Odisha Link
Bridging the Missing Links in Odisha
Browsing Tag

Donald Trump

କୁଲଫି ବିକ୍ରି କରୁଛନ୍ତି ଟ୍ରମ୍ପ୍!

ଇସଲାମାବାଦ: ପାକିସ୍ତାନରେ କୁଲଫି ବିକ୍ରି କରୁଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ! କିଛି ଲୋକ ଏଭଳି ଏକ ଭିଡିଓ ସୋଶିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଟ୍ରମ୍ପଙ୍କ ଭଳି ଦେଖାଯାଉଥିବା ଜଣେ ବ୍ୟକ୍ତି ପାକିସ୍ତାନରେ କୁଲଫି ବିକ୍ରି କରୁଛନ୍ତି। ସେ ଟ୍ରମ୍ପଙ୍କ ଭଳି ଦେଖା ଯାଉଥିବା ବେଳେ…

ଟ୍ରମ୍ପ୍‌ଙ୍କ ପ୍ରତିମୂର୍ତ୍ତି ନିର୍ମାଣ…

ବ୍ୟୁରୋ: ରାଷ୍ଟ୍ରପତି ଥିବା ବେଳେ ୨୦୨୦ରେ ଆମେରିକାର ପ୍ରସିଦ୍ଧ ବ୍ୟକ୍ତିତ୍ବଙ୍କ ପ୍ରତିମୂର୍ତ୍ତି ସମ୍ବଳିତ ଏକ ଭବ୍ୟ ଉଦ୍ୟାନର ଯୋଜନା କରିଥିଲେ ଡୋନାଲ୍ଡ ଟ୍ରମ୍ପ। ନୂଆ ରାଷ୍ଟ୍ରପତି ଜୋ ବାଇଡେନ୍‌ ଏହି ପ୍ରକଳ୍ପକୁ ରଦ୍ଦ କରି ଦେଇଛନ୍ତି। 'ନାସନାଲ ଗାର୍ଡେନ୍‌ ଅଫ୍‌ ଆମେରିକାନ୍‌ ହିରୋଜ୍' ନାମରେ…

ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ…

ଓ୍ବାଶିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ପାରିତ। ଆମେରିକା ସଂସଦର ହାଉସ ଅଫ ରିପ୍ରେଜେନଟେଟିଭ ସଭାରେ ବହୁମତରେ ମହାଭିଯୋଗ ପ୍ରସ୍ତାବ ପାରିତ ହୋଇଇଛି। ଟ୍ରମ୍ପଙ୍କ ନାଁରେ ଐତିହାସକି ଦ୍ୱିତୀୟ ମହାଭିଯୋଗ ପ୍ରସ୍ତାବ ଉପରେ ବିତର୍କ ପରେ ହାଉସ ଅଫ…

ଆଜି ଟ୍ରମ୍ପ୍‌ଙ୍କ ବିରୋଧରେ ମହାଭିଯୋଗ…

ଓ୍ୱାଶିଂଟନ: ଆଜି ଟ୍ରମ୍ପ୍‌ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ ହୋଇପାରେ। ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ସମର୍ଥକମାନେ ଗତ ବୁଧବାର ଆମେରିକା ସଂସଦ ଭବନରେ ଭିଆଇଥିବା ଦଙ୍ଗା ପାଇଁ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ (ପ୍ରତିନିଧି ସଭା)ରେ ଡେମୋକ୍ରାଟ୍‌ ଦଳ ପକ୍ଷରୁ ମହାଭିଯୋଗ ପ୍ରସ୍ତାବ ଆଗତ କରାଯିବ ବୋଲି…

ପରାଜୟକୁ ମାନିଲେ ଆମେରିକାର ରାଷ୍ଟ୍ରପତି…

ଓ୍ବାଶିଙ୍ଗଟନ୍: ଜୋ-ବାଇଡେନଙ୍କୁ ନିର୍ବାଚିତ ରାଷ୍ଟ୍ରପତି ଭାବେ ସାମ୍ବିଧାନିକ ମୋହର ଲଗାଇବା ପରେ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି କି ମୁଁ ମୋର ପରାଜୟକୁ ସ୍ୱୀକାର କରୁଛି, ଏକ ଐତିହାସିକ ରାଷ୍ଟ୍ରପତି ଯୋଗର ଅନ୍ତ ହେଲା , ନିର୍ବାଚନର ଏଭଳି ଫଳାଫଳକୁ ନେଇ ମୁଁ ସମ୍ପୁର୍ଣ୍ଣ ଅସହମତି ପ୍ରକାଶ କରୁଛି ମାତ୍ର…

