Odisha Link
Bridging the Missing Links in Odisha
Browsing Tag

IIC Suspended

ଜଳେଶ୍ବର ଥାନା ଆଇଆଇସି ନିଲମ୍ବିତ

ଭୁବନେଶ୍ବର: ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଆଇଆଇସି ନିଲମ୍ବିତ। ପୁଲିସ-ଡ୍ରଗ୍ସ ବ୍ୟବସାୟୀ ଅଡିଓ ଭାଇରାଲ ମାମଲାରେ ପୁଲିସ୍ ଡିଜି ଅଭୟ ଏପରି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି। ଜଳେଶ୍ବର ଥାନା ଆଇଆଇସି ଧନେଶ୍ବର ସାହୁଙ୍କୁ ପୁଲିସ ଡିଜି ଅଭୟ ନିଲମ୍ବନ କରିଛନ୍ତି। ଏ ନେଇ ଟୁଇଟ୍‌ କରି ସୂଚନା…

ସସପେଣ୍ଡ ହେଲେ କଙ୍କଡ଼ାହାଡ଼ ଆଇଆଇସି

ଭୁବନେଶ୍ୱର: ଢେଙ୍କାନାଳ ଜିଲ୍ଲାରେ ପୁଣି ଜଣେ ପୁଲିସ ଅଧିକାରୀଙ୍କୁ ସସପେଣ୍ଡ କରାଯାଇଛି। ସେ ହେଉଛନ୍ତି କଙ୍କଡ଼ାହାଡ଼ ଆଇଆଇସି ପ୍ରମୋଦ କୁମାର ଲେଙ୍କା। ଅନିୟମିତତା ଓ ବିଶୃଙ୍ଖଳିତ ଆଚରଣ ପାଇଁ ତାଙ୍କୁ ସସପେଣ୍ଡ କରାଯାଇଛି। ପୁଲିସ ଡିଜି ଅଭୟ ତାଙ୍କୁ ଉପରୋକ୍ତ କାରଣ ପାଇଁ ସସପେଣ୍ଡ କରିଛନ୍ତି।