Odisha Link
Bridging the Missing Links in Odisha
Browsing Tag

Donald Trump

ଆମେରିକା ନିର୍ବାଚନ: ପୁନଃ ଗଣତି ଦାବି…

ନୂଆଦିଲ୍ଲୀ: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି। ଫଳାଫଳ ଆସିବା ଆଗରୁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍। କିଛି ରାଜ୍ୟରେ ଭୋଟିଂରେ ଅନିୟମିତତା ହୋଇଥିବା ନେଇ ଡୋନାଲ୍ଡ ଟ୍ରମ୍ପ ଅଭିଯୋଗ ଆଣିଛନ୍ତି। ୱିସକିନସନ୍ରେ ପୁଣି ଥରେ ଭୋଟ ଗଣତି…

ଭୋଟ୍‌ ଗଣତି ବନ୍ଦ କରାଇବାକୁ ସୁପ୍ରିମ୍‌…

ୱାସିଂଟନ୍: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ସରିବା ପରେ ଜାରି ରହିଛି ଭୋଟ୍ ଗଣତି। ଭୋଟ୍ ଗଣତି ଉପରେ ଏବେ ସମସ୍ତଙ୍କ ନଜର ରହିଛି । ଗଣତି ପରେ ସ୍ପଷ୍ଟ ହେବ ଆମେରିକାର ନୂଆ ରାଷ୍ଟ୍ରପତି । ତେବେ କେବଳ ଆମେରିକା ନୁହଁ , ସାରା ବିଶ୍ୱର ନଜର ଏହା ଉପରେ ରହିଛି। ଆମେରିକାରେ ରାଷ୍ଟ୍ରପତି ହେବା…

ଟ୍ରମ୍ପଙ୍କୁ ଟାର୍ଗେଟ୍ କଲେ ଓବାମା,…

ନୂଆଦିଲ୍ଲୀ: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୈତିକ ବିରୋଧୀମାନେ ପରସ୍ପରକୁ ଘେରିବାରେ ଲାଗିଛନ୍ତି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ଡେମୋକ୍ରାଟିକ୍ ପାର୍ଟିର ସଦସ୍ୟ ବାରାକ ଓବାମା ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟାର୍ଗେଟ କରିଛନ୍ତି। ଓବାମା…

ଟ୍ରମ୍ପ୍ କରୋନା ସଂକ୍ରମିତ ହେବା ପରେ…

ନୂଆଦିଲ୍ଲୀ: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଉ ମାତ୍ର ମାସେ ସମୟ ରହିଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ପଜିଟିଭ ବାହାରିବା କେବଳ ଆମେରିକା ନୁୁହେଁ; ବରଂ ସମଗ୍ର ବିଶ୍ୱ ଅର୍ଥନୀତି ପାଇଁ ଅନିଶ୍ଚିତତା ସୃଷ୍ଟି କରିଛି। ଆଜି ଟ୍ରମ୍ପ କରୋନା ସଂକ୍ରମିତ ହେବା ଜଣାପଡ଼ିବା ପରେ ସମଗ୍ର…

ଆମେରିକାରେ ଟିକ୍‌ଟକ୍‌, ଓ୍ଵିଚାଟ୍ ଉପରେ…

ନୂଆଦିଲ୍ଲୀ: ଭାରତ ପରେ ଆମେରିକାରେ ଚାଇନିଜ୍ ଆପ୍‌ ଟିକ୍‌ଟକ୍‌ ଓ ଓ୍ଵିଚାଟ୍ ଉପରେ ଲାଗିଲା କଟକଣା। ରାଇଟର୍ସର ରିପୋର୍ଟ ଅନୁଯାୟୀ ଡୋନାଲ୍ଡ ଟ୍ରମ୍ପ ସେପ୍ଟେମ୍ବର ୨୦ରୁ ଆମେରିକାରେ ଟିକ୍‌ଟକ୍‌ ଏବଂ ଓ୍ଵିଚାଟ୍ ଉପରେ କଟକଣା ଲଗାଇବାକୁ ଘୋଷଣା କରିଛନ୍ତି। ଅର୍ଥାତ ସେପ୍ଟେମ୍ବର ୨୦ରୁ ଆମେରିକାରେ…

