Odisha Link
Bridging the Missing Links in Odisha
Daily Archives

February 22, 2020

ବିଜୁ ଜନତା ଦଳର ଇଂରାଜୀ ଭାଷା ପ୍ରତି ଏତେ…

ଭୁବନେଶ୍ବର: ଇଂରାଜୀ ଭାଷାର ବ୍ୟବହାର କମିଲେ ବିଜୁ ଜନତା ଦଳକୁବହୁତ ବାଧୁଛି । ଭୁବନେଶ୍ୱର ଏମ୍ସରେ କିଛି ସରକାରୀ କାମରେ ହିନ୍ଦି ଭାଷାର ବ୍ୟବହାରକୁ ବିଜୁ ଜନତା ଦଳର ବିରୋଧ କରିବା ପରେ ଏହା ପ୍ରମାଣିତ ହେଉଛି । ବିଜୁ ଜନତା ଦଳର ଓଡିଆ ଭାଷା ପ୍ରତି ମମତା କମ୍ ଇଂରାଜି ଭାଷା ପ୍ରତି ମମତା ଅଧିକ ରହିଛି ।…

ନୂଆ ଅବତାରରେ ଆସୁଛନ୍ତି ନାୟକ ବାବୁସାନ୍

ଭୁବନେଶ୍ବର : ଓଲିଉଡର ଲୋକପ୍ରିୟ ନାୟକ ବାବୁସାନ୍ ନିଜର କମେଡି ଟ୍ରାକ୍ ଛାଡ଼ି ଏଥର ଆକସନ୍ ଅବତାରରେ ପରଦାରେ ଦେଖା ଦେବେ । ତାଙ୍କୁ ଦର୍ଶକ ଖୁବ ଶିଘ୍ର ଏକ ଆକ୍ସନ ସିନେମାରେ ଦେଖିବାକୁ ପାଇବେ । ସିନେମାଟି ହେଲା ‘ବିଦ୍ୟାରାଣ’ । ଏହି ସିନେମାରେ ତାଙ୍କୁ ଏକ ନୂଆ ରୂପରେ ଦେଖିବାକୁ ମିଳିବ । ଖାଲି…

ବିନୟର ପିଟିସନ ଖାରଜ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ବିନୟ ଶର୍ମାର ଖାରଜ ହୋଇଛି ପିଟିସନ। ପିଟିସନ ଖାରଜ କଲେ ଦିଲ୍ଲୀର ପାଟିଆଲା ହାଉସ୍‌ କୋର୍ଟ। ନିଜକୁ ମାନସିକ ବିକୃତ ଦର୍ଶାଇ ପିଟିସନ ଦାଖଲ କରିଥିଲା ଦୋଷୀ ବିନୟ ଶର୍ମା। ମାନସିକ ବିକୃତ ନୁହେଁ, ଅବସାଦ ବୋଲି କହିଲେ ଦିଲ୍ଲୀର ପାଟିଆଲା ହାଉସ୍‌…

ଭୂତ ସିନେମାକୁ ପଛରେ ପକାଇଲା…

ମୁମ୍ବାଇ : ଗତକାଲି ଭିକ୍କି ଓ ଆୟୁଷ୍ମାନ୍ ଙ୍କ ସିନେମା ସିନେମ ପରଦାକୁ ଆସି ସାରିଛି । ସୂଚନା ମୁତାବକ ପ୍ରଥମ ଦିନରେ ବମ୍ପର ଆୟ କରିଛି ସିନେମା 'ଶୁଭ ମଙ୍ଗଳ ଜ୍ୟାଦା ସାବଧାନ୍‌'। ସମଲିଙ୍ଗୀ ସମ୍ପର୍କ ଉପରେ ଆଧାରିତ ଏହି ସିନେମାକୁ ବେଶ୍‌ ପସନ୍ଦ କରିଛନ୍ତି ଦର୍ଶକ ।…

ଡବଲ ମର୍ଡର: ସହଯୋଗ କରୁନାହାନ୍ତି ଅନୁପ…

ରାୟଗଡ଼: ୨୦୧୬ ଡବଲ ମର୍ଡର ମାମଲାରେ ସଂପୃକ୍ତ ଅନୁପ ସାଏ ଏବେ ପୋଲିସର ରିମାଣ୍ଡରେ ଅଛନ୍ତି। ମାଆ-ଝିଅଙ୍କୁ ହତ୍ୟାକାଣ୍ଡ ମାମଲାର ଅଧିକ ତଦନ୍ତ ପାଇଁ ଅନୁପ ସାଏ ଓ ଡ୍ରାଇଭର ବର୍ଦ୍ଧନ ଟପୋକୁ ରିମାଣ୍ଡରେ ନେଇଛି ରାୟଗଡ଼ ପୋଲିସ। ତଦନ୍ତର ଅଗ୍ରଗତି ନେଇ ରାୟଗଡ଼ ଏସ୍‌ପି ସନ୍ତେଷ ସିଂହ ପ୍ରତିକ୍ରିୟା ଦେଇ…

କପି ପାଇଁ କୁରୁକ୍ଷେତ୍ର

କାମାକ୍ଷାନଗର: କାମାକ୍ଷାନଗର ବିରିବୁଲେଇ ଓ ଗଡପଳାସୁଣୀ ପରୀକ୍ଷା କେନ୍ଦ୍ରରେ କପିକୁ ନେଇ ପୁଲିସ ଓ ଅଭିଭାବକ ମୁହାଁମୁହିଁ ହୋଇଛନ୍ତି। ବିରିବୁଲେଇ ପରୀକ୍ଷା କେନ୍ଦ୍ରରେ ଅଭିଭାବକ ମାନେ ଖୁଲାମଖୂୁଲା କପି ଯୋଗାଉଥିବା ବେଳେ ପୁଲିସ ବିରୋଧ କରିଥିଲା। ଫଳରେ ପରୀକ୍ଷା କେନ୍ଦ୍ର ପାଚେରୀ ଭାଙ୍ଗି ଧସେଇ…

ଭାସିଗଲେ ୧୧ ଛାତ୍ରଛାତ୍ରୀ; ୬ ମୃତ

ଜାକର୍ତ୍ତା: ବନ୍ୟାରେ ଭାସିଗଲେ ୧୧ ଛାତ୍ରଛାତ୍ରୀ। ଇଣ୍ଡୋନେସିଆ ଜାଭା ଦ୍ବୀପ ସେମ୍ପୋର ନଦୀରେ ଅଚାନକ ବନ୍ୟା ଆସିବାରୁ ଭାସିଗଲେ ଛାତ୍ରଛାତ୍ରୀ ଓ ଶିକ୍ଷକ। ଫଳରେ ପ୍ରାୟ ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ଜଣ ନିଖୋଜ ଅଛନ୍ତି। ପ୍ରବଳ ବର୍ଷା ଯୋଗୁଁ ଇଣ୍ଡୋନେସିଆରେ ମାଟି ଅତଡା ଧସିବା ଏବଂ ଅଚାନକ ବନ୍ୟା…

ବାଜି ମାରିଲେ ହ୍ରିତିକ୍‌

ମୁମ୍ବାଇ : ମୁମ୍ବାଇରେ ଅନୁଷ୍ଠିତ ହୋଇଯାଇଛି ‘ଦାଦା ସାହେବ ଫାଲ୍‌କେ ଇଣ୍ଟରନ୍ୟାଶ୍‌ନାଲ୍‌ ସିନେମା ଫେଷ୍ଟିଭାଲ୍‌ ଆୱାର୍ଡସ୍‌- ୨୦୨୦’ କାର୍ଯ୍ୟକ୍ରମ। ଏଥିରେ ବାଜି ମାରିଛି ହ୍ରିତିକ୍‌ ରୋଶନ୍‌ଙ୍କ ସିନେମା ’ସୁପର ୩୦’। ଏହି ସିନେମାକୁ ଶ୍ରେଷ୍ଠ ସିନେମା ଭାବେ ପୁରସ୍କୃତ କରାଯାଇଥିବା ବେଳେ…

ଶ୍ରୀଲିଙ୍ଗରାଜ ମନ୍ଦିରରେ ଶ୍ରମଦାନ ଶିବିର

ଭୁବନେଶ୍ୱର : ମହାଶିବରାତ୍ରି ପରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପୀଠରେ ଏକ ସ୍ୱେଚ୍ଛାକୃତ ଶ୍ରମଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମହାଶିବରାତ୍ରିରେ ଶ୍ରଦ୍ଧାଳୁ ଓ ଭକ୍ତମାନେ ଛାଡ଼ି ଯାଇଥିବା ଦୀପ, ବେଲପତ୍ର, ଫୁଲ, କୁଡ଼ୁଆ, ପଲିଥିନ୍ ଆଦିକୁ ସ୍ୱେଚ୍ଛାସେବୀମାନେ ପରିଷ୍କାର କରିଥିଲେ । ଏତଦ୍‌ସହ ମନ୍ଦିରର…

ଅଫୁଟା ବାଣ ଫୁଟାଇବା ବେଳେ ହାତରେ…

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ଅନ୍ତର୍ଗତ ସିମର ଗ୍ରାମରେ ଗତକାଲି ଜାଗର ଯାତ୍ରା ପାଇଁ ବାଣ ଫୁଟାଇ ଉତ୍ସବ ପାଳନ କରୁଥିଲେ ଗ୍ରାମବାସୀ। କିନ୍ତୁ ଆଜି ଉକ୍ତ ଗ୍ରାମର ଷଷ୍ଠ ଶ୍ରେଣୀର ଛାତ୍ର ସୌମ୍ୟ ରଞ୍ଜନ ଭଟ୍ଟ ଅଫୁଟା ବାଣ ଗୋଟାଇ ଜଳୁଥିବା ଦୀପରେ ଲଗାଉଥିବା ବେଳେ ବାଣ ବିସ୍ଫୋରଣ ହୋଇଥିଲା।…