Odisha Link
Bridging the Missing Links in Odisha
Daily Archives

March 22, 2020

ଆମେରିକା ଅସମ୍ଭାଳ, ଭାରତ ପାଇଁ…

ଓଏଲ୍‌ ବ୍ୟୁରୋ: ସେଚତନତା ହିଁ କରୋନା ଭୂତାଣୁର ଏକମାତ୍ର ଔଷଧ, ଅନ୍ୟ କୌଣସି ବିକଳ୍ପ ନାହିଁ। ଜନତା ନ ଚେତିଲେ ଛାରଖାର ପରିସ୍ଥିତି ସୃଷ୍ଟି ହେବାକୁ ବେଶି ସମୟ ଲାଗିବନି। ଆମେରିକା ଭଳି ଅତ୍ୟାଧୁନିକ ସ୍ବାସ୍ଥ୍ୟସେବା ସମ୍ପନ୍ନ ଦେଶ ଏବେ ଅସମ୍ଭାଳ ଅବସ୍ଥା ଆଡ଼କୁ ଗତି କରୁଛି। ଆକ୍ରାନ୍ତଙ୍କ ସଂଖ୍ୟା…

ତାଳି ଆଳରେ ଭୁଲିଗଲେ ନିଷେଧାଜ୍ଞା, ୭ରୁ…

ଭୁବନେଶ୍ବର: ଦେଶ ସାରା ଜନତା କର୍ଫ୍ୟୁ ପାଳିତ ହୋଇଛି। କରୋନା ଭୂତାଣୁକୁ ନେଇ ଜନତାଙ୍କ ମନରେ ଯେତିକି ଛନକା ତା ଠାରୁ ଅଧିକ ଉତ୍ସାହ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନରେ ଆଜି ଦେଶ ସାରା ଲୋକେ କର୍ଫ୍ୟୁକୁ କଡ଼ାକଡ଼ି ପାଳନ କରିଥିବା ଦେଖିବାକୁ ମିଳିଛି। ସଂଧ୍ୟାରେ ବହୁ ସଂଖ୍ୟାରେ ଲୋକ ଘର…

କରୋନା: ହୋମ୍‌ କ୍ୱାରେଣ୍ଟାଇନ୍‌ ନିୟମ…

କଟକ: କରୋନା ଭାଇରସରୁ ମୁକିଳିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିିିଭିନ୍ନ ପଦକ୍ଷେପ ନେଉଛନ୍ତି। ଅନ୍ୟପଟେ ସରକାରଙ୍କ ହୋମ୍‌ କ୍ୱାରେଣ୍ଟାଇନ୍‌ ନିୟମ ଉଲଂଘନ କରିବା ଅଭିଯୋଗରେ ଜଣେ ଯୁବକଙ୍କ ବିରୋଧରେ କଟକସ୍ଥିତ ପୁରୀଘାଟ ଥାନାରେ ଏକ ମାମଲା ରୁଜୁ ହୋଇଛି। ସଂପୃକ୍ତ ଯୁବକ ଜଣକ ହୋମ୍‌…

ତାଳି ଓ ଥାଳି ବାଡ଼େଇ କୃତଜ୍ଞତା ଜଣାଇଲେ…

ଭୁବନେଶ୍ବର: ଦେଶବ୍ୟାପୀ ଜନତା କର୍ଫ୍ୟୁ ପାଳନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକୁ ସମର୍ଥନ ଜଣାଇ ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ବାସଭବନ ଛାତ ଉପରେ ଠିଆ ହୋଇ କୃତଜ୍ଞତା ଜଣାଇଛନ୍ତି। ତାଳି ବଜାଇବା ସହ ଥାଳି ବାଡ଼େଇ କରୋନା ଲଢ଼େିରେ ସାମିଲ ସମସ୍ତ ଜରୁରୀସେବା ପ୍ରଦାନକାରୀଙ୍କ…

ସାର୍କ ରାଷ୍ଟ୍ରରେ ୯୬୦ କରୋନା ଆକ୍ରାନ୍ତ:…

ଓଏଲ୍‌ ବ୍ୟୁରୋ: ଭାରତ ସମେତ ସାର୍କ ରାଷ୍ଟ୍ର ସମୁହରେ ଆଜି ସୁଦ୍ଧା ୯୬୦ ଜଣଙ୍କୁ କରୋନା ଭୂତାଣୁ ଆକ୍ରାନ୍ତ କରିଥିବା ପରୀକ୍ଷଣ ହୋଇଛି। ମୋଟ ୧୨ ଜଣ ଏଯାବତ୍‌ ଏଥିରେ ମୃତ୍ୟୁବରଣ କରିଛନ୍ତି। ୮ଟି ସାର୍କ ଦେଶ ମଧ୍ୟରୁ ପାକିସ୍ତାନରେ ସର୍ବାଧିକ ୪୯୫ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ…