ମାସକ ମଧ୍ୟରେ ଆସିପାରେ କରୋନା ଟୀକା:…

ଓ୍ବାଶିଂଟନ: କରୋନା ଟୀକାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ ଘୋଷଣା। ମାସକ ଭିତରେ କରୋନା ଟିକା ଆସିପାରେ ବୋଲି ଡୋନାଲ୍ଡ ଟ୍ରମ୍ପ୍‌ କହିଛନ୍ତି। କରୋନାଭାଇରସ ଟିକା ବାବଦରେ ମଙ୍ଗଳବାର ଏହି ପରି ଘୋଷଣା କରିଛନ୍ତି ଟ୍ରମ୍ପ। ପେନସିଲଭାନିଆରେ ଭୋଟରଙ୍କ ସହ ଟାଉନ ହଲ ପ୍ରଶ୍ନ ଉତ୍ତର…

ୱିଚାଟ୍‌ ବ୍ୟାନ କଲେ ଆପଲ କମ୍ପାନୀକୁ…

ନୂଆଦିଲ୍ଲୀ: ୱିଚାଟ୍‌ ବ୍ୟାନ କଲେ ଆପଲ କମ୍ପାନୀକୁ ବହିଷ୍କାର କରିବୁ। ଆମେରିକାକୁ ଏପରି ଚେତାବନୀ ଦେଇଛି ଚୀନ। ବ୍ୟକ୍ତିଗତ ତଥ୍ୟ ଚୋରି କରୁଥିବା ଅଭିଯୋଗରେ ଭାରତ ଟିକ୍-ଟକ୍‌ ବ୍ୟାନ୍‌ କରିଥିବା ବେଳେ ଆମେରିକା ମଧ୍ୟ ଏଥିରେ ସାମିଲ ହୋଇଛି। ବ୍ୟକ୍ତିଗତ ତଥ୍ୟ ଚୋରି କରୁଥିବା ଅଭିଯୋଗରେ ଆମେରିକା…

ଅର୍ଥନୀତି ସୁଧାରୁଛି ଆମେରିକା:…

ଓଏଲ୍‌ ବ୍ୟୁରୋ: କରୋନା ପ୍ରଭାବିତ ଆମେରିକାର ଅର୍ଥନୀତି ବ୍ୟାପକ ଭାବେ ପ୍ରଭାବିତ ହୋଇଥିବା ବେଳେ ଏବେ ଏହାର ସୁଧାର ପାଇଁ ଅଣ୍ଟା ଭିଡ଼ିଛି ଡ୍ବାଇଟ୍‌ ହାଉସ୍। ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଏଥିପାଇଁ ଏକ ୨୦୦ ଜଣିଆ ଉପଦେଷ୍ଠା ମଣ୍ଡଳୀ ଗଠନ କରିଛନ୍ତି ଯେଉଁଥିରେ ପ୍ରାୟ ୨୦୦ ଜଣ ଆମେରିକୀୟ କର୍ପୋରେଟ୍‌…

ମୋଦିଙ୍କୁ ଟ୍ରମ୍ପଙ୍କ ଧମକ!…

ଓଏଲ୍‌ ବ୍ୟୁରୋ: ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ କରୋନା ସଂକ୍ରମଣ ଅଟକାଇବାରେ ସମର୍ଥ ଦାବି କରୁଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଠାରୁ ଏହା ଆମଦାନୀ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନୁରୋଧ କରିଥିଲେ। ତେବେ ଯଦି ଭାରତ ଏହା ନ ପଠାଏ ତେବେ ଆମେରିକା ଜବାବ୍‌ ଦେବ ବୋଲି ଟ୍ରମ୍ପ…

ଚୀନ୍‌ କରୋନା ତଥ୍ୟ ଲୁଚାଇବାରୁ ସାରା…

ଓ୍ଵାସିଂଟନ୍‌: ପ୍ରାଣଘାତୀ କରୋନା ଭାଇରସ୍‌ ବିଷୟରେ ଚୀନ୍‌ ପ୍ରାରମ୍ଭିକ ତଥ୍ୟ ଗୁପ୍ତ ରଖିବାରୁ ଏବେ ସାରା ବିଶ୍ୱ ଏହାର ପରିଣାମ ଭୋଗୁଛି ବୋଲି ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ କହିଛନ୍ତି। ତାଙ୍କ ମତରେ, ଟ୍ରମ୍ପ୍‌ ଆହୁରି କହିଛନ୍ତି ଯେ, ଏବେ ବିଶ୍ୱସ୍ତରରେ ଯେଉଁ ସ୍ୱାସ୍ଥ୍ୟ ସଙ୍କଟ…