Odisha Link
Bridging the Missing Links in Odisha
Browsing Tag

Donald Trump

ବାହାରିଲା କରୋନା ଭାଇରସ୍‌ ଟୀକା !

ନୂଆଦିଲ୍ଲୀ: ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି କରୋନା। କରୋନା ମୁକାବିଲା ପାଇଁ କୌଣସି ଭାକ୍ସିନ ବା ଔଷଧ ନ ଥିବାରୁ ଏହା ଦ୍ରୁତ ଗତିରେ ଏହାର କାୟା ବିସ୍ତାର କରିବାରେ ଲାଗିଛି। ଏପରି ପରିସ୍ଥିତିରେ କରୋନା ଭାଇରସ୍‌ ଭ୍ୟାକ୍ସିନ ବାହାରିଛି ବୋଲି ଆମେରିକା ଦାବି କରିଛି। ନିଜେ ଆମରିକା ରାଷ୍ଟ୍ରପତି…

ତାଲିବାନ ନେତାଙ୍କୁ ଫୋନ୍‌ କଲେ ଟ୍ରମ୍ପ,…

ଓ୍ଵାସିଂଟନ୍‌: ଗତକାଲି ତାଲିବାନ ନେତାଙ୍କ ସହ ଟେଲିଫୋନ୍‌ ଯୋଗେ କଥାବାର୍ତ୍ତା କରିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌। ଦୀର୍ଘ ୧୮ ବର୍ଷ ଧରି ଆଫଗାନିସ୍ତାନରେ ଥିବା ଆମେରିକୀୟ ସେନା ପ୍ରତ୍ୟାହାର ପାଇଁ ଉଭୟ ଦେଶ ଏକ ରାଜିନାମାରେ ପହଞ୍ଚିବାର କିଛି ଦିନ ପରେ ରାଷ୍ଟ୍ରପତି ଟ୍ରମ୍ପ୍‌…

ଏହି ୬ଟି ଶଦ୍ଦ ଟ୍ରମ୍ପ୍ ଭୁଲ୍‌ ଉଚ୍ଚାରଣ…

ଅହମଦାବାଦ: ଗତକାଲି ଅହମଦାବାଦର ମୋଟେରା ଷ୍ଟାଡିୟମରେ 'ନମସ୍ତେ ଟ୍ରମ୍ପ୍' କାର୍ଯ୍ୟକ୍ରମରେ ଅଭିଭାଷଣ ଦେବା ସମୟରେ ଟ୍ରମ୍ପ ବଲିଉଡ ଜଗତ ଓ କ୍ରିକେଟକୁ ଖୁବ୍ ପ୍ରଶଂସା କରିଥିଲେ। ଏହା ସହ କ୍ରିକେଟର ସଚିନ ତେନ୍ଦୁଲକର ଏବଂ ବିରାଟ କୋହଲିଙ୍କ ମଧ୍ୟ ପ୍ରଶଂସା କରିଥିଲେ। କିନ୍ତୁ ଟ୍ରମ୍ପ ନିଜ ଅଭିଭାଷଣ ମଧ୍ୟରେ…

ନୈଶ୍ୟ ଭୋଜିରେ ଟ୍ରମ୍ପଙ୍କୁ ପରସା ଯିବ…

ନୂଆଦିଲ୍ଲୀ: ପରିବାର ସହ ୨ ଦିନ ଭାରତ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଙ୍କର ଭାରତରେ ଆଜି ଅନ୍ତିମ ଦିନ। ଆଜି ବିଳମ୍ବିତ ସନ୍ଧ୍ୟାରେ ରାଷ୍ଟ୍ରପତି ଟ୍ରମ୍ପ୍ ତାଙ୍କ ପରିବାର ଏବଂ ତାଙ୍କ ସହ ଆସିଥିବା ପ୍ରତିନିଧି ମଣ୍ଡଳୀ ସହ ପୁଣି ଥରେ ରାଷ୍ଟ୍ରପତି ଭବନ ଯିବେ କାରଣ,…

