Odisha Link
Bridging the Missing Links in Odisha

ଝିଅର ନାମ ‘କରୋନା’, ପୁଅର ନାମ ‘ଲକ୍‌ଡାଉନ୍’

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଭିନ୍ନ ଭିନ୍ନ ସ୍ଥାନରେ ଜନ୍ମିତ ଦୁଇ ଶିଶୁଙ୍କର ବିଚିତ୍ର ନାମକରଣ କରିଛନ୍ତି ପରିବାର ଲୋକେ। ଗୋଟିଏ ନବଜାତ ଝିଅର ନାମ ‘କରୋନା’ ଦିଆଯାଇଥିବା ବେଳେ ଅନ୍ୟ ଜଣେ ନବଜାତ ପୁଅର ନାମ ରଖାଯାଇଛି ‘ଲକ୍‌ଡାଉନ୍’।

ଦେଶରେ ଜନତା କର୍ଫ୍ୟୁ ଘୋଷଣା ଦିନ ଗୋରଖପୁର ଡାକ୍ତରଖାନାରେ ଜନ୍ମିତ ଏକ ଝିଅର ନାମ ‘କରୋନା ରଖାଯାଇଥିଲା। ଅନୁରୂପ ଭାବେ ଗତ ସପ୍ତାହରେ ଦେଓରିଆ ଜିଲ୍ଲା ଚିକିତ୍ସାଳୟରେ ଜନ୍ମିତ ଏକ ଶିଶୁପୁତ୍ରର ନାମ ‘ଲକ୍‌ଡାଉନ୍’ ରଖାଯାଇଛି।

Comments are closed.