Odisha Link
Bridging the Missing Links in Odisha

ବଲିଉଡ ସିନେମାକୁ ପ୍ରଶଂସା କଲେ ଟ୍ରମ୍ପ

ମୁମ୍ବାଇ : ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଭାରତ ସହ ବନ୍ଧୁତା ସ୍ଥାପନକରିବା ପାଇଁ ଆସୁଛନ୍ତି । କିନ୍ତୁ ତା ପୂର୍ବରୁ ଆୟୁଷ୍ମାନ୍ ଖୁରାନାଙ୍କ ସିନେମା ଶୁଭ ମଙ୍ଗଲ ଜ୍ୟାଦା ସାବଧାନ ପ୍ରତି ନିଜର ମତବ୍ୟ ରଖିଛନ୍ତି । ବଲିଉଡ ସିନେମାକୁ ପ୍ରଶଂସା କରିଛନ୍ତି ଟ୍ରମ୍ପ । ଟ୍ବିଟ କରି କହିଲେ ଏହି ସିନେମାଟି ଲୋକଙ୍କୁ ସଚେତନ କରିବ ।

https://twitter.com/realDonaldTrump/status/1230881724445249536

ଆୟୁଷ୍ମାନ୍ ଙ୍କ ସିନେମାଟି ଫେବୃଆରି ୨୧ ତାରିଖରେ ସିନେମା ପରଦାକୁ ଆସିଥିଲା । ହିତେଶ କେୱଲ୍ ଏହାର ନିର୍ଦ୍ଦେଶନା ଦେଇଛନ୍ତି। ଏଥିରେ ଆୟୁଷ୍ମାନଙ୍କ ସହ ଜିତେନ୍ଦ୍ର କୁମାର, ଭୂମି ପେଡନେକର, ନୀନା ଗୁପ୍ତା ଓ ଗଜରାଜ ରାଓ ପ୍ରମୁଖ ଅଭିନୟ କରିଛନ୍ତି ।

Comments are closed.