ଚୀନକୁ ଟ୍ରମ୍ପଙ୍କ ପ୍ରଂଶସା

ନୂଆଦିଲ୍ଲୀ: ଆମେରିକା ଦୂତବାସରେ ଚୀନକୁ ପ୍ରଂଶସା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପ୍। ୨ ଦିନିଆ ଭାରତ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଭାରତରେ ଆଜି ୨ୟ ଦିନ। ଏହି ଅବସରରେ ଟ୍ରମ୍ପ ସି.ଇ.ଓ. ରାଉଣ୍ଡ ଟେବୁଲ ପାଇଁ ଦିଲ୍ଲୀ ସ୍ଥିତ ଆମେରିକା ଦୂତାବାସ…

ଭାରତ ଗସ୍ତ ଅତି ଚମତ୍କାର : ଟ୍ରମ୍ପ୍

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପ୍ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଦିଲ୍ଲୀର ହାଇଦ୍ରାବାଦ ହାଉସଠାରେ ବିଭିନ୍ନ ପ୍ରସଙ୍ଗରେ ଦ୍ବିପାକ୍ଷିକ ଆଲୋଚନା ହୋଇଥିଲା। ଏହି ବୈଠକ ପରେ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ, ଭାରତ ମାଟିରେ ଭାରତୀୟମାନେ ତାଙ୍କୁ ଯେପରି…

ଟ୍ରମ୍ପ୍‌ଙ୍କ ଆଗମନ ଐତିହାସିକ : ମୋଦି

ନୂଆଦିଲ୍ଲୀ: ଦିଲ୍ଲୀ ହାଇଦ୍ରାବାଦ ହାଉସ୍‌ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଦ୍ବିପାକ୍ଷିକ ଆଲୋଚନା ହୋଇଥିଲା ଏହି ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦି ବକ୍ତବ୍ୟ ଦେଇ କହିଛନ୍ତି ଯେ, ଭାରତ- ଆମେରିକା ଗ୍ଲୋବାଲ୍‌…

ଭାରତ-ଆମେରିକା ମଧ୍ୟରେ ୩ଟି ଚୁକ୍ତି…

ନୂଆଦିଲ୍ଲୀ: ଭାରତ- ଆମେରିକା ମଧ୍ୟରେ ୩ଟି ଚୁକ୍ତି ସ୍ବାକ୍ଷରିତ। ବାଣିଜ୍ୟ, ସୁରକ୍ଷା, ତୈଳ କାରବାର ସହଯୋଗ ନେଇ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ୩ ବିଲିୟନ ଡଲାର ପ୍ରତିରକ୍ଷା ଚୁକ୍ତି ଉପରେ ମୋହର ବାଜିଛି। ମାନସିକ ସ୍ବାସ୍ଥ୍ୟ, ସୁରକ୍ଷିତ ମେଡିକାଲ ପ୍ରଡକ୍ଟ ଏବଂ ତୈଳକାର ବାରରେ ସହଯୋଗକୁ ନେଇ ଉଭୟ ଦେଶ…

ଟ୍ରମ୍ପ୍‌-ମୋଦି ଶିଖର ସମ୍ମିଳନୀ

ନୂଆଦିଲ୍ଲୀ: ୨ ଦିନିଆ ଭାରତ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଭାରତରେ ଆଜି ୨ୟ ଦିନ। ଏହି ଅବସରରେ ଦିଲ୍ଲୀ ହାଇଦ୍ରାବାଦ ହାଉସ୍‌ରେ ଟ୍ରମ୍ପ୍‌-ମୋଦିଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୈଠକ। ଏହି ବୈଠକରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ହାଇଦ୍ରାବାଦ ହାଉସ୍‌ରେ ଟ୍ରମ୍ପ୍

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସ୍‌ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍। ରାଜଘାଟରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ସମାଧିପୀଠରେ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ହାଇଦ୍ରାବାଦ ହାଉସ୍‌ରେ ପହଞ୍ଚିଛନ୍ତି ଟ୍ରମ୍ପ୍। ହାଇଦ୍ରାବାଦ ହାଉସ୍‌ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପ୍ରଧାନମନ୍ତ୍ରୀ…