Odisha Link
Bridging the Missing Links in Odisha
Daily Archives

March 22, 2020

ଏହି ୬ଟି ସିନେମାରେ ପ୍ରଦର୍ଶିତ ହୋଇଛି…

ମୁମ୍ବାଇ: କରୋନା ସମସ୍ତଙ୍କ ମନରେ ଭୟ ସୃଷ୍ଟି କରିସାରିଲେ। ସେଥି ପାଇଁ ଅନେକ ଲୋକ ଆଇସୋଲେସନ୍‌ରେ ରହିଲେଣି। ତେବେ ଏହି ଭୂତାଣୁକୁ ନେଇ ଅନେକ ସିନେମା ମଧ୍ୟ ପ୍ରସ୍ତୁତ ହୋଇ ସାରିଛି। ଆମେ କହି ରଖୁଛି ପ୍ରାୟ ୬ଟି ସିନେମା ଭୂତାଣୁ ଉପରେ ଆଧାରିତ ହୋଇଛି। ସେଗୁଡ଼ିକ ହେଲା, ୧- ଭାଇରସ୍…

କରୋନା: ଗୋଟିଏ ପରିବାରର ୭ ଆକ୍ରାନ୍ତ, ୪…

ଓଏଲ୍ ବ୍ୟୁରୋ: କରୋନା ଭୂତାଣୁ ଦ୍ବାରା ଗୋଟିଏ ପରିବାରର ୭ ଜଣ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ଘଟିଛି। ଏଭଳି ଦୁଃଖଦ ଘଟଣା ଘଟିଛି ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟୁଜର୍ସିରେ। ଏହି ପରିବାରର ବରିଷ୍ଠ ମହିଳା ଗ୍ରେସ୍‌ ଫୁସ୍କୋ (୭୦) ମୃତୃୁବରଣ କରିଥିବା ବେଳେ ତାଙ୍କର ଦୁଇ…

ଟ୍ରେନ ସଫା କଲେ ଏହି ଅଭିନେତ୍ରୀ

ମୁମ୍ବାଇ: କରୋନା ଭୂତାଣୁକୁ ନେଇ ଭୟ ଓ ସତର୍କତା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାର ଡରରେ ସମସ୍ତଙ୍କୁ ସ୍ୱଚ୍ଛତା ବଜାୟ ରଖିବାକୁ କଡ଼ାକଡ଼ି ଭାବେ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଘରେ ରହିବାକୁ ଏବଂ ଆବଶ୍ୟକ ନ ପଡ଼ିଲେ ଘରୁ ନ ବାହାରିବାକୁ କୁହାଯାଇଛି । ତେବେ ଲୋକପ୍ରିୟ ବଲିଉଡ୍ ଅଭିନେତ୍ରୀ…

କ୍ବାରାଣ୍ଟିନ୍‌ରେ ବିଦେଶ ଫେରନ୍ତା ଝିଅ,…

ଭୁବନେଶ୍ବର: ଓଡ଼ିଶା ପରିବହନ କମିଶନର୍‌ ତଥା ବରିଷ୍ଠ ଆଇପିଏସ୍‌ ଅଧିକାରୀ ସଂଜୀବ ପଣ୍ଡା ଆଜି ଠାରୁ ଘର ଛାଡ଼ି ପୁଲିସ ମେସ୍‌ରେ ରହୁଛନ୍ତି। ଏ ନେଇ ସେ ନିଜ ଟୁଇଟରରେ ଜଣାଇଛନ୍ତି। ଆଗାମୀ ୧୪ ଦିନ ଯାଏଁ ସେ ପୁଲିସ ମେସ୍‌ରେ ରହିପାରନ୍ତି। ଶ୍ରୀ ପଣ୍ଡାଙ୍କ ଝିଅ ଆମେରିକାରେ ପାଠ ପଢ଼ୁଥିଲେ। ସେଠାରୁ…

କରୋନା: କ୍ୱାରେଣ୍ଟାଇନ୍‌ରେ ରହିଲେ…

ମୁମ୍ବାଇ : ପ୍ରାଣଘାତୀ କରୋନା ଭାରତରେ ଏହାର କାୟା ବିସ୍ତାର କରିବାରେ ଲାଗିଛି । ଦିନକୁ ଦିନ ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଛି। ଅନେକ ସିନେମା ଗୁଡ଼ିର ଶୁଟିଂ ମଧ୍ୟ ବୀତିଲ କରାଯାଇଛି । ବଲିଉଡ କଳାକାରମାନେ ଏବେ ଘରେ । ସେମାନେ ଭିଡିଓ ତିଆରି କରି ଲୋକଙ୍କୁ କରୋନା ଭାଇରସ୍‌ ସମ୍ପର୍କରେ…

ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫କୁ…

ମୁମ୍ବାଇ: କରୋନା ଭାଇରସ ସଂକ୍ରମଣରେ ଆଜି ଭାରତରେ ୫ମ ମୃତ୍ୟୁ ହୋଇଛି। ମୁମ୍ବାଇର ଜଣେ ୬୩ବର୍ଷୀୟ ବୃଦ୍ଧ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ସେ କରୋନା ପଜିଟିଭରେ ଶିକାର ହୋଇଥିଲେ ଏବଂ ଚିକିତ୍ସିତ ହେଉଥିଲେ। ସେ ଗତକାଲି ରାତିରେ ଅସୁସ୍ଥତା ଅନୁଭବ କରିଥିଲେ। ମୃତ ବ୍ୟକ୍ତି ଜଣକ ମଧୁମେହ,…

ଜନତା କର୍ଫ୍ୟୁ: ନୟାଗଡ଼ ଶୂନଶାନ

ନୟାଗଡ଼: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡାକରାରେ ଆଜି ସାରା ଦେଶ ଜନତା କର୍ଫ୍ୟୁ ପାଳନ କରୁଛି। ସକାଳ ୭ରୁ ରାତି ୯ଟା ପର୍ଯ୍ୟନ୍ତ ଘରୁ ନ ବାହାରିବା ଲାଗି ଜନତାଙ୍କୁ ପରାମର୍ଶ ଦିଆଯାଇଛି। ଓଡ଼ିଶା ମଧ୍ୟ ଏହି କର୍ଫ୍ୟୁ ପାଳନ କରୁଛି। ଅନୁରୂପ ଭାବେ ଓଡ଼ିଶାର ୫ ଜିଲ୍ଲା ଓ ୮ ସହରରେ ଆଜି ଠାରୁ ଆରମ୍ଭ…

ଭାରତ ଫେରିଲେ ଇଟାଲୀରେ ଫସିଥିବା ୨୬୩…

ନୂଆଦିଳ୍ଲୀ: କରୋନା ଭୂତାଣୁ ସଙ୍କଟ ମଧ୍ୟରେ ଇଟାଲୀରେ ଫସି ରହିଥିବା ୨୬୩ ଜଣ ଭାରତୀୟ ଛାତ୍ରଛାତ୍ରୀ ଆଜି ଦିଲ୍ଲୀରେ ପହଁଞ୍ଚିଛନ୍ତି। ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ ୨୬୩ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଆଜି ଦିଳ୍ଲୀରେ ପହଁଞ୍ଚିଛନ୍ତି। ଆଜି ସକାଳ ୯ଟା ୧୫ ମିନିଟରେ ଦିଲ୍ଲୀରେ ପହଁଞ୍ଚିଛନ୍ତି ଇଟାଲୀରେ…

କରୋନା ଲଢ଼େଇ: ରାଜ୍ୟସାରା ଜନତା କର୍ଫ୍ୟୁ,…

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡାକରାରେ ଆଜି ସାରା ଦେଶ ଜନତା କର୍ଫ୍ୟୁ ପାଳନ କରୁଛି। ସକାଳ ୭ରୁ ରାତି ୯ଟା ପର୍ଯ୍ୟନ୍ତ ଘରୁ ନ ବାହାରିବା ଲାଗି ଜନତାଙ୍କୁ ପରାମର୍ଶ ଦିଆଯାଇଛି। ଓଡ଼ିଶା ମଧ୍ୟ ଏହି କର୍ଫ୍ୟୁ ପାଳନ କରୁଛି। ଅନୁରୂପ ଭାବେ ଓଡ଼ିଶାର ୫ ଜିଲ୍ଲା ଓ ୮ ସହରରେ ଆଜି ଠାରୁ ଆରମ୍ଭ…

ଜନତା କର୍ଫ୍ୟୁ: ଆଜି ଗାଡ଼ି, ଟ୍ରେନ ଚଳାଚଳ…

ଭୁବନେଶ୍ବର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ସାରା ଦେଶରେ ଆରମ୍ଭ ହୋଇଛି ଜନତା କର୍ଫ୍ୟୁ। ସେହିପରି ଓଡ଼ିଶା ମଧ୍ୟ ଏଥିରେ ସାମିଲ ହୋଇଛି। ଜନତା କର୍ଫ୍ୟୁ ପାଇଁ ଆଜି ସମଗ୍ର ରାଜ୍ୟରେ ବନ୍ଦ ରହିଛି ଘରୋଇ ବସ୍ ସେବା। ପ୍ରାୟ ୧୪ ହଜାର ଘରୋଇ ବସ୍ ଗଡି ନାହିଁ। ଜନତା କର୍ଫ୍ୟୁ ପାଇଁ…