡକ୍ୱାଟର୍ରେ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯିବା ପରେ ସେ କାର୍ଯ୍ୟାଳୟକୁ ପହଞ୍ଚିଥିଲେ। ପୁଣେରେ ଆଜି ବିଧିବଦ୍ଧ ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି…

ଅଡ଼ୁଆରେ ସାଂସଦ ଅନୁଭବ, ତାଙ୍କ ନାମରେ…

ଭୁବନେଶ୍ବର: ପୁଣିଥରେ ଅଡ଼ୁଆରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି। ନିର୍ବାଚନ ସମୟରେ ପୋଷ୍ଟର ଓ ଫ୍ଲେକ୍ସ ପ୍ରିଂଟ୍ କରି ଟଙ୍କା ଦେଇ ନଥିବା ଅଭିଯୋଗରେ ବଳଦେବ ଆଡ ମିଡିଆ ନାମକ କମ୍ପାନୀ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ନାମରେ ଥାନାରେ ଏତଲା ଦେଇଛନ୍ତି। ବଳଦେବ ଆଡ ମିଡିଆର ମାଲିକ ସ୍ମୃତି…

ସିଏଏ ଅସନ୍ତୋଷ, ଜାମିଆରେ ଫୁଟିଲା ଗୁଳି

ନୂଆଦିଲ୍ଲୀ: ଦିଲ୍ଲୀରେ ସିଏଏ ବିରୋଧୀ ବିରୋଧୀ ପ୍ରଦର୍ଶନ ଥମିବାର ନାଁ ନେଉନାହିଁ। ଆଜି ଜାମିଆ ବିଶ୍ୱବିଦ୍ୟାଳୟ ଅଂଚଳରେ ବିରୋଧ ପ୍ରଦର୍ଶନ ବେଳେ ଜଣେ ଅଜଣା ବ୍ୟକ୍ତି ଖୁଲମାଖୁଲା ଗୁଳି ଚଳାଇଛି। ଏଥିରେ ଜଣେ ଯୁବକ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଗୁଳି ଚଳାଇଥିବା ବ୍ୟକ୍ତି ବାହାରରୁ ଆସିଥିଲା। ଗୁଳି…

ଆତ୍ମସମର୍ପଣ କଲା ମାଓ ନେତା ପୋଗା ସୁରିନ

ରାଉରକେଲା: ରାଉରକେଲା ପୋଲିସ ସହ ସିଆରପିଏଫ ୯ ବାଟାଲିୟନ ନିକଟରେ ଆତ୍ମସମର୍ପଣ କରିଛି ଟପ୍ ମାଓ ନେତା ପୋଗା ସୁରିନ। ଆତ୍ମସମର୍ପଣ କରିଥିବା ମାଓନେତା ପୋଗା ସୁରିନର ଘର ଝାଡ଼ଖଣ୍ଡ ଛୋଟାନଗର ଥାନା ସୋନାପି ଗାଁରେ। ୨୦୧୩ ମସିହାରେ ପୋଗା ସୁରିନ ମାଓ ସଙ୍ଗଠନରେ ଯୋଗଦେଇ ପ୍ରଥମେ ବିଶ୍ରା ଗ୍ରୁପରେ ସକ୍ରିୟ…

ଏ ବର୍ଷ ଲାଗୁ ହେବନି +୨ କଟକଣା

ଭୁବନେଶ୍ବର: ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାରେ ପାସଫେଲ ନେଇ ନିଜ ନିଷ୍ପତିରୁ ଓହରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ। ଚଳିତବର୍ଷ ପ୍ରଥମ ବର୍ଷ ପରୀକ୍ଷାରେ ଫେଲ ହେବେନି ଛାତ୍ରଛାତ୍ରୀ। ଆସନ୍ତାବର୍ଷ ଶିକ୍ଷାବର୍ଷଠାରୁ ଏହା ଲାଗୁ ହେବ। ଆସନ୍ତା ଶିକ୍ଷାବର୍ଷଠାରୁ ପ୍ରଥମ ବର୍ଷ ପରୀକ୍ଷାରେ ୩୩ ପ୍ରତିଶତ…

ଓଡ଼ିଶାରେ ନାହିଁ କରୋନା ଭୂତାଣୁ

ଭୁବନେଶ୍ୱର: ଏଯାଏଁ ଓଡ଼ିଶାରେ କୌଣସି କରୋନା ସନ୍ଦିଗ୍ଧ ନାହାନ୍ତି। କୌଣସି ଜଣେ ହେଲେ ବି କରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇନାହିଁ। ଗୁରୁବାର କରୋନା ମୁକାବିଲା ପାଇଁ କେନ୍ଦ୍ର କ୍ୟାବିନେଟ ସଚିବଙ୍କ ସହ ଭିଡିଓ କନଫରେନ୍ସ ପରେ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି…

ଭାରତର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଭାରତର ପ୍ରଥମ କରୋନା ଆକ୍ରାନ୍ତ କେରଳରେ ଚିହ୍ନଟ ହୋଇଛନ୍ତି। କେରଳରେ ଜଣେ ଛାତ୍ର କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ସମ୍ପୃକ୍ତ ଛାତ୍ର ଜଣକ ଚୀନର ୟୁହାନ ବିଶ୍ୱବିଦ୍ୟାଳୟରେ ପଢୁଥିଲେ। ଚୀନରୁ ଆକ୍ରାନ୍ତ ହୋଇ ସେ କେରଳ ଫେରିଥିବା ଜଣାଯାଇଛି। କରୋନା ଆକ୍ରାନ୍ତ ସମ୍ପୃକ୍ତ…

ଅକ୍ଷୟ ସିଂହର କ୍ୟୁରେଟିଭ୍ ପିଟିସନ୍ ଖାରଜ…

ନୂଆଦିଲ୍ଲୀ: ଚାରି ନିର୍ଭୟା ଦୁଷ୍କର୍ମକାରୀଙ୍କ ମଧ୍ୟରୁ ଅନ୍ୟତମ ଦୋଷୀ ଅକ୍ଷୟ କୁମାର ସିଂହର କ୍ୟୁରେଟିଭ ପିଟିସନକୁ ସୁପ୍ରିମ୍‌ କୋର୍ଟ ଖାରଜ କରିଦେଇଛନ୍ତି। ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍‌ ଏନ୍‌ ଭି ରମନ୍ନାଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ ଅରୁଣ ମିଶ୍ର, ଜଷ୍ଟିସ ଆର ଏଫ୍‌ ନରିମାନ, ଜଷ୍ଟିସ ଆର…

ଟୁରିଷ୍ଟ ଓ ଯାତ୍ରୀବାହୀ ବସ୍‌ ଦୁର୍ଘଟଣା…

କୋଣାର୍କ : ଆଜି କୋଣାର୍କ ପୁରୀ ମେରାଇନ ଡ୍ରାଇଭରେ ଏକ ସଡ଼କ ଦୁର୍ଘଟଣା ହୋଇଛନ୍ତି । ଯାତ୍ରୀବାହୀ ବସ୍‌ ଟି ପର୍ଯ୍ୟଟକ ବସ୍‌ ପଛକୁ ଧକ୍କା ଦେବାରୁ ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣା ରେ ୨୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ଶିଶୁ ଓ ଦୁଇ ଜଣ ମହିଳା ଅଛନ୍ତି । ଆହତ ମାନଙ୍କୁ…