Odisha Link
Bridging the Missing Links in Odisha
Daily Archives

April 1, 2020

କରୋନା: ଓଡ଼ିଶାରେ ୫ ପଜିଟିଭ୍

ଭୁବନେଶ୍ବର: ଓଡ଼ିଶାରେ ଏଯାବତ୍‌ ୫ ଜଣ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇସାରିଲେଣି। ଗତକାଲି ସୁଦ୍ଧା ସଂଖ୍ୟା ୪ରେ ସୀମିତ ଥିବା ବେଳେ ସମ୍ଭବତଃ ଆଜି ଆଉ ଜଣେ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। https://twitter.com/HFWOdisha/status/1245409739195834369 ଆକ୍ରାନ୍ତଙ୍କ ବୟସ ୬୦ ବର୍ଷ, ଘର…

ଏକ ନମ୍ବର ହାଟରେ ନିଆଁ

ଭୁବନେଶ୍ବର: ହୁତୁହୁତୁ ଜଳୁଛି ଭୁବନେଶ୍ବରର ୧ ନମ୍ବର ହାଟ। ଆଜି ବିଳମ୍ବିତ ରାତିରେ ହାଟରେ ନିଆଁ ଲାଗିଯାଇଥିବା ବେଳେ ୪ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଅଗ୍ନିକାଣ୍ଡର କାରଣ ଏଯାଏଁ ଜଣାପଡ଼ିନାହିଁ। ପାଖରେ ଥିବା ଭାରତୀୟ ଷ୍ଟେଟ୍‌…

ଝିଅର ନାମ ‘କରୋନା’, ପୁଅର…

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଭିନ୍ନ ଭିନ୍ନ ସ୍ଥାନରେ ଜନ୍ମିତ ଦୁଇ ଶିଶୁଙ୍କର ବିଚିତ୍ର ନାମକରଣ କରିଛନ୍ତି ପରିବାର ଲୋକେ। ଗୋଟିଏ ନବଜାତ ଝିଅର ନାମ 'କରୋନା' ଦିଆଯାଇଥିବା ବେଳେ ଅନ୍ୟ ଜଣେ ନବଜାତ ପୁଅର ନାମ ରଖାଯାଇଛି 'ଲକ୍‌ଡାଉନ୍'। ଦେଶରେ ଜନତା କର୍ଫ୍ୟୁ ଘୋଷଣା ଦିନ ଗୋରଖପୁର ଡାକ୍ତରଖାନାରେ ଜନ୍ମିତ…

ଧରାବି: ଏସିଆର ବଡ଼ ବସ୍ତିରେ ପ୍ରଥମ କରୋନା…

ମୁମ୍ବାଇ: ଏସିଆର ସର୍ବବୃହତ୍ତ ବସ୍ତି ଭାବେ ଜଣାଶୁଣା ମୁମ୍ବାଇର ଧରାବିରେ ଆଜି ଜଣେ କୋଭିଡ୍-୧୯ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ତେବେ ଦୁର୍ଭାଗ୍ୟବଶତଃ ଆଜି ହିଁ ତାଙ୍କର ମୃତ୍ୟୁ ହୋଇଛି। ୬୫ ବର୍ଷୀୟ ବ୍ୟକ୍ତି ଜଣକ ମାର୍ଚ୍ଚ ୨୩ ତାରିଖରେ ଥଣ୍ଡା ଓ ଅନ୍ୟ ଲକ୍ଷଣ ବାହରରିବାରୁ ସ୍ଥାନୀୟ ଡାକ୍ତରଙ୍କ…

ଘରକୁ ଫେରିଲେ ଦ୍ବିତୀୟ କରୋନା ଆକ୍ରାନ୍ତ

ଭୁବନେଶ୍ବର: ମାତ୍ର ୧୩ ଦିନରେ ସୁସ୍ଥ ହୋଇ ଘରକୁ ବାହୁଡ଼ିଛନ୍ତି ଓଡ଼ିଶାର ଦ୍ବିତୀୟ କରୋନା ଭୂତାଣୁ ଆକ୍ରାନ୍ତ। ୧୯ ବର୍ଷୀୟ ଏହି ଯୁବକ ଜଣକ ଲଣ୍ଡନରୁ ଫେରିଥିଲେ। ମାର୍ଚ୍ଚ ୧୯ ତାରିଖ ସଂଧ୍ୟାରେ ତାଙ୍କ ଠାରେ କରୋନା ଭୂତାଣୁ ପଜିଟିଭ୍‌ ଥିବା ଜଣା ପଡ଼ିଥିଲା। ସେ ଗତ ଦୁଇ ସପ୍ତାହ ଧରି ଭୁବନେଶ୍ବର ଏମ୍‌ସର…