କରୋନା: ଭାରତରେ ମୃତ୍ୟୁ ସଂଖ୍ୟା ୭କୁ…

ଓଏଲ୍‌ ବ୍ୟୁରୋ: ଗୋଟିଏ ପଟେ ମହାମାରୀ କରୋନା ଭୂତାଣୁ ସହ ଭାରତର ଲଢ଼େଇ ଜାରିଥିବା ବେଳେ ଏ ନେଇ ମୃତ୍ୟୁ ସଂଖ୍ୟା ବଢ଼ିଛି। ଆଜି ଦେଶବ୍ୟାପୀ ଜନତା କର୍ଫ୍ୟୁ ପାଳନ ବେଳେ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫ରୁ ୭କୁ ବୃଦ୍ଧି ପାଇଛି। ଏଯାଏଁ ଭାରତରେ ମୋଟ ୩୨୪ ଜଣଙ୍କ ଏହି ଜୀବନନାଶକ ଭୂତାଣୁ ଦ୍ବାରା…

କମ୍ପିଲା ଆକାଶ: ତାଳି, ଥାଳି, ଘଣ୍ଟ ବଜାଇ…

ଭୁବନେଶ୍ବର: ଆଜି ଦିବସବ୍ୟାପୀ ଦେଶ ସାରା ଜନତା କର୍ଫ୍ୟୁ ଜାରି ହୋଇଥିବା ବେଳେ ଦେଶବାସୀ ସ୍ବତଃସ୍ଫୂର୍ତ୍ତ ଭାବେ ଏଥିରେ ଯୋଗ ଦେଇଥିଲେ। କରୋନା ଭଳି ମହାମାରୀ ସହ ଲଢ଼େଇରେ ସାମିଲ ସରକାରୀ କର୍ମଚାରୀ, ଡାକ୍ତର ଓ ଅନ୍ୟ ଜରୁରୀ ସେବାପ୍ରଦାନକାରୀଙ୍କ ପାଇଁ କୃଜ୍ଞତାର ୫ ମିନିଟ୍‌ ଦେଇଛନ୍ତି ଦେଶବାସୀ।…

କରୋନା ସତର୍କତା: ମାର୍ଚ୍ଚ ୩୧ ଯାଏ ବାହାର…

ଭୁବନେଶ୍ୱର: କରୋନା ଭାଇରସର ମୁକାବିଲା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ରର ମୋଦି ଦେଶବାସୀଙ୍କୁ ଜନତା କର୍ଫ୍ୟୁ ପାଇଁ ଆହ୍ୱାନ କରିଛନ୍ତି। ଏଥିପାଇଁ ଆଜି ଗାଁ ଠୁ ସହର ସବୁଠି ଶୁନଶାନ ଦୃଶ୍ୟ ଦେଖିବାକୁ ମିଳିଛି। ଏପରିକି ସାରା ରାଜ୍ୟରେ ବସ ସେବା ବନ୍ଦ ରହିଛି। ଅପରପକ୍ଷରେ କରୋନା ସତର୍କତା ପାଇଁ…

ଦେଶ କରୋନା ସହ ଲଢ଼ୁଥିବା ବେଳେ ୧୭…

ମାଲକାନଗିରି: ସାରା ଦେଶ ଭୟଙ୍କର କରୋନା ଭୂତାଣୁ ସହ ଲଢ଼େଇ କରୁଛି। ପ୍ରଶାସନ, ପୁଲିସ, ଡାକ୍ତର, ରାଜନେତା, ବୈଜ୍ଞାନିକ, ସାମ୍ବାଦିକ ଓ ସବୁ ବର୍ଗର ଜନତା କରୋନା ଲଢ଼େଇରେ ବ୍ୟସ୍ତ ଥିବା ବେଳେ ପୁଣି ନିଜର ହିଂସ୍ର ଭୀରୁତା ପ୍ରଦର୍ଶନ କରିଛନ୍ତି ନକ୍ସଲ। ଓଡ଼ିଶା ସୀମାନ୍ତ ସୁକମାରେ ଶନିବାର ଦିନ ନକ୍ସଲ…

ମାର୍ଚ୍ଚ ୩୧ ଯାଏଁ ଦେଶରେ ସବୁ ଟ୍ରେନ୍‌…

ନୂଆଦିଲ୍ଲୀ: କରୋନା ଭୂତାଣୁର ଭୟାବହତାକୁ ଦୃଷ୍ଟିରେ ରଖି ଦେଶରେ ରେଳ ଚଳାଚଳ ଆଜି ଠାରୁ ବାତିଲ କରାଯାଇଛି। ଏହି ବାତିଲ ମାର୍ଚ୍ଚ ୩୧ ଯାଏଁ ଦେଶରେ କୌଣସି ଯାତ୍ରୀବାହୀ ଟ୍ରେନ୍‌ ଚାଲିବନାହିଁ ବୋଲି ରେଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ୧୨ ଜଣ ରେଳ ଯାତ୍ରୀଙ୍କ ଠାରେ କରୋନା ଭୂତାଣୁ ମିଳିବା ପରେ…