Odisha Link
Bridging the Missing Links in Odisha
Daily Archives

January 30, 2020

ନକ୍ସଲ ସୁମନଙ୍କ ଆତ୍ମସମର୍ପଣ

ରାଉରକେଲା : ଆଜି ରାଉରକେଲା ପୁଲିସ ଏବଂ ସିଆରପିଏଫ୍‌ ୧୯ ବାଟାଲିୟନ୍‌ ନିକଟରେ ପୋଗା ସୁରିନ ଓରଫ ସୁମନ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ସୁମନଙ୍କ ଘର ଝାରଖଣ୍ଡର ଛୋଟା ନାଗରା ଥାନା ଅନ୍ତର୍ଗତ ସୋନାପି ଗାଁରେ। ସେ ୨୦୧୩ ମସିହାରେ ନକ୍ସଲ ସଙ୍ଗଠନରେ ଯୋଗ ଦେଇଥିଲେ। ଏଥିସହ ନକ୍ସଲ ସଙ୍ଗଠନ ନେତା ମିଶିର…

କରଣଙ୍କ ସହ ପୁଣି କାମ କରିବେ ଏହି ନାୟିକା

ମୁମ୍ବାଇ : ବଲିଉଡର ନାମି ଦାମି ନିର୍ଦେଶକ ମାନଙ୍କ ମଧ୍ୟରୁ କରଣ ଜୋହରଙ୍କୁ ସମସ୍ତେ ଜାଣନ୍ତି । ସେ ଅନେକ ହିଟ୍ ସିନେମା ଦେଇଛନ୍ତି । ତେବେ କରଣ ତାଙ୍କ ସିନେମା 'ଫାଇଟର' କୁ ଚିନ୍ତାରେ ପଡ଼ି ଯାଇଛନ୍ତି । ସେ ତାଙ୍କ ସିନେମାର କିଏ ନାୟିକା ହେବ ନେଇ ଅଡୁଆରେ ପଡ଼ିଯାଇଛନ୍ତି । ତେବେ କରଣ ପ୍ରଥମେ…

ଘୁଞ୍ଚିପାରେ ନିର୍ଭୟା ଦୋଷୀଙ୍କ ଫାଶି!

ନୂଆଦିଲ୍ଲୀ: ନିର୍ଭୟା କାଣ୍ଡର ଦୋଷୀଙ୍କ ଫାଶି ଘୁଞ୍ଚିବା ନେଇ ଆଶଙ୍କା ପ୍ରକାଶ ପାଇଛି। କାରଣ ଫାଶି ଘୁଞ୍ଚାଇବାକୁ ଦୋଷୀଙ୍କ ଓକିଲ ଦିଲ୍ଲୀ କୋର୍ଟ ଯାଇଛନ୍ତି। ନିର୍ଦ୍ଧାରିତ ଫେବୃଆରୀ ୧ ଉପରେ ରହିତାଦେଶ ପାଇଁ ଦୋଷୀଙ୍କ ଓକିଲ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ନିର୍ଭୟା କାଣ୍ଡର ୪ ଜଣ ଦୋଷୀଙ୍କୁ ଫେବୃଆରୀ…

ମଦ ମାଫିଆ ମାମୁ ଓ ଭଣଜା ଗିରଫ

ଭୁବନେଶ୍ୱର: ନକଲି ବିଦେଶୀ ମଦ ମାଫିଆ ଗ୍ୟାଙ୍ଗର ମୁଖ୍ୟ ମାମୁ ଓ ଭଣଜାଙ୍କୁ ଗିରଫ କରାଯାଇଛି। କଟକ ଅବକାରୀ ବିଭାଗ ପକ୍ଷରୁ ବାଲେଶ୍ୱରରୁ ଚଢଉ କରି ସେମାନଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ମାମୁ ସୁରେଶ ମହାନ୍ତି ଓ ଭଣଜା ଅଜିତ ମହାନ୍ତି। ଅବକାରୀ ବିଭାଗ ନକଲି ମଦ କାରଖାନା ସହ ମଦ ତିଆରି ସରଞ୍ଜାମ ଜବତ…

ସସପେଣ୍ଡ ହେଲେ କଙ୍କଡ଼ାହାଡ଼ ଆଇଆଇସି

ଭୁବନେଶ୍ୱର: ଢେଙ୍କାନାଳ ଜିଲ୍ଲାରେ ପୁଣି ଜଣେ ପୁଲିସ ଅଧିକାରୀଙ୍କୁ ସସପେଣ୍ଡ କରାଯାଇଛି। ସେ ହେଉଛନ୍ତି କଙ୍କଡ଼ାହାଡ଼ ଆଇଆଇସି ପ୍ରମୋଦ କୁମାର ଲେଙ୍କା। ଅନିୟମିତତା ଓ ବିଶୃଙ୍ଖଳିତ ଆଚରଣ ପାଇଁ ତାଙ୍କୁ ସସପେଣ୍ଡ କରାଯାଇଛି। ପୁଲିସ ଡିଜି ଅଭୟ ତାଙ୍କୁ ଉପରୋକ୍ତ କାରଣ ପାଇଁ ସସପେଣ୍ଡ କରିଛନ୍ତି।

