Odisha Link
Bridging the Missing Links in Odisha

ବାର୍ଡ ଫ୍ଲୁ ନିୟନ୍ତ୍ରଣ ସମୀକ୍ଷା ବୈଠକ

ଭୁବନେଶ୍ୱର: ଓୟୁଏଟି ପରିସରରେ ବାର୍ଡ ଫ୍ଲୁ ନିୟନ୍ତ୍ରଣ ନେଇ ସମୀକ୍ଷା କରାଯାଇଛି। ପ୍ରାଣୀସମ୍ପଦ ସଚିବ ଆର. ରଘୁ ପ୍ରସାଦଙ୍କ ଅଧ୍ୟକ୍ଷତାରେ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ସିଡିଭିଓ ଏବଂ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ପରେ ନିଜେ ପ୍ରତିଷେଧକ ପୋଷାକ ପିନ୍ଧି ସଚିବ ଓୟୁଏଟି ପୌଲଟ୍ରୀ ଫାର୍ମ ଭିତରକୁ ଯାଇଥିଲେ।

Comments are closed.