Odisha Link
Bridging the Missing Links in Odisha
Daily Archives

February 21, 2020

ସିଏଏ ଓ ଏନଆରସିକୁ ନେଇ ମୋଦି ସରକାରଙ୍କୁ…

ନୂଆଦିଲ୍ଲୀ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଥମ ଥର ପାଇଁ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ସାକ୍ଷାତକାର ସମୟରେ ଉଦ୍ଧବଙ୍କ ପୁଅ ତଥା ବିଧାୟକ ଆଦିତ୍ୟ ଠାକରେ ମଧ୍ୟ ଉପସ୍ଥିତ ଥିଲେ। ମୋଦିଙ୍କ ଲୋକକଲ୍ୟାଣ ମାର୍ଗ ସ୍ଥିତି ବାସଭବନରେ…

AIIMSର ଦାଦାଗିରି, ଭୁବନେଶ୍ବରରେ ହିନ୍ଦୀ…

ଭୁବନେଶ୍ବର: ଆଜି ସାରା ବିଶ୍ବରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହେଉଥିବା ବେଳେ ଭୁବନେଶ୍ବର ସ୍ଥିତ ସର୍ବଭାରତୀୟ ଭେଷଜ ବିଜ୍ଞାନ ପ୍ରତିଷ୍ଠାନ(AIIMS)ର ଭାଷା ବିଦ୍ବେଷ ସାମନାକୁ ଆସିଛି। ଡାକ୍ତରଖାନା ପରିସରରେ ସମସ୍ତ ସରକାରୀ କାର୍ଯ୍ୟ ହିନ୍ଦୀରେ କରିବା ଲାଗି କର୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି।…

ଚର୍ଚ୍ଚାରେ ଜେମିସନ୍‌ , ବିରାଟଙ୍କୁ…

ୱେଲିଂଟନ୍‌: ଆଜିଠୁ ଆରମ୍ଭ ହୋଇଛି ଭାରତ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ। ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଟିମ୍‌ ଇଣ୍ଡିଆ ୫ ଓ୍ବିକେଟ ହରାଇ ୧୨୨ରନ କରିଛି। ନ୍ୟୁଜିଲାଣ୍ଡର ଯୁବ ପେସ୍ ବୋଲର କାଇଲ୍ ଜେମିସନ୍ ଟେଷ୍ଟ କ୍ରିକେଟରେ ଡ୍ରିମ୍ ଡେବ୍ୟୁ କରିଛନ୍ତି। ଜେମିସନ୍ ଟେଷ୍ଟ କ୍ରିକେଟରେ ନିଜର ପ୍ରଥମ…

ମାଗଣାରେ ମିଳିବ ପ୍ଲାଟଫର୍ମ ଟିକେଟ୍ ,…

ନୂଆଦିଲ୍ଲୀ: ଆପଣ ଆପଣଙ୍କର ବନ୍ଧୁ କିମ୍ବା ପରିଜନ ଲୋକଙ୍କୁ ଛାଡିବା ପାଇଁ ବା ଭେଟିବା ପାଇଁ ରେଳ ଷ୍ଟେସନ ଭିତରକୁ ଯାହାନ୍ତି ତେବେ ଆପଣଙ୍କୁ ଏଥିପାଇଁ ୧୦ ଟଙ୍କା ଦେଇ ଆଉ ପ୍ଲାଟଫର୍ମ ଟିକେଟ୍ କାଟିବାକୁ ପଡିଥାଏ। ଆଉ ପ୍ଲାଟଫର୍ମ ଟିକେଟ୍ କାଟିବାକୁ ପଡିବ ନାହିଁ। କାରଣ ଏଣିକି ମାଗଣାରେ ମିଳିବ ପ୍ଲାଟଫର୍ମ…

ମହିଳା ଟି-୨୦ ବିଶ୍ୱକପ: ପ୍ରଥମ ମ୍ୟାଚରେ…

ସିଡନୀ: ଆଜିଠୁ ଆରମ୍ଭ ହୋଇଛି ମହିଳା ଟି-୨୦ କ୍ରିକେଟ ମହାସମର। ପ୍ରଥମ ମ୍ୟାଚରେ ଟିମ୍‌ ଇଣ୍ଡିଆ ଆଜି ଦମଦାର ପ୍ରଦର୍ଶନ କରିଛି। ଟିମ୍‌ ଅଷ୍ଟ୍ରେଲିଆକୁ ୧୭ ରନ୍‌ରେ ପରାସ୍ତ କରି ଭାରତ ବିଜୟ ଅଭିଯାନ ଆରମ୍ଭ କରିଛି। ଭାରତର ବିଜୟରେ ସ୍ପିନର ପୂନମ ଯାଦବଙ୍କ ସ୍ମରଣୀୟ ଭୂମିକା ରହିଛି। ପୂନମ ମାତ୍ର ୧୯ ରନ୍…

