Odisha Link
Bridging the Missing Links in Odisha

ସସପେଣ୍ଡ ହେଲେ କଙ୍କଡ଼ାହାଡ଼ ଆଇଆଇସି

ଭୁବନେଶ୍ୱର: ଢେଙ୍କାନାଳ ଜିଲ୍ଲାରେ ପୁଣି ଜଣେ ପୁଲିସ ଅଧିକାରୀଙ୍କୁ ସସପେଣ୍ଡ କରାଯାଇଛି। ସେ ହେଉଛନ୍ତି କଙ୍କଡ଼ାହାଡ଼ ଆଇଆଇସି ପ୍ରମୋଦ କୁମାର ଲେଙ୍କା। ଅନିୟମିତତା ଓ ବିଶୃଙ୍ଖଳିତ ଆଚରଣ ପାଇଁ ତାଙ୍କୁ ସସପେଣ୍ଡ କରାଯାଇଛି। ପୁଲିସ ଡିଜି ଅଭୟ ତାଙ୍କୁ ଉପରୋକ୍ତ କାରଣ ପାଇଁ ସସପେଣ୍ଡ କରିଛନ୍ତି।

Comments are closed.