ନିଜାମୁଦ୍ଦିନ୍‌ କରୋନା ସମ୍ପର୍କ:…

ଭୁବନେଶ୍ବର: ଦିଲ୍ଲୀର ନିଜାମୁଦ୍ଦାନ ଦରଘା ଧର୍ମସଭାରେ ଭାଗ ନେଇଥିବା ୨୦ ଜଣ ବ୍ୟକ୍ତିଙ୍କୁ ଓଡ଼ିଶାରେ ଚିହ୍ନଟ କରାଯାଇଛି। ଏମାନଙ୍କ ମଧ୍ୟରେ ୬ ଜଣ ବିଦେଶୀ ଅଛନ୍ତି ସମସ୍ତ ୨୦ ଜଣଙ୍କର ରକ୍ତ ଓ ସ୍ବାବ୍‌ ନମୁନା ସଂଗ୍ରହ କରାଯାଇ ପରୀକ୍ଷଣ ଲାଗି ପଠାଯାଇଛି ବୋଲି ଓଡ଼ିଶା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା…

ଆଫ୍ରିକାରେ ବସିତି ସ୍ଥାପନ କରିବେ ୩୦…

ଓଏଲ୍‌ ବ୍ୟୁରୋ: ବିଶାଳ ଆଫ୍ରିକା ମହାଦେଶର ବହୁ ଅଞ୍ଚଳରେ ଏବେ ବି ଖୁଉବ୍‌ କମ ଲୋକ ବସବାସ କରନ୍ତି। ଦକ୍ଷିଣ ଆଫ୍ରିକା ଭଳି ହାତଗଣତି କେତୋଟି ଦେଶକୁ ଛାଡ଼ିଦେଲେ ଏହି ମହାଦେଶର ଅଧିକାଂଶ ଅଞ୍ଚଳ ଆର୍ଥନୈତିକ, ଶିକ୍ଷା ଓ ସୁରକ୍ଷା ଦୃଷ୍ଟିରୁ ପଛୁଆ। ଏବେ ବି ବହୁ ଆଫ୍ରିକୀୟ ଦେଶରେ ପାରମ୍ପରିକ ରାଜା ଶାସନ…

ହ୍ବାଇଟ୍‌ ହାଉସ୍‌ ଆକଳନ: ଆମେରିକାରେ ୨.୪…

ଓଏଲ୍‌ ବ୍ୟୁରୋ: ଆମେରିକା ଏବେ ବିଶ୍ବର ସର୍ବାଧିକ କରୋନା ଭୂତାଣୁ ସଂକ୍ରମିତ ଦେଶ ଭାବେ ଉଭା ହୋଇଛି। ଏଠାରେ ଆଜି ସୁଦ୍ଧା ୧ ଲକ୍ଷ ୯୦ ହଜାର ବ୍ୟକ୍ତି କୋଭିଡ୍-୧୯ ଦ୍ବାରା ଆକ୍ରାନ୍ତ ହୋଇଥିବା ବେଳେ ୪,୧୦୦ ଜଣ ମୃତ୍ୟୁବରଣ କରିସାରିଲେଣି। ତେବେ ଏ ସଂଖ୍ୟା ବେଶ୍‌ ଅଧିକ ହେବ ବୋଲି ଆମେରିକା ରାଷ୍ଟ୍ରପତିଙ୍କ…

ଭଦ୍ରକ: କରୋନା ଆକ୍ରାନ୍ତଙ୍କ ଫଟୋ ଛାଡ଼ି ୩…

ଭଦ୍ରକ: ଗତକାଲି ରାଜ୍ୟର ୪ର୍ଥ କରୋନା ଭୂତାଣୁ ଆକ୍ରାନ୍ତ ଭଦ୍ରକରେ ଚିହ୍ନଟ ହୋଇଥିବା ବେଳେ ତାଙ୍କର ପରିଚୟ ରାଷ୍ଟ୍ର କରିବା ୩ ସ୍ଥାନୀୟ ବ୍ୟକ୍ତଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ପୀଡ଼ିତଙ୍କ ଫଟୋ ଫେସବୁକରେ ଅପଲୋଡ କରିଥିବା ଅଭିଯୋଗରେ ଆଜି ଭଦ୍ରକ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫ ୩ ଜଣଙ୍କ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି: ଓଡ଼ିଶା ଦିବସ…

ଭୁବନେଶ୍ବର: ଆଜି ଓଡ଼ିଶା ସ୍ବତନ୍ତ୍ର ରାଜ୍ୟ ଗଠନର ୮୪ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ଓ ରାଜ୍ୟ ବାହାରେ ଉତ୍କଳଦିବସ ପାଳିତ ହେଉଛି। ଅବଶ୍ୟ ଆଜିର ପାଳନରେ ସମାରୋହ ନାହିଁ କି ଜନଗହଳ ନାହିଁ। କରୋନା ପ୍ରଭାବରେ ଦେଶରେ ଲକ୍‌ଡାୁନ୍‌ ଜାରି ରହିଥିବା ବେଳେ ଉତ୍କଳଦିବସରେ ଓଡ଼ିଆଙ୍କ ହୃଦୟ କିନ୍ତୁ ଖୋଲା ଅଛି।…