ଭୁବନେଶ୍ବର ମହାନଗର ନିଗମ କାର୍ଯ୍ୟାଳୟରେ…

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ କାର୍ଯ୍ୟାଳୟ ପରିସରରେ ଲାଗିଛି ତାମିଲ ଭାଷାରେ ସୂଚନା ଫଳକ। ଗୋଟିଏ ସ୍ଥାନରେ ନୁହେଁ ବିଭିନ୍ନ ସ୍ଥାନରେ ଓଡ଼ିଆ ଭାଷାରେ ଲିଖିତ ସୂଚନା ଫଳକରେ ଇଂରାଜୀ, ହିନ୍ଦୀ ଭାଷା ସାଙ୍ଗକୁ ତାମିଲ ଭାଷା ମଧ୍ୟ ଦେଖିବାକୁ ମିଳିଛି। ଭୁବନେଶ୍ବର ୟୁନିଟ୍‌ ୯ରେ ନିର୍ମାଣ ଚାଲିଛି…

ଫରେଷ୍ଟ ଗାର୍ଡଙ୍କ ଗିରଫ ଦାବିରେ ଦୁଧିଆଣି…

କରଞ୍ଜିଆ: କରଞ୍ଜିଆ ବନଖଣ୍ଡ ଦୁଧିଆଣି ରେଞ୍ଜ ଅଫିସ୍ ଘେରାଉ କରିବା ସହ ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ। ଜଣେ ଗର୍ଭବତୀ ମହିଳା ଓ ଅନ୍ୟ ଜଣେ ବୃଦ୍ଧାଙ୍କୁ ଦୁଧିଆଣି ଫରେଷ୍ଟ ଗାର୍ଡ ମାଡ ମାରିବା ସହ ଉଠ ବସ କରିବା ଅଭିଯୋଗ ହୋଇଥିଲା। ଏହାର ପ୍ରତିବାଦରେ ଗ୍ରାମବାସୀ ରାସ୍ତା ଅବରୋଧ କରିଛନ୍ତି।…

୨୦୨୦ରେ ‘ନୀତୀଶ ବଧ’ ହେବ:…

ବୈଶାଳୀ: ଚଳିତବର୍ଷ ଶେଷ ଆଡ଼କୁ ହୋଇପାରେ ବିହାର ବିଧାନସଭା ନିର୍ବାଚନ। ଏଥିପାଇଁ ଏବେଠୁ ବିହାରରେ ଦେଖିବାକୁ ମିଳୁଛି ଦଳୀୟ କାର୍ଯ୍ୟକ୍ରମ। ଏହାରି ମଧ୍ୟରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ନେତା ଏବଂ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କ ପୁଅ ତେଜ ପ୍ରତାପ…

ଆଗରୁ ଟ୍ରମ୍ପ୍ କହିଥିଲେ ୭୦ ଲକ୍ଷ, ଏବେ…

ଓ୍ୱାଶିଂଟନ: ଆସନ୍ତା ୨୪ରେ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହି ସମୟରେ ଅହମଦାବାଦ ବିମାନ ବନ୍ଦରରୁ ମୋଟେରା ଷ୍ଟାଡିୟମ୍‌ ମଧ୍ୟରେ ୧ କୋଟି ଲୋକ ଉପସ୍ଥିତ ରହି ତାଙ୍କୁ ସ୍ୱାଗତ କରିବେ ବୋଲି ସେ କହିଛନ୍ତି। ଏହା ପୂର୍ବରୁ ସେ କହିଥିଲେ ଯେ ତାଙ୍କୁ ୭୦ ଲକ୍ଷ ଲୋକ…

ବିଜେଡିର ଜିଲ୍ଲା ସଭାପତି କିଏ କେଉଁଠି…

ଭୁବନେଶ୍ୱର: ଆଜି ବିଜେଡି ଜିଲ୍ଲା ସଭାପତି ତାଲିକା ଘୋଷଣା ହୋଇଛି। ୩୩ଟି ସାଂଗଠନିକ ଜିଲ୍ଲା ପାଇଁ ଘୋଷଣା କରାଯାଇଥିବା ଏହି ତାଲିକାରେ ୧୪ଟି ପୁରୁଣା ମୁହିଁ ଥିବା ବେଳେ ୧୯ଟି ନୂଆ ମୁହଁ ରହିଛି। ଭୁବନେଶ୍ୱରରେ ଅନନ୍ତ ନାରାୟଣ ଜେନାଙ୍କୁ ଜିଲ୍ଲା ସଭାପତି କରାଯାଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ପାଇଁ…