ବାର୍ଡ ଫ୍ଲୁ ନିୟନ୍ତ୍ରଣ ସମୀକ୍ଷା ବୈଠକ

ଭୁବନେଶ୍ୱର: ଓୟୁଏଟି ପରିସରରେ ବାର୍ଡ ଫ୍ଲୁ ନିୟନ୍ତ୍ରଣ ନେଇ ସମୀକ୍ଷା କରାଯାଇଛି। ପ୍ରାଣୀସମ୍ପଦ ସଚିବ ଆର. ରଘୁ ପ୍ରସାଦଙ୍କ ଅଧ୍ୟକ୍ଷତାରେ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ସିଡିଭିଓ ଏବଂ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ପରେ ନିଜେ ପ୍ରତିଷେଧକ…

ବିଦ୍ୟୁତ୍ ଆଘାତରେ ଚାଷୀ ମୃତ

ଖଲ୍ଲିକୋଟ: ୧୧କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ଭେଜିପୁଟ ଗାଁ ପାଖ ବିଲରେ ବାଡ଼ ବସାଉଥିବାବେଳେ ଏହି ଅଘଟଣ ଘଟିଛି। ବିଦ୍ୟୁତ୍ ଆଘାତ ପରେ ସମ୍ପୃକ୍ତ ଚାଷୀଙ୍କୁ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ…

ଝିଅକୁ ପିଟିପିଟି ଲହୁଲୁହାଣ କଲା ନୃଶଂସ…

ଉଦଳା: ମୟୁରଭଞ୍ଜ ଜିଲ୍ଲା ଉଦଳା ପାଟ୍ଟଶାଣୀପୁର ପଞ୍ଚାୟତ ଖଲାଡ଼ି ଗାଁରେ ଅଭାବନୀୟ ଘଟଣା ଘଟିଛି। ନିଶାସକ୍ତ ବାପା ଘଟାଇଛି ଅମାନବୀୟ କାଣ୍ଡ। ୮ ବର୍ଷର ଝିଅକୁ ବାଡିରେ ପିଟି ପିଟି ଲହୁଲୁହାଣ କରିଛି ନିର୍ଦ୍ଦୟ ବାପା। ଝିଅର ମୁଣ୍ଡ ଓ ମୁହଁରେ ନିର୍ଦ୍ଦୟ ଭାବରେ ମାଡ଼ ମାରିବା ସହ ଛାତିରେ ଠିଆ ହୋଇଯାଇଥିଲା।…

ବଜ୍ରକାପ୍ତା ଚାଲାଣର ଆଉ ଜଣେ…

ଭୁବନେଶ୍ବର: ବଜ୍ରକାପ୍ତା ଚାଲାଣର ଆଉ ଜଣେ ମାଷ୍ଟରମାଇଣ୍ଡକୁ ଧରିବାରେ ସଫଳ ହୋଇଛି ବନ ବିଭାଗ। ଭୁବନେଶ୍ବର ଗଙ୍ଗନଗରର କୁଖ୍ୟାତ ଦଲାଲ ନୀଳକଣ୍ଠ ନାୟକକୁ ଗୁରୁବାର ବନବିଭାଗ ଗିରଫ କରିଛି।ନୀଳକଣ୍ଠ ହେଉଛି ବଜ୍ରକାପ୍ତା ଚାଲାଣର କିଙ୍ଗପିନ ଅଲ୍ଲୀର ଅନ୍ୟତନ ସହଯୋଗୀ। ନୀଳକଣ୍ଠକୁ ଗିରଫ ପରେ ବନବିଭାଗ ଏକତ୍ର…

ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୩ ଗିରଫ

ଜଳେଶ୍ବର: ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା ଅନ୍ତର୍ଗତ ସାଇଁପଦା ଗାଁରେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି। ଘଟଣାରେ ୩ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଜଳେଶ୍ବର ଅଞ୍ଚଳର ଜଣେ ସ୍ବାମୀ ପରିତ୍ୟକ୍ତା ମହିଳା ଗତ ୧୭ ତାରିଖ ଅପରାହ୍ନରେ ମଜୁରୀ ଟଙ୍କା ଆଣିବା ପାଇଁ ନିଜ…