Odisha Link
Bridging the Missing Links in Odisha
Browsing Tag

baby

ଶିଶୁ ବିକ୍ରି ମାମଲା: ମାଳିସାହିରୁ…

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଶିଶୁ ବିକ୍ରି ମାମଲା। ବିକ୍ରି ହୋଇଥିବା ଶିଶୁକୁ ମାଳି ସାହିରୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍। ଛୁଆ ନଥିବାରୁ ୧୦ହଜାର ଟଙ୍କାରେ ଶିଶୁ ପୁତ୍ରକୁ ଜଣେ ମହିଳା କିଣିଥିଲେ। ୧୦ ଦିନର ଶିଶୁ ପୁତ୍ରକୁ ୧୦ ହଜାର ଟଙ୍କାରେ ବିକ୍ରି ନେଇ ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ ହେବା…

ଡାକ୍ତରଖାନା ଫେରାଇଦେଲା, ଅଟୋରେ ହେଲା…

ମୟୂରଭଞ୍ଜ: ରାଜ୍ୟରେ ଦିନକୁ ଦିନ ବାଟବଣା ହେଉଛି ଜନନୀ ସୁରକ୍ଷା ଯୋଜନା। କେଉଁଠି ଲୋକ ମାନେ ଆମ୍ବୁଲାନ୍ସ ସେବା ନପାଇ ଖଟିଆରେ ପ୍ରସୂତୀଙ୍କୁ ନେଇ ମେଡିକାଲ ଯାଉଥିବାର ଦେଖିବାକୁ ମିଳୁଛି ତ ଆଉ କୋଉଁଠି ମେଡିକାଲ କର୍ମଚାରୀଙ୍କ ଅବହେଳା ଯୋଗୁଁ ହଇରାଣ ହେଉଛନ୍ତି ପ୍ରସୂତୀ। ପୁଣିଥରେ ଚିକିତ୍ସା ନପାଇ ହଟହଟା…

କରୋନା: ୬ ମାସର ଶିଶୁ ନାମରେ ପୁଲିସ…

ଡେରାଡୁନ୍: ଉତ୍ତରାଖଣ୍ଡ ରାଜ୍ୟର ଉତ୍ତରକାଶୀ ଜିଲ୍ଲାରେ ଏକ ବିଚିତ୍ର ବ୍ୟବସ୍ଥା ଦେଖିବାକୁ ମିଳିଛି। ଲକ୍‌ଡାଉନ୍‌ ଆଇନ ଉଲ୍ଲଂଘନ ଅଭିଯୋଗରେ ସ୍ଥାନୀୟ ପୁଲିସ ଜଣେ ୬ ମାସର ଶିଶୁ ଓ ଆଉ ଜଣେ ୨ ବର୍ଷ ବୟସର ଶିଶୁଙ୍କ ବିରୋଧରେ ମାମଲା ରୁଜୁ କରିଛି। ମୋଟ ୫୧ ଜଣଙ୍କ ନାମରେ ମାମଲା ହୋଇଥିବା ବେଳେ ସେମାନଙ୍କ…

ଭଲ ଖବର: କରୋନା ହାରିଲା, ଅଢେଇ ବର୍ଷର…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସକୁ ନେଇ ସାରା ବିଶ୍ବ ଚିନ୍ତିତ। ଏହି ମହାମାରି ଯୋଗୁଁ ସାରା ବିଶ୍ବରେ ୧ ଲକ୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ଜୀବନ ଗଲାଣି। ଏପରିିକି ଭାରତରେ ମଧ୍ୟ ଏହି ମହାମାରୀ କାୟା ବିସ୍ତାର କରିବାରେ ଲାଗିଛି। ହେଲେ ଏହାରି ମଧ୍ୟରେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଏକ ଖୁସି ଖବର…

ଝିଅର ନାମ ‘କରୋନା’, ପୁଅର…

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଭିନ୍ନ ଭିନ୍ନ ସ୍ଥାନରେ ଜନ୍ମିତ ଦୁଇ ଶିଶୁଙ୍କର ବିଚିତ୍ର ନାମକରଣ କରିଛନ୍ତି ପରିବାର ଲୋକେ। ଗୋଟିଏ ନବଜାତ ଝିଅର ନାମ 'କରୋନା' ଦିଆଯାଇଥିବା ବେଳେ ଅନ୍ୟ ଜଣେ ନବଜାତ ପୁଅର ନାମ ରଖାଯାଇଛି 'ଲକ୍‌ଡାଉନ୍'। ଦେଶରେ ଜନତା କର୍ଫ୍ୟୁ ଘୋଷଣା ଦିନ ଗୋରଖପୁର ଡାକ୍ତରଖାନାରେ ଜନ୍ମିତ…

ନବଜାତକର ମୃତଦେହ ଉଦ୍ଧାର

ନୟାଗଡ଼: ଦିନକୁ ଦିନ କନ୍ୟା ଭ୍ରୁଣ ହତ୍ୟା କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି । ଆଜି ସକାଳେ ଭାପୁର ବ୍ଲକ୍‌ ଫତେଗଡ଼ ଥାନା ଅଧୀନ କରବର ଗାଁରେ ଏକ ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଥିଲା। ପଲଥିନରେ ବନ୍ଧାହୋଇ ନବଜାତକର ମୃତଦେହ ଭାସୁଥିବାର ଏକ ପୋଖରିରେ ଦେଖିବାକୁ ମିଳିଥିଲା । ପୋଲିସ ଖବର…

ଗର୍ଭାବସ୍ଥାରେ ଶିଶୁ କ’ଣ ପାଇଁ ଲାତ…

ଭୁବନେଶ୍ବର: ମହିଳାଙ୍କ ପାଇଁ ମା' ହବା ଏକ ସୁଖପୂର୍ଣ୍ଣ ଅନୁଭୂତି । ଗର୍ଭାବସ୍ଥାର  ନଅ ମାସ ପର୍ଯ୍ୟନ୍ତ ମା' ପ୍ରତିଦିନ  ନୂଆ ନୂଆ ଅନୁଭୂତି ପାଇଥାଏ।  ମା' ପାଇଁ ଶିଶୁ ଗର୍ଭରେ ଲାତ ମାରିବା ଅନୁଭବ ବହୁତ ଖାସ୍ ହୋଇଥାଏ। ଶିଶୁ ଗର୍ଭାଶୟରେ ଲାତ ମାରିଥିବାବେଳେ ,ତାହା ବାହାରକୁ ମଧ୍ୟ ଜଣାପଡିଥାଏ ା…