Odisha Link
Bridging the Missing Links in Odisha
Browsing Tag

Bird Flu

ଓଡ଼ିଶାରେ ନାହିଁ ବାର୍ଡ ଫ୍ଲୁ ଲକ୍ଷଣ,…

ଭୁବନେଶ୍ୱର: ଓଡ଼ିଶାରେ ନାହିଁ ବାର୍ଡ ଫ୍ଲୁ ଲକ୍ଷଣ। ଏନେଇ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ କୁହାଯାଇଛି। ନିକଟରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଆର. ରଘୁପ୍ରସାଦଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକରୁ ଏହା ଜଣାପଡିଛି। ପ୍ରାୟ ୧୨,୩୬୯ ବହିରାଗତ ପକ୍ଷୀଙ୍କ ନମୁନା ସଂଗ୍ରହ…

ବାର୍ଡ ଫ୍ଲୁ ଆଶଙ୍କା, ଖୋର୍ଦ୍ଧାରେ ଶହ ଶହ…

ଭୁବନେଶ୍ୱର: ଦେଶର ଅଧିକାଂଶ ରାଜ୍ୟରେ ଚିନ୍ତା ବଢ଼ାଇଛି ବାର୍ଡ ଫ୍ଲୁ। ବାର୍ଡ ଫ୍ଲ କାରଣରୁ ବିଭିନ୍ନ ରାଜ୍ୟର ଲକ୍ଷ ଲକ୍ଷ ପକ୍ଷୀ ମରି ପଡିଥିବାର ଦେଖିବାକୁ ମିଳୁଛି। ଗତକାଲି ରାଜ୍ୟରେ ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ହୋଇନାହିଁ ବୋଲି ମୁଖ୍ୟ ଶାସନ ସଚିବ ସ୍ପଷ୍ଟ କରିଥିଲେ। ମାତ୍ର ଖୋର୍ଦ୍ଧା ଜିଲ୍ଲାରେରେ ଶହ…

ଓଡ଼ିଶାରେ ନାହିଁ ବାର୍ଡ ଫ୍ଲୁ: ମୁଖ୍ୟ…

ଭୁବନେଶ୍ୱର: ଦେଶର ଅନେକ ଅଧିକାଂଶ ରାଜ୍ୟରେ ଚିନ୍ତା ବଢ଼ାଇଛି ବାର୍ଡ ଫ୍ଲୁ। ବାର୍ଡ ଫ୍ଲ କାରଣରୁ ବିଭିନ୍ନ ରାଜ୍ୟର ଲକ୍ଷ ଲକ୍ଷ ପକ୍ଷୀ ମରି ପଡିଥିବାର ଦେଖିବାକୁ ମିଳୁଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ମଧ୍ୟ ପରୀକ୍ଷା ହୋଇଥିଲା। ରାଜ୍ୟରେ ପରୀକ୍ଷା ହୋଇଥିବା ୧୧ ହଜାର ନମୁନା ନେଗେଟିଭ୍ ଆସିଛି। ଏନେଇ…

ବାର୍ଡ ଫ୍ଲୁ ପାଇଁ ୧୫ ଦିନ ବନ୍ଦ ରହିବ…

ଭୋପାଳ: ଡ଼ରେଇଲାଣି ବାର୍ଡ ଫ୍ଲୁ। ଏବେ ବିଭିନ୍ନ ରାଜ୍ୟରେ ବାର୍ଡ ଫ୍ଲୁ ଆତଙ୍କ ଦେଖାଦେଲାଣି। କେରଳ ଠାରୁ ଆରମ୍ଭ କରି ମଧ୍ୟପ୍ରଦେଶ, ଗୁଜରାଟ, ରାଜସ୍ଥାନ ଓ ହିମାଚଳ ପ୍ରଦେଶରେ ଶହଶହ ସଂଖ୍ୟାରେ ପକ୍ଷୀଙ୍କ ଶରୀରରୁ ବାର୍ଡ ଫ୍ଲୁ ଭୂତାଣୁ ଠାବ ହୋଇଛି। ଏଥିପାଇଁ ବିଭିନ୍ନ ରାଜ୍ୟ ସରକାରମାନେ ହାଇଆଲର୍ଟ ଜାରି…

ବାର୍ଡ ଫ୍ଲୁ ନିୟନ୍ତ୍ରଣ ସମୀକ୍ଷା ବୈଠକ

ଭୁବନେଶ୍ୱର: ଓୟୁଏଟି ପରିସରରେ ବାର୍ଡ ଫ୍ଲୁ ନିୟନ୍ତ୍ରଣ ନେଇ ସମୀକ୍ଷା କରାଯାଇଛି। ପ୍ରାଣୀସମ୍ପଦ ସଚିବ ଆର. ରଘୁ ପ୍ରସାଦଙ୍କ ଅଧ୍ୟକ୍ଷତାରେ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ସିଡିଭିଓ ଏବଂ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ପରେ ନିଜେ ପ୍ରତିଷେଧକ…

ବାର୍ଡ ଫ୍ଲୁ ସଂକ୍ରମଣ ରୋକିବା ପାଇଁ…

ଭୁବନେଶ୍ୱର : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର କୁକ୍କୁଟ ପ୍ରଜନନ ଓ ଗବେଷଣା କେନ୍ଦ୍ରରେ ବାର୍ଡ ଫ୍ଲୁର ଭୂତାଣୁ ଚିହ୍ନଟ ହୋଇଛି । ଏଥିରେ ବହୁ ସଂଖ୍ୟାରେ କୁକୁଡ଼ା ମରିଥିବାର ଜଣା ପଡ଼ିଛି । ସମ୍ଭାବ୍ୟ ବାର୍ଡ ଫ୍ଲୁ ଭୂତାଣୁ ମଣିଷକୁ ସଂକ୍ରମିତ ନହେବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ…

ବାର୍ଡ ଫ୍ଲୁ: ଆଜିଠୁ କୁକୁଡା ମରା…

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ବାର୍ଡ ଫ୍ଲୁ ଆତଙ୍କ। ଏଥିପାଇଁ ଆଜିଠୁ ଆରମ୍ଭ ହେବ କୁକୁଡା ମରା ଅଭିଯାନ। ବାର୍ଡ ଫ୍ଲୁର କେନ୍ଦ୍ରସ୍ଥଳ ଓୟୁଏଟି ଠାରୁ ୧ କିଲୋମିଟର ବ୍ୟାସାର୍ଦ୍ଧ ଭିତରେ ଯାଏଁ କୁକୁଡା ମରା ଅଭିଯାନ ଚାଲୁ ରହିବ। ତେବେ କୁକୁଡା ମରା ପାଇଁ ୧୨ଟି ଟିମ ଗଠନ ହୋଇଛି। ୭ଟି ଟିମ କୁକୁଡା…