ଟ୍ରମ୍ପ ସମର୍ଥକଙ୍କ ଲଙ୍କାକାଣ୍ଡ,…

ଓ୍ୱାଶିଂଟନ: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ନେଇ ଉତ୍ତେଜନା ଜାରି ରହିଛି। ପୁଣି ଥରେ ଟ୍ରମ୍ପ ସମର୍ଥକମାନେ ନିର୍ବାଚନରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣି ଆନ୍ଦୋଳନ କରିଛନ୍ତି। ଆମେରିକାର କ୍ୟାପିଟାଲ ବିଲ୍ଡିଂ ବାହାରେ ଏବଂ ହ୍ୱାଇଟ ହାଉସ ବାହାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ…

ଲେଜିଅନ ଅଫ ମେରିଟ୍‌ ପୁରସ୍କାରରେ…

ୱାଶିଂଟନ୍: ଆମେରିକାର ସମ୍ମାନଜନ ଲେଜିଅନ ଅଫ ମେରିଟ୍‌ ପୁରସ୍କାରରେ ସମ୍ମାନିତ ହେଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଏହା ମୋଦିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ତରଫରୁ ଆମେରିକାରେ ଅବସ୍ଥାପିତ ଭାରତୀୟ…

ପରାଜୟ ସ୍ୱୀକାର କଲେ ଟ୍ରମ୍ପ,…

ୱାଶିଂଟନ: ନିଜ ପରାଜୟକୁ ସ୍ୱୀକାର କରିଛନ୍ତି ଡୋନାଲ୍ଡ ଟ୍ରମ୍ପ୍। ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଫଳ ଆସିବା ପରେ ପ୍ରଥମ ଥର ପାଇଁ ନିଜ ପରାଜୟକୁ ସ୍ୱୀକାର କରିଛନ୍ତି ଟ୍ରମ୍ପ। ଏନେଇ ଟ୍ରମ୍ପ୍ ଟୁଇଟ କରି ଲେଖିଛନ୍ତି, ଜୋ-ବାଇଡେନ ବିଜୟ ହୋଇଛନ୍ତି, କାରଣ ନିର୍ବାଚନରେ ଅସାଧୁ ଉପାୟ ଅବଲମ୍ବନ କରାଯାଇଛି।…

ଜେଲ୍ ଯାଇପାରନ୍ତି ଡୋନାଲ୍ଡ ଟ୍ରମ୍ପ୍ !…

ନୂଆଦିଲ୍ଲୀ: ବିପୁଳ ସମର୍ଥନ ପାଇ ଜୋ ବାଇଡେନ ଆମେରିକାର ୪୬ତମ ରାଷ୍ଟ୍ରପତି ହୋଇଛନ୍ତି। ଜୋ ବାଇଡେନ ରାଷ୍ଟ୍ରପତି ହେବା ପରେ ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି। ରାଷ୍ଟ୍ରପତି ପଦରୁ ହଟିବା କ୍ଷଣି ଟ୍ରମ୍ପ୍‌ଙ୍କୁ ଜେଲ ଯିବାକୁ ପଡିପାରେ। ସୂଚନା ମୁତାବକ, ଟ୍ରମ୍ପ୍ ରାଷ୍ଟ୍ରପତି ପଦରେ ରହି…

ଟ୍ରମ୍ପଙ୍କୁ ଆଉ ଏକ ଝଟକା, ମେଲେନିଆ ଦେବେ…

ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପକୁ ଆଉ ଏକ ଝଟକା। ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପରାଜୟ ପରେ ତାଙ୍କ ପତ୍ନୀ ମିଲେନିଆ ଛାଡ଼ପତ୍ର ଦେବାକୁ ଯାଉଛନ୍ତି। ମେଲେନିଆ ଟ୍ରମ୍ପଙ୍କ ସହିତ ୧୫ ବର୍ଷର ପୁରୁଣା ସଂପର୍କ ଛିନ୍ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ହ୍ଵାଇଟ୍ ହାଉସ୍‌ର ଜଣେ ପୂର୍ବତନ ସହଯୋଗୀ ସୂଚନା…