Odisha Link
Bridging the Missing Links in Odisha
Daily Archives

February 23, 2020

ଇଣ୍ଡିଆନ ଆଇଡଲ-୧୧: ସନ୍ନି ହିନ୍ଦୁସ୍ତାନୀ…

ମୁମ୍ବାଇ: ନିଜ ପ୍ରତିଭା ବଳରେ ଓ ଦୃଢ଼ ବିଶ୍ବାସକୁ ଆଧାର କରି ଟାଇଟଲ ହାସଲ କଲେ ସନି ହିନ୍ଦୁସ୍ତାନୀ। ସନ୍ନି ହିନ୍ଦୁସ୍ତାନୀ ଇଣ୍ଡିଆନ ଆଇଡଲ-୧୧ର ବିଜେତା ହୋଇଛନ୍ତି। ସୋନି ଟିଭିରେ ପ୍ରସାରିତ ଏହି ରିୟଲିଟି ଶୋ’ର ଗ୍ରାଣ୍ଡ ଫାଇନାଲରେ ରବିବାର ସନ୍ଧ୍ୟାରେ ହୋଇଥିଲା। ଫାଇନାଲରେ ସନ୍ନି ଅନ୍ୟ ୪ଜଣ…

ଦୁଇଦିନ ପାଇଁ ଭୁବନେଶ୍ବରରେ ରହିବେ ପୁରୀ…

ପୁରୀ: ଆସନ୍ତାକାଲି ଭୁବନେଶ୍ବର ଆସୁଛନ୍ତି ପୁରୀ ଗୋବର୍ଦ୍ଧନ ମଠର ପୀଠାଧୀଶ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ। ଭୁବନେଶ୍ବର ନୀଳାଦ୍ରି ବିହାର ଅଞ୍ଚଳରେ ଜଣେ ଅନୁଗାମୀଙ୍କ ଘରେ ଦୁଇଦିନ ଅବସ୍ଥାନ କରିବା ପରେ ସେ ରେଳ ଯୋଗେ କଲିକତା ଯିବାର କାର୍ଯ୍ୟକ୍ରମ ରହିଛି। ପୁରୀ ଗୋବର୍ଦ୍ଧନ…

ଓଡ଼ିଶାରେ ସାମୁହିକ ବଳାତ୍କାର:…

ବେଙ୍ଗାଲୁରୁ: ଗର୍ଭବତୀ ହେବାର କୌଣସି ଚିହ୍ନବର୍ଣ୍ଣ ନଥିଲା। ସବୁଦିନ ପରି ସେଦିନ ସକାଳେ ବି ମାଲିକଙ୍କ ଘର ପୋଛୁଥିଲେ ନାବାଳିକା ଚାକରାଣୀ। ଠୁଙ୍କା ହୋଇ ବସିଥିଲେ ସେ। ହଠାତ୍‌ ଚଟାଣ ସାରା ରକ୍ତ ଖେଳେଇ ହୋଇ ପଡ଼ିଲା ଆଉ ସେଇ ରକ୍ତାକ୍ତ ଚଟାଣରେ ନାବଳିକା ଚାକରାଣୀଙ୍କ ପେଟରୁ ଖସିଆସିଲା ନବଜାତ ଶିଶୁ।…

୨୮ରେ ଭୁବନେଶ୍ୱର ଆସିବେ ଅମିତ ଶାହ,…

ଭୁବନେଶ୍ବର: ଆସନ୍ତା ୨୮ ତାରିଖରେ ଓଡ଼ିଶା ଆସିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ଅମିତ ଶାହ ପୂର୍ବାଞ୍ଚଳ ଜୋନାଲ କାଉନସିଲ ବୈଠକରେ ଯୋଗ ଦେବେ। ଏହି ଅବସରରେ ଜନତା ମୈଦାନରେ ସିଏଏ ସପକ୍ଷରେ ଏକ ବିଶାଳ ସମାବେଶ କରିବାର କାର୍ଯ୍ୟକ୍ରମ ରହିଛି। ଏହି ସମାବେଶରେ ବୁଥ୍‌ ସ୍ତରର କର୍ମକର୍ତ୍ତା ଯୋଗ ଦେବେ।…

ସମବାୟ ନିର୍ବାଚନ ପାଇଁ ରାଜ୍ୟ ସରକାର…

ଭୁବନେଶ୍ବର: ଭାରତୀୟ ଜନତାପାର୍ଟିର ସମବାୟ ପ୍ରକୋଷ୍ଠ ତରଫରୁ ରାଜ୍ୟ ବିଜେପି କାର୍ଯ୍ୟାଳୟର କୁଷାଭାଇ ଠାକ୍‌ରେ ପ୍ରକୋଷ୍ଠରେ ଏକ ବୈଠକ ଅନୁଷ୍ଠିତ ହୋଇସାରିଛି । ଏହି ବୈଠକରେ ରାଜ୍ୟ ସମବାୟର ବିକାଶ ଦିଗରେ ରାଜ୍ୟସରକାରଙ୍କ ଆଭିମୁଖ୍ୟ ଉପରେ ଉଦ୍‌ବେଗ ପ୍ରକାଶ କରାଯାଇଥିଲା । ସମବାୟ ନିର୍ବାଚନର ଅବଦ୍ଧି…

ପାଳଘର କରି ଖେଳୁ ଖେଳୁ ଳାଗିଗଲା ନିଆଁ, ୩…

ଛତ୍ରପୁର: ଆଜି ଗଞ୍ଜାମ ଜିଲ୍ଲା ପୋଲସରାର ଖଇରଛଟା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ୪ ଜଣ ପିଲା ନିଆଁରେ ପୋଡ଼ି ହୋଇ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ପିଲାଙ୍କ ମଧ୍ୟରେ ୩ ଜଣ ପୁଅ ଓ ଜଣେ ଝିଅ ଥିବା ଜଣାପଡ଼ିଛି। ସମସ୍ତଙ୍କ ବୟସ ୫ରୁ ୭ ବର୍ଷ ମଧ୍ୟରେ ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ସେମାନଙ୍କ…

‘ମୁସଲମାନ ମାନେ ଆମର ଭାଇ, ଭାରତର ହୃଦୟରେ…

ନୂଆଦିଲ୍ଲୀ: ମୁସଲମାନ ଭାରତର ନାଗରିକ। ସେମାନେ ଆମର ଭାଇ। ଭାରତର ହୃଦୟରେ ରହିଛନ୍ତି ମୁସଲମାନ। ଏକ ଖବର ସରବରାହ ସଂସ୍ଥାକୁ ସାକ୍ଷାତକାର ଦେଇ ଏଭଳି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଅପରପକ୍ଷେ ଶନିବାର ସାକ୍ଷାତକାର ଦେଇ ମୋଦି ସରକାର ଅଳ୍ପ ସଂଖ୍ୟକ ବିରୋଧୀ ଅଭିଯୋଗକୁ ସେ ଖଣ୍ଡନ…

ସିଏଏ: ଶାହୀନବାଗ ପରେ ଜାଫରାବାଦରେ…

ନୂଆଦିଲ୍ଲୀ: ଦିଲ୍ଲୀ ଶାହୀନବାଗ ପରେ ଜାଫରାବାଦରେ ଆନ୍ଦୋଳନକୁ ଓହ୍ଲାଇଳେ ମିହିଳା ମାନେ। ଆଜି ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ଜାତୀୟ ନାଗରିକତା ରେଜିଷ୍ଟର (ଏନଆରସି)କୁ ବିରୋଧ କରି ମହିଳାମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଶନିବାର ରାତିରେ ହଠାତ୍ ଏହି ଆନ୍ଦୋଳନକାରୀ ସିଏଏ ଓ ଏନଆରସିକୁ ବିରୋଧ…

ଚର୍ଚ୍ଚାରେ ଟ୍ରମ୍ପଙ୍କ ବାହୁବଲୀ ଅବତାର,…

ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍। ଟ୍ରମ୍ପ୍‌ଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ହେଲାଣି ଭାରତ। ଡୋନାଲ୍ଡ ଟ୍ରମ୍ପଙ୍କ ସହ ପତ୍ନୀ ମିଲେନିୟା ଟ୍ରମ୍ପ୍ , ଝିଅ ଇବାଙ୍କା ଟ୍ରମ୍ପ ଏବଂ ଜୁଆଇଁ ଜାରେଡ୍ କୁଶନେର୍ ମଧ୍ୟ ଭାରତ ଆସିବେ। ଟ୍ରମ୍ପ ପରିବାର ସହ…

ବିଜେଡି ସଭାପତି ପଦ ପାଇଁ ନାମାଙ୍କନ ଦାଖଲ…

ଭୁବନେଶ୍ବର: ବିଜୁ ଜନତା ଦଳର ସଭାପତି ପଦ ପାଇଁ ଆଜି ବିଜୁ ଜନତା ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଦଳର ବରିଷ୍ଠ ନେତାଙ୍କ ସହିତ ଭୁବନେଶ୍ୱରରେ ଥିବା ଦଳୀୟ କାର୍ଯ୍ୟାଳୟକୁ ଆସି ସେ ନାମାଙ୍କନ ଦାଖଲ କରିଥିଲେ। ଯେହେତୁ ଏହି ପଦ ପାଇଁ ଆଉ